www.samajalive.in
Sunday, December 7, 2025
26.1 C
Bhubaneswar

ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆଙ୍ଗୁଠିର ଆକାର ଭିନ୍ନ ଭିନ୍ନ ହୋଇଥାଏ ଓ ଏହାଦ୍ୱାରା ବ୍ୟକ୍ତି ବିଷୟରେ ଅନେକ କଥା ହୋଇଥାଏ। ଆଙ୍ଗୁଠିର ଆକାର ସହ ତା ଉପରେ ରହିଥିବା ଅନେକ ଦାଗରୁ ବ୍ୟକ୍ତିର ପ୍ରକୃତି,ଅଭ୍ୟାସ ଓ ଇଚ୍ଛା ବିଷୟରେ ଜାଣି ହୋଇଥାଏ। ଆଙ୍ଗୁଠିରେ କଳାଜାଇ ମଧ୍ୟ ଅନେକ ତଥ୍ୟ ଦେଇଥାଏ। ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଜରୁରୀ ଅଟେ। ଆସନ୍ତୁ ଜାଣିବା ବ୍ୟକ୍ତିର ଆଙ୍ଗୁଠିରୁ ତାର ସ୍ୱଭାବ କିପରି..
ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ଆଙ୍ଗୁଠିର ଉପର ଭାଗ ମୋଟାଳିଆ ହୋଇଥାଏ ସେମାନେ ଅଧିକ ଚାଲାକ ଓ ଜିଦି ପ୍ରକୃତିର ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କ ନିକଟରେ ଭାବନା ଶକ୍ତି କମ ରହିଥାଏ। ଏହି ଲୋକମାନେ ନିଜ ଲାଭ ପାଇଁ ଅନ୍ୟର ସାହାଯ୍ୟ ନେଇଥାନ୍ତି ଓ ତାଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରଖିଥାନ୍ତି। ନିଜ କାମ ହାସଲ ହୋଇଗଲା ପରେ ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥାନ୍ତି। ଏପରି ବ୍ୟକ୍ତିଙ୍କର ଆଙ୍ଗୁଠିର ଦୁଇ ଭାଗ ସାମାନ୍ୟ ପତଳା ହୋଇଥାଏ।
ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କ ଆଙ୍ଗୁଠି ମଝିରେ କଳାଜାଈ ରହିଥାଏ ସେମାନେ ବାସ୍ତବବାଦୀ ହୋଇଥାନ୍ତି। ଏମାନେ ଲୋକମାନଙ୍କ ଭାବନାକୁ ଠିକ ରୂପେ ବୁଝି ପାରନ୍ତି ନାହିଁ। ଅନେକ ମାମଲାକୁ ଏପରି ବ୍ୟକ୍ତିମାନେ ବୁଦ୍ଧି ଓ କୂଟନୀତି ଦ୍ୱାରା ଜିତିବାକୁ ପ୍ରୟାସ କରିଥାନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories