www.samajalive.in
Monday, December 15, 2025
15.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ.. ୧୯୮୪ ଶିଖ୍ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଲେ ଦିଲ୍ଲୀ ରାଉସ୍‌ ଆଭେନ୍ୟୁ କୋର୍ଟ..

ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ.. ରିପୋର୍ଟ ଉପସ୍ଥାପନ କଲେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା.. ନୂଆ ଅବକାରୀ ନୀତି ଯୋଗୁଁ ୨ହଜାର କୋଟି କ୍ଷତି ସୂଚନା.. ଏପଟେ ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁ ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ୧୨ ଆପ୍‌ ବିଧାୟକ ନିଲମ୍ବିତ..

- Advertisement -

ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ବିହାରକୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ପାଟନା ମେଡିକାଲ କଲେଜର ଶତବାର୍ଷିକୀ ଉତ୍ସବକୁ ସମ୍ବୋଧିତ କରି ବିହାରକୁ ପ୍ରଶଂସା କଲେ.. କହିଲେ, ବିହାର ସରକାର ସାମ୍ପ୍ରତିକ ବର୍ଷଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି..

ସୁବର୍ଣ୍ଣପୁର ବିନିକା ଥାନା ସମ୍ମୁଖ ପୋଷ୍ଟ ଅଫିସରୁ ଚୋରି.. ଘଟଣାସ୍ଥଳରେ ପୁଲିସର ଛାନଭିନ୍..

ରାଜଧାନୀ ଭୁବନେଶ୍ୱରରେ ବନ୍ଧା ହେଲେ ୩ ବାଇକ୍‌ ଲୁଟେରା.. ଗରାଖ ବେଶରେ ଆସି ପରିବାର ହାଟରୁ ଲୁଟ୍‌ କରୁଥିଲେ ବାଇକ୍‌.. ଲିଙ୍ଗରାଜ ଥାନା ଅଞ୍ଚଳର ବିଭିନ୍ନ ହାଟରୁ ବାଇକ୍‌ ଲୁଟ୍‌ କରିଥିବା ନେଇ ପୁଲିସର ସୂଚନା..

ପୁଣି ଦୁର୍ଘଟଣା ଘଟାଇଲା ମୋ ବସ, ୨ ଗୁରୁତର.. ମାଷ୍ଟର କ୍ୟାଣ୍ଟିନ ବସ୍ ଷ୍ଟାଣ୍ଡରେ ୨ଜଣ ଯୁବକଙ୍କୁ ଧକ୍କା ଦେଲା ମୋ ବସ୍.. ଗୁରୁତର ଅବସ୍ଥାରେ ଉଭୟ କ୍ୟାପିଟାଲ ହସ୍‌‌ପିଟାଲରେ ଭର୍ତ୍ତି..

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories