ଖାଦ୍ୟପାନୀୟ ପ୍ରତି ସଚେତନ ରହନ୍ତୁ

0

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଡବା ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। କଦବା କ୍ବଚିତ୍ ଏସବୁ ଖାଇଲେ ସ୍ବାସ୍ଥ୍ୟ ଉପରେ ସେଭଳି କୁପ୍ରଭାବ ପଡ଼େନାହିଁ। ହେଲେ ନିୟମିତ ଭାବେ ଏହି ଖାଦ୍ୟ ଖାଇବାର ଅର୍ଥ ଜୀବନକୁ ବିପଦକୁ ଠେଲିବା।
ପ୍ୟାକେଟ୍ ଫଳରସ ଅଧିକ ଦିନ ଫ୍ରିଜ୍‌ରେ ରଖିବା ଅନୁଚିତ। ପ୍ୟାକେଟ୍ ଖୋଲିବାର ଗୋଟିଏ ଦିନ ମଧ୍ୟରେ ଏହି ପାନୀୟ ପିଇନେବା ଆବଶ୍ୟକ। ନଚେତ୍ ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼େ।


ଆଜିକାଲି ବିଭିନ୍ନ କମ୍ପାନୀର ଟମାଟୋ କେଚ୍‌ଅପ୍ ବଜାରରେ ମିଳୁଛି। ତେବେ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହି କେଚ୍‌ଅପ୍‌ କିଣିବା ଉଚିତ। କାରଣ ଏଥିରେ ବ୍ୟବହୃତ ବିଭିନ୍ନ ପ୍ରକାର କୃତ୍ରିମ ଦ୍ରବ୍ୟ ହିଁ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ।

prayash


କଫି, ଏହା ନିଶ୍ଚିତ ଯେ ଏଇ ପାନୀୟ ପିଇଲେ ଶରୀର ଫୁର୍ତ୍ତି ଲାଗେ। ଦିନକୁ ଅତିବେଶୀରେ ଥରେ କିମ୍ବା ଦୁଇଥର ହିଁ କଫି ପିଇବା ଉଚିତ। ଅଧିକ ଥର ଚା-କଫି ପିଇଲେ ସେଥିରେ ଥିବା ତତ୍ତ୍ବ ଶରୀରର ପାଚନ କ୍ରିୟାକୁ ପ୍ରଭାବିତ କରୁଥିବାର ଜଣାପଡ଼ିଛି।

kalyan agarbati
Leave A Reply