ରୁଷର କରୋନା ଟୀକାକୁ ମିଳିଲା ମଞ୍ଜୁରୀ, ରାଷ୍ଟ୍ରପତି ପୁଟିନଙ୍କ ଝିଅ ନେଲେ ପ୍ରଥମ ଟୀକା

.ମସ୍କୋ: ରୁଷ ପ୍ରସ୍ତୁତ କରୋନା ଟୀକାକୁ ମିଳିଛି ମଞ୍ଜୁରୀ । ନିଜେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଝିଅକୁ ପ୍ରଥମ କରୋନା ଟୀକା ଦିଆଯାଇଥିବା ସେ କହିଛନ୍ତି ।…
Read More...

ବିଜୁ ଏକ୍ସପ୍ରେସ ଓ୍ବେ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣରେ ଦୁର୍ନୀତି ଅଭିଯୋଗ

ପାଇକମାଳ:   ପାଇକମାଳ ତହସିଲ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମର ପ୍ଳଟ ନଂ -୩୫୭ ରାସ୍ତା ନିକଟରେ ଥିଲେ ସୁଦ୍ଧା ଅଧିଗୃହୀତ ନହୋଇ ଏହି ଜମିର ପଛକୁ ଥିବା ଜମି ପ୍ଳଟ ନଂ- ୩୫୫ ଅଧିକୃତ ହେବା ଏବଂ ଗତ ତା ୦୭/୦୭/୧୮…
Read More...

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କୋରୋନା

ଭୁବନେଶ୍ବର : ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ସୌମ୍ୟରଞ୍ଜନ…
Read More...

ଖାଲି ଚହଲ ନୁହନ୍ତି; ମାରାତ୍ମକ ବ୍ୟାଟ୍ସମ୍ୟାନ ରାହୁଳ, ପନ୍ଥ ଓ ବୁମରା ବି ବୋଲ୍ଡ଼

ଗତ କିଛିଦିନ ହେଲା ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ନିର୍ବନ୍ଧ ଖବର ବେଶ୍ ଚର୍ଚାରେ ରହିଛି । ଚହଲ ଆଇପିଏଲ୍ ଖେଳିବାକୁ ଯିବା ପୂର୍ବରୁ ଧନଶ୍ରୀ…
Read More...

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବହେଳା ପାଇଁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ବାରିପଦା:  ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ  ଗୁରୁତର ଅସୁସ୍ଥ ଦୁଇ ବର୍ଷର ଶିଶୁପୁତ୍ରକୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ ହସ୍ପିଟାଲକୁ ନେବା ବାଟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ…
Read More...

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାରନଗରୀ : ଦକ୍ଷିଣ ରାଉରକେଲା ନିକଟବର୍ତି ଜଲଦା ଗ୍ରାମପଞ୍ଚାତ ଅଞ୍ଚଳରେ ମଙ୍ଗଳବାର ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସ୍ଥାନୀୟ ଜଲଦା ଫାଣ୍ଡି ପୁଲିସ ମୃତ ଯୁବକଙ୍କ ଶବ ଜବତ କରିବା ସହ ଏକ…
Read More...

ସୁଶାନ୍ତ ସିଂହ ମୃତ୍ୟୁ: ରିୟା, ସୌଭିକ୍ ଓ ବାପା ଇନ୍ଦ୍ରଜିତଙ୍କ ଫୋନ ଜବତ କଲା ପ୍ରବର୍ତନ ନିର୍ଦେଶାଳୟ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି । ମାମଲାର ଯାଞ୍ଚ କରୁଥିବ ପ୍ରବର୍ତନ ନିର୍ଦେଶାଳୟ ରିୟା ଚକ୍ରବର୍ତୀ, ତାଙ୍କର ଭାଇ ସୌଭିକ୍ ଓ ବାପା…
Read More...

ଆସନ୍ତା ସେପ୍ଟେମ୍ବର ୯ ରୁ ୧୫ ଯାଏ ଓଜେଇଇ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୯ ରୁ ୧୫ ଯାଏ ଓଜେଇଇ ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର ୧୬ଟି ଜିଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କଲେଜର ଅଧ୍ୟକ୍ଷମାନଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପତ୍ର ଲେଖି…
Read More...

ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ସବୁ ଲୁଟିନେଲେ ଦୁର୍ବୃତ୍ତ

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ବଜାର କେନ୍ଦ୍ରସ୍ଥଳରେ ଥିବା ମଉଁନେଇ ଠାକୁରାଣୀଙ୍କ ମନ୍ଦିର ପରିସରରେ ରଖା ଯାଇଥିବା ହୁଣ୍ଡି ଭାଙ୍ଗି କୌଣସି ଦୁବୃର୍ତ୍ତ ସୋମବାର ରାତିରେ ଲୁଟ କରିଥିବା ଜଣାପଡିଛି । ଘଟଣା…
Read More...

ରୁଷ୍ କରୋନା ଟୀକା ପରୀକ୍ଷା ନିଜ ଦେହ​‌ରେ କରାଇବାକୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ପ୍ରସ୍ତାବ

ମାନିଲା: ଫିଲପାଇନ୍ସ ରାଷ୍ଟ୍ରପତି ରୋଡ଼୍ରିଗୋ ଡ଼ୁଟେର୍ଟ କରୋନା ଟୀକା ପ୍ରସ୍ତୁତିରେ ରୁଷର ଅଗ୍ରଗତିକୁ ବେଶ୍ ପ୍ରଶଂସା କରିଛନ୍ତି । ଏପରିକି ସେ ଟୀକା ପରୀକ୍ଷଣରେ ସାମିଲ ହେବାକୁ ପ୍ରସ୍ତାବ ଦେବା ସହ ତାଙ୍କ ଦେହରେ…
Read More...

ସାନଭାଇର ଆକ୍ରମଣରେ ବଡାଭାଇ ଓ ୪ ବର୍ଷର ପୁତୁରା ମୃତ

କୁଚିଣ୍ଡା: ସମ୍ବଲପୁ ଜିଲା କୁଚିଣ୍ଡା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗାଁରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନଭାଇ ନିଜ ବଡ ଭାଇ ଓ ପୁତୁରାକୁ ହତ୍ୟା…
Read More...

କରୋନା ସଙ୍କଟ: ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭର୍ଚ୍ୟୁଆଲ ବୈଠକ

ନୂଆଦିଲ୍ଲୀ:  ଦେଶ​‌ରେ କରୋନା ସଂକଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଗତ ୨୫ ଦିନ ମଧ୍ୟରେ ଦେଶରେ ୧୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର…
Read More...

ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅନ୍ତର୍ଗତ ଖିରେଇଟାଙ୍ଗୀରୀ ପଞ୍ଚାୟତ ଅନ୍ତର୍ଗତ ଭାଲୁପାହାଡ଼ି ଗ୍ରାମର ଭରତ ନାଏଙ୍କକ ପୁଅ ଲିଟୁ ନାଏକ(୧୮) ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଜଣା ପଡ଼ିଛି। ତେବେ କେଉଁ…
Read More...

ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ପାକିସ୍ଥାନରୁ ଆସିଲା ଫୋନ; ଜୀବନରୁ ମାରିଦେବା ସହ ଘର ଉଡ଼ାଇ ଦେବାକୁ ଧମକ

ଉନ୍ନାଓ:  ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଏବେ ବିଜେପି ନେତାମାନଙ୍କୁ ନିଶାଣ କରିଛନ୍ତି । ବାଛିବାଛି ବିଜେପି ନେତାମାନଙ୍କୁ ଆକ୍ରମଣ କରୁଛନ୍ତି । ଏପରି ସ୍ଥିତିରେ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ମିଳିଛି…
Read More...

ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍, ସକାଳ ୯ଟା ପରେ ପତାକା ଉତ୍ତୋଳନ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାର ମଙ୍ଗଳବାର ଗାଇଡଲାଇନ୍ ଜାରି କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ ଓ ଏସପିଙ୍କୁ ଚିଠି କରାଯାଇଛି। ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ।…
Read More...

ଭାରତ ପାଇଁ ଗୌରବ: ପ୍ରଥମଥର ପାଇଁ ଆମେରିକାର ଟାଇମ୍ସ ସ୍କୋୟାରରେ ଉଡ଼ିବ ତିରଙ୍ଗା

ନ୍ୟୁୟର୍କ: ଆସନ୍ତା ୧୫ ତାରିଖରେ ଭାରତର ସ୍ବାଧୀନତା ଦିବସ ଆଉ ଏକ ଗୌରବମୟ ମୁହୂର୍ତ୍ତ ନେଇ ଆସୁଛି । ଆମେରିକାର ଟାଇମ୍ସ ସ୍କୋୟାରରେ ପ୍ରଥମ ଥର ପାଇଁ ଭାରତର ସ୍ବାଧୀନତା ଦିବସ ପାଳନ ହେବ ।   ଫେଡ଼େରେସନ ଅଫ୍ ଇଣ୍ଡିଆନ…
Read More...

ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୨୯୬

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଖୋର୍ଦ୍ଧା ଓ ଗଞ୍ଜାମ ଜିଲାରୁ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ରାୟଗଡ଼ା, ବାଲେଶ୍ବର , ପୁରୀ ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ…
Read More...

ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି ; ଚାଲିଛି ମୂଷା-ବିଲେଇ ଖେଳ

ରାଜସ୍ଥାନରେ କ୍ଷମତା ସଂଘର୍ଷ ଏବେ ଏକ ରୋଚକ ସ୍ଥିତିରେ ପହଞ୍ଚିଛି । ଫିଲ୍ମର କାହାଣୀ ପରି ଭାବପ୍ରବଣତା ଅଛି, ସଂଶୟ, ସନ୍ଦେହ ଓ କୌତୂହଳ ବି ଅଛି । ରାଜସ୍ଥାନ କ୍ଷମତା ସଂଘର୍ଷର ସବୁଠାରୁ ବଡ଼ କଥା…
Read More...

ମାଓବାଦୀ ପକ୍ଷରୁ ଭିଡିଓ ଜାରି, ଘଞ୍ଚ ଜଙ୍ଗଲରେ ଗ୍ରାମବାସୀଙ୍କ ସହ ନାଚ ଗୀତରେ ମସଗୁଲ ଲାଲବାହିନୀ

ମାଲକାନଗିରି: କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ଘଞ୍ଚ ଜଙ୍ଗଲରେ ଗ୍ରାମବାସୀଙ୍କ ସହ ନାଚ ଗୀତରେ ଲାଲ ବାହିନୀ ମସଗୁଲ ଥିବା ଏକ ଭିଡିଓ ଦେଖିବାକୁ ମିଳିଛି। ଦିର୍ଘ ୫ ମାସର ହିଂସାତ୍ମକ ଟିସିଓସି ପରେ ଏ…
Read More...

ଭୁବନେଶ୍ବରରେ ଆଜିଠୁ ୯ ହସ୍ପିଟାଲରେ କୋଭିଡ ଟେଷ୍ଟ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ଅଞ୍ଚଲରେ ଆଜିଠୁ କରୋନା ଟେଷ୍ଟକୁ ଆହୁରି ଜୋରଦାର କରାଯିବ। ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠୁ ଭୁବନେଶ୍ବରରେ ୯ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ…
Read More...

ନଈ ସାଜିଛି ବାଧକ; ବାଜିରେ ଲାଗିଛି ଜୀବନ

ରେଢାଖୋଲ: ଦେଶ ସ୍ୱାଧୀନ ହେବାର ବହୁ ବର୍ଷ ଅତିବାହିତ ହୋଇଛି। ହେଲେ ରେଢ଼ାଖୋଲ ଉପଖଣ୍ଡର ନାକ୍‍ଟିଦେଉଳ ବ୍ଲକର ସମସ୍ତ ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତାରେ ଯିବାର ସୌଭାଗ୍ୟ ପାଇ ପାରି ନାହାନ୍ତି। ମାତ୍ର ୧ କିମି…
Read More...

ହ୍ବାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ ; ଅଧାରୁ ବନ୍ଦ ହେଲା ସାମ୍ବାଦିକ ସମ୍ମିଳନୀ

ଓ୍ଵାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ହ୍ବାଇଟହାଉସ୍ ବାହାରେ ଗୁଳିକାଣ୍ଡ ଘଟିଛି। ହ୍ବାଇଟ ହାଉସ ବାହାରେ ଜଣେ ବ୍ୟକ୍ତି ଗୁଳିମାଡ କରିଥିବା ଜଣାପଡ଼ିଛି। ଏହାର…
Read More...

ଦେଖନ୍ତୁ ଭିଡ଼ିଓ: ହୀରାକୁଦ ଜଳଭଣ୍ଡାରରେ ଖେଳୁଛି ବିଶାଳକାୟ ମାଛ

ହୀରାକୁଦ ଜଳଭଣ୍ଡାରରେ ଖେଳୁଛି ବିଶାଳକାୟ ମାଛ । ମାଛଟିର ଛବି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାର ଓଜନ ପ୍ରାୟ ୩ କ୍ବିଣ୍ଟାଲ ହେବ ବୋଲି କେହିକେହି କହୁଛନ୍ତି । ତେବେ କେବେ ଓ ନିର୍ଦିଷ୍ଟ ଭାବରେ ଏହି ମାଛଟି…
Read More...

ଅନ୍ଧକାରରୁ ଆଲୋକକୁ ରାସ୍ତା “ଜନ୍ମାଷ୍ଟମୀ”

ଧରାରୁ ପାପ ରୂପକ ଅନ୍ଧକାରକୁ ଦୂର କରି ଧର୍ମର ମହାଲୋକ ପ୍ରଦାନ କରିବା ପାଇଁ ପରଂବ୍ରହ୍ମ ଶ୍ରୀକୃଷ୍ଣ ଅବତାରୀ ପୁରୁଷ ସାଜିଛନ୍ତି। ମାନବ ରୂପରେ ଲୀଳାଖେଳା କରି ପାପକୁ ଧ୍ୱଂସ କରିବା ସହ ପାପୀଙ୍କୁ ବିନାଶ କରିଛନ୍ତି।…
Read More...

୧୪ ଯାଏ ବର୍ଷା; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର : ଉତ୍ତର ପଶ୍ଚିମ ଓ ସଂଲଘ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୁତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ଏହି ସମୟ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ…
Read More...

ସବୁ ଥାନାରେ ସିସିଟିଭି ଲଗାଇବା ପ୍ରସଙ୍ଗ : କେନ୍ଦ୍ରଠାରୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକଟି ଥାନାରେ ସିସିଟିଭି ଲଗାଇବା ଓ ଥାନାକୁ ଆସୁଥିବା ଅଭିଯୁକ୍ତଙ୍କର ବୟାନ ଅଡିଓ ଭିଡିଓ ମାଧ୍ୟମରେ ରେକର୍ଡିଂ କରାଯିବା ସମ୍ପର୍କିତ ନିର୍ଦେଶର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ…
Read More...

ବିମାନ ଦୁର୍ଘଟଣାବେଳେ ଉଦ୍ଧାର କାର୍ଯ୍ୟରେ ସାମିଲ ୬୦୦ ସ୍ଥାନୀୟ ଅଧିବାସୀ ସଙ୍ଗରୋଧରେ 

ତିରୁଅନନ୍ତପୁରମ୍ : କୋଝିକୋଡ ବିମାନ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ପ୍ରାୟ ୬୦୦ ସ୍ଥାନୀୟ ଅଧିବାସୀଙ୍କୁ ୧୪ଦିନିଆ ସଙ୍ଗରୋଧରେ ରଖାଯାଇଛି। ସେମାନେ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରି ପ୍ରଶାସନ…
Read More...

ଭଡ଼ାଘରେ ୱାର୍କ ଫ୍ରମ୍ ହୋମ୍

ବିଶ୍ବର ପ୍ରମୁୁଖ କମ୍ପାନୀଗୁଡ଼ିକ ଏବେ କରୋନା ମହାମାରୀ ପାଇଁ କାର୍ଯ୍ୟାଳୟ ଅନିର୍ଦିଷ୍ଟ କାଳ ବନ୍ଦ ରଖିଛନ୍ତି। ଏପରିସ୍ଥଳେ ୱାର୍କ ଫ୍ରମ୍ ହୋମ୍‌କୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏହି କାର୍ଯ୍ୟଶୈଳୀକୁ…
Read More...

ଭାରତୀୟ ହକି ଖେଳାଳି ମନଦୀପ୍‌ ସିଂହଙ୍କୁ କରୋନା

ବେଙ୍ଗାଲୁରୁ : ଭାରତୀୟ ପୁରୁଷ ହକି ଦଳର ଫରୱାର୍ଡ ମନଦୀପ୍‌ ସିଂହ କରୋନା ସଂକ୍ରମିତ ହୋଇଥିବା ସୋମବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ତରଫରୁ ଜାରି ଏକ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ୨୫…
Read More...

ପୂଜ୍ୟ ପ୍ରଣାମ; ଆଜି କାହ୍ନୁଚରଣ ମହାନ୍ତିଙ୍କ ଜୟନ୍ତୀ

ଫକିରମୋହନ ସେନାପତିଙ୍କ ପରେ ଓଡ଼ିଆ କଥା ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଯେଉଁ କତିପୟ କଥାଶିଳ୍ପୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ କାହ୍ନୁଚରଣ ମହାନ୍ତିଙ୍କ ନାମ ଉଲ୍ଳେଖନୀୟ। ଜଣେ ଅତ୍ୟନ୍ତ…
Read More...

ବରୁଣ-କିଆରାଙ୍କ ରୋମାଣ୍ଟିକ୍ ଯୋଡ଼ି

କରୋନା ମହାମାରୀ ନିୟନ୍ତ୍ରଣ ହେବା ପରେ ପ୍ରଥମେ ବଲିଉଡ ପୂରା ଦମ୍‌ରେ କାମ କରିବାକୁ ଆରମ୍ଭ କରିବ। ଏବେ ନିର୍ଦେଶକ ଓ ପ୍ରଯୋଜକ ମହଲ ଅନେକ ସଚେତନତା ପଦକ୍ଷେପ ନେଇ କାମ କରିବା ସତ୍ତ୍ବେ ସେଟ୍‌ରେ କରୋନାର ପ୍ରକୋପକୁ…
Read More...

ପ୍ରାଣ ହରାଇଲେଣି ୨୭ କୋଭିଡ ଯୋଦ୍ଧା

ଭୁବନେଶ୍ୱର : କରୋନା ମହାମାରୀର ମହାଯୁଦ୍ଧରେ ରାଜ୍ୟରେ ଏଯାବତ ୨୭ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରେ ଶିକ୍ଷକ, ପୁଲିସ, ପ୍ରଶାସନିକ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପ୍ରଭୃତି ରହିଛନ୍ତି। ତେବେ ସରକାରୀ ଭାବେ ୨୭…
Read More...

ଭେଣ୍ଟିଲେଟରରେ କରୋନା ସଂକ୍ରମିତ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ/ମୁମ୍ବଇ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ପ୍ରଣବ ସୋମବାର ଟୁଇଟ୍‍ କରି ଜଣାଇବା ସହିତ ଗତ ସପ୍ତାହ ମଧ୍ୟରେ ତାଙ୍କ…
Read More...

୯ରୁ ମାଟ୍ରିକ ସପ୍ଲିମେଣ୍ଟାରୀ,ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସୂଚୀ ଅନୁଯାୟୀ ୧୪ରେ…
Read More...

ମୃତଦେହ ଦେଖିବାକୁ ୫୧,୦୦୦ ଦାବିକଲା ଡାକ୍ତରଖାନା !

କଲକାତା : କରୋନାରେ ମୃତ ଜଣେ ବୃଦ୍ଧଙ୍କ ଶେଷଦର୍ଶନ ପାଇଁ ତାଙ୍କ ପରିବାରଠାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ୫୧,୦୦୦ଟଙ୍କା ଦାବି କରିବା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର…
Read More...

ଦିଲ୍ଲୀ ଏମ୍ସ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (ଏମ୍ସ) ଦିଲ୍ଲୀର ଜଣେ ଦ୍ୱିତୀୟ ବର୍ଷ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି। ବିକାଶ ନାମକ ଛାତ୍ର ଜଣଙ୍କ ସୋମବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୧୬ନମ୍ବର ହଷ୍ଟେଲ…
Read More...

ରାଜନୀତିରୁ ଶାହା ଫୈଜଲଙ୍କ ସନ୍ନ୍ୟାସ

ଶ୍ରୀନଗର : ଆଇଏଏସ୍‌ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଡଃ ଶାହା ଫୈଜଲ ରାଜନୀତିରେ ଅକୃତକାର୍ଯ୍ୟ ହୋଇଛନ୍ତି। ୨୦୧୦ରେ ପ୍ରଥମ କାଶ୍ମୀରୀ ଭାବେ ଫୈଜଲ ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ…
Read More...

ପୂର୍ବତନ ବାଂଲାଦେଶ ସ୍ପିନର୍‌ ମୁଶାରଫ ହୋସେନ୍‌ଙ୍କୁ କରୋନା

ଢାକା: ବାଂଲାଦେଶ କ୍ରିକେଟ୍‌ ଦଳର ପୂର୍ବତନ ବାମହାତୀ ସ୍ପିନର ମୁଶାରଫ ହୋସେନ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବାଂଲାଦେଶ ତରଫରୁ ୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ୩୮ ବର୍ଷୀୟ ହୋସେନ୍‌ ଗତ ୪ମାସ ହେବ…
Read More...

ସଞ୍ଜୟ ରାଉତଙ୍କ କ୍ଷମାପ୍ରାର୍ଥନା ଦାବି କଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ : ପିତା କୃଷ୍ଣକୁମାର ସିଂହଙ୍କ ସହିତ ସୁଶାନ୍ତ ସିଂହଙ୍କର ଭଲ ସମ୍ପର୍କ ନଥିଲା। ପିତାଙ୍କର ଦ୍ୱିତୀୟ ବିବାହକୁ ନେଇ ସୁଶାନ୍ତ ଦୁଃଖିତ ଥିଲେ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ସଞ୍ଜୟ ରାଉତଙ୍କ…
Read More...

୨୦୨୧ ଆଇପିଏଲ୍‍ ପାଇଁ ମେଗା ନିଲାମ ସ୍ଥଗିତ

କଲକାତା : ୨୦୨୦ ପର୍ଯ୍ୟନ୍ତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କର ପ୍ରମୁଖ ଖେଳାଳିଙ୍କୁ ଦଳରେ ରଖିବାର ସୁବିଧା ପାଇଥିଲେ। ଦଳରେ ଅଳ୍ପ କିଛି ସ୍ଥାନ ପାଇଁ ୨୦୨୦ ଆଇପିଏଲ୍‍ ଲାଗି…
Read More...

ରାଫେଲର ରାତ୍ରିକାଳୀନ ଅଭ୍ୟାସ ଉଡ଼ାଣ

ନୂଆଦିଲ୍ଲୀ : ବାୟୁସେନାରେ ନୂଆ କରି ସାମିଲ ହୋଇଥିବା ରାଫେଲ ଯୁଦ୍ଧବିମାନଗୁଡିକ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ରାତ୍ରିକାଳୀନ ଅଭ୍ୟାସ ଉଡାଣ କରିଛି। ରାଫେଲ ଯୁଦ୍ଧବିମାନଗୁଡିକ ସ୍କାଲପ୍‍ କ୍ଷେପଣାସ୍ତ୍ର ଓ…
Read More...

ତାଲା ବନ୍ଦ ବଦଳାଇଦେଲା ଜୀବିକା : କାଳନ୍ଦୀ ନନା ଆଜି ମାଛ ବେପାରୀ

କୋରାପୁଟ : କୌଳିକ ବୃତ୍ତି ଛାଡ଼ି ହୋଟେଲରେ ନନା ସାଜିଥିଲେ କାଳନ୍ଦୀ। ତାଲାବନ୍ଦ ବଦଳାଇଦେଲା ତାଙ୍କ ଜୀବିକା। କାଳନ୍ଦୀ ନନା ସାଜିଲେ ମାଛ ବେପାରୀ। ବର୍ଷ ବର୍ଷ ଧରି ନନା ଭାବେ ପରିଚିତ କାଳନ୍ଦୀ ରୋଷେୟା କାମ କରି ନିଜର…
Read More...

ବିର୍ସା ମୁଣ୍ଡାଙ୍କ ନାତିଙ୍କୁ ମାଟି ବୀରପୁତ୍ର ସମ୍ମାନ

ଭୁବନେଶ୍ୱର : ବିର୍ସା ମୁଣ୍ଡାଙ୍କ ନାତି ଶୁକରାମ ପାହାଣଙ୍କୁ ମାଟି ବୀରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି। ଜେବିଏସ୍ ଏଣ୍ଟରଟେନମେଣ୍ଟ ଏବଂ ଓରି ଫାର୍ମିଂ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ…
Read More...

ଦୁଇ ଦିନରେ ରୁଷ୍‌ ଟିକା

ମସ୍କୋ/ନୂଆଦିଲ୍ଲୀ : ରୁଷ୍‌ ପ୍ରଥମେ କରୋନା ଟିକା ଉପଲବ୍ଧ କରାଇବ। ଆସନ୍ତା ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୧୨ ତାରିଖରେ ଏହି ଟିକାର ପଞ୍ଜୀକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦେଶର ୬୦ ପ୍ରତିଶତ ନାଗରିକଙ୍କୁ ଏହି…
Read More...

ପ୍ରତିରକ୍ଷାରେ ଆତ୍ମନିର୍ଭରତା; ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ

କଥାରେ ଅଛି ସାଉଁଟା କାଣ୍ଡରେ ଯୁଦ୍ଧ ଜିଣି ହୁଏନାହିଁ। ଏହି କଥାଟି ସବୁକାଳେ ପ୍ରାସଙ୍ଗିକ। ଭାରତ ପରିପ୍ରେକ୍ଷୀରେ ଦେଖିଲେ ଏହାର ମହତ୍ତ୍ବ ଅତି ଅଧିକ। ଭାରତର ସୈନ୍ୟବାହିନୀ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‍। ଚୀନ୍‍ ଓ…
Read More...

ପୂର୍ବ ଶତ୍ରୁତାରୁ ଗଳା କାଟି ହତ୍ୟା

କପ୍ତିପଦା : ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡିଆ ପଞ୍ଚାୟତ ବାରୁଖଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି। ବାରୁଖଣ୍ଡା ଗ୍ରାମର ମାଧବ ମିରିଡ଼ିଆଙ୍କ…
Read More...

ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ବୋମାମାଡ଼, ଯୁବକ ଗୁରୁତର

ଜଗତସିଂହପୁର : ଜଗତସିଂହପୁର ଥାନା ଅଧୀନ ପଲ୍ଲୀ ଠାରେ ସୋମବାର ସଂଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଛି। ଏଥିରେ ପ୍ରଭାତ ଗାଆଣ ନାମକ ଜଣେ ଯୁବକ ଗୁରୁତର ଭାବେ ଆହାତ ହୋଇ ମେଡିକାଲରେ ଭର୍ତ୍ତୀ ହୋଇଛି। ପଲ୍ଲୀର…
Read More...

ମଙ୍ଗଳବାର ରାଶିଫଳ(୧୧/୦୮/୨୦୨୦)

ମେଷ: ଧନବାନ ହେବେ। ଅପାରଗୁଣର ଆଧାର ହୋଇପାରନ୍ତି। ଉପାର୍ଜନ ଉଣା ହେବ ନାହିଁ। ଶକ୍ତିବାନ୍‌ ହୋଇପାରନ୍ତି। ସ୍ବାସ୍ଥ୍ୟବାନ୍‌ ହେବେ। ଚିନ୍ତାଧାରା ମହତ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବୃଷ:…
Read More...

ଜନ୍ମାଷ୍ଟମୀ ନିମନ୍ତେ ତିଆରି କରନ୍ତୁ ମଥୁରା ପେଡ଼ା

ମହାମାରୀର ପ୍ରକୋପ ବଢ଼ିଚାଲିଥିବାବେଳେ ଏଇ ସମୟରେ ଦୋକାନରୁ ମିଠା କିଣି ଆଣି ଭୋଗ ଲଗାଇବା ଆଦୌ ନିରାପଦ ନୁହେଁ। ଏଣୁ ଘରେ କେତୋଟି ସାମଗ୍ରୀର ଉପଯୋଗ କରି ସୁଆଦିଆ ପେଡ଼ା ତିଆରି କରି ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଭୋଗ…
Read More...

ବନ୍ଦ ଗୋଦାମରୁ ୧୦ ଲକ୍ଷ ଟଙ୍କାର ଖଇନି ଜବତ

ଗୋପାଳପୁର: (ଗଞ୍ଜାମ) ଗୋପାଳପୁର ଓ ଚମାଖଣ୍ଡି ଥାନା ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ୧୦ ଲକ୍ଷ ଟଙ୍କାର ଗୁଟଖା ଓ ଖଇନି ଜବତ କରାଯାଇଛି । ଏ ସମ୍ପର୍କରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।  ଚମାଖଣ୍ଡି ଥାନା…
Read More...

ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକଙ୍କ ପିତୃ ବିୟୋଗ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତା ଭାଗିରଥୀ ନାୟକଙ୍କ ୮୮ ବର୍ଷ ବୟସରେ ଭଦ୍ରକସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ସ୍ୱର୍ଗତ ନାୟକ…
Read More...

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ୩୩ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟର ଆଜି ଆଉ ୧୨୩୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩,୦୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ…
Read More...

ଆଠଗଡ ଉପଖଣ୍ଡରେ ଏ ପର୍ଯ୍ୟନ୍ତ ୫୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଆଠଗଡ ଉପଖଣ୍ଡର ୪ଟି ଯାକ ବ୍ଲକ ଯଥା ନରସିଂହପୁର, ବଡମ୍ବା, ତିଗିରିଆ, ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳରେ ମୋଟ ୫୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଆଠଗଡ ଉପଖଣ୍ଡରେ ଗତ ଶନିବାର ସୁଦ୍ଧା ୧୧୮୨୨…
Read More...

କୋଭିଡ କଟକଣା ମଧ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ : ଆଠଗଡରେ ପ୍ରସ୍ତୁତି ବୈଠକ

ଆଠଗଡ : ଆଠଗଡ ଉପଖଣ୍ଡସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହେବ। ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ବ୍ଲକ କାର୍ଯ୍ୟାଳୟ…
Read More...

 କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା: ପୁଲିସର ମୃଦୁ ଲାଠିଚାଳନା

ବୁର୍ଲା: ବୁର୍ଲା ବିଷ୍ଣୁମନ୍ଦିର ପଡାରେ ଥିବା କଣ୍ଟେନମେଣ୍ଟ ଜୋନରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି । ଏଥି​‌ରେ ଜଣେ ଯୁବକ ଆହତ ହୋଇଛନ୍ତି । ସୂଚନା ଅନୁସାରେ…
Read More...

ବ୍ୟାଙ୍କ ଘରୋଇକରଣକୁ କର୍ମଚାରୀଙ୍କ ବିରୋଧ

ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଅଲ ଓଡିଶା ବ୍ୟାଙ୍କ ଏମ୍ପ୍ଲଇଜ ଫେଡରେସନ (ଏଓବିଇଏଫ) ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନଠାରେ ସୋମବାର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।…
Read More...

ଅଟୋମୋ‌ବାଇଲ କ୍ଷେତ୍ରରେ ଜାରି ରହିଛି କରୋନା ମାଡ଼ : ଜୁଲାଇରେ ଯାତ୍ରୀବାହୀ ଯାନ ବିକ୍ରି ୨୫% କମିଲା

ନୂଆଦିଲ୍ଲୀ : କୋଭିଡ୍‌-୧୯ର ପ୍ରଭାବ ଏବେ ବି ଜାରି ରହିଛି ଦେଶର ଅଟୋ ମୋବାଇଲ କ୍ଷେତ୍ରରେ। ପ୍ରଭାବ ସ୍ବରୂପ ଜୁଲାଇରେ ଯାତ୍ରୀବାହୀ ଯାନ ବିକ୍ରିରେ ୨୫% ହ୍ରାସ ଘଟିଛି । ୨୦୧୯ ଜୁଲାଇ ମାସ ତୁଳନାରେ ଯାନ ବିକ୍ରି…
Read More...

୮ କଂଗ୍ରେସ ବିଧାୟକ ଅନୁପସ୍ଥିତ; ବଞ୍ଚିଗଲା ମଣିପୁର ବିଜେପି ସରକାର

ମଣିପୁରରେ ବିଜେପି ନେତୃତ୍ଵାଧୀନ ସରକାର ବିଧାନସଭାରେ ଆସ୍ଥାଭୋଟ ବିଜୟୀ ହୋଇଛି । ମତଦାନ ସମୟରେ ବିଜେପିର ସମସ୍ତ ୨୮ ବିଧାୟକ ଉପସ୍ଥିତ ଥିବାବେଳେ କଂଗ୍ରେସର ୧୬ ବିଧାୟକ ଯୋଗ ଦେଇଥିଲେ  । କଂଗ୍ରେସର ୮ ଜଣ ବିଧାୟକ…
Read More...

ଏକାଦଶ ଶ୍ରେଣୀରେ ନାମ ଲେଖାଇଲେ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହତୋ

ରାଞ୍ଚି: ଝାଡ଼ଖଣ୍ଡ ଶିକ୍ଷା ତଥା ମାନବ ସମ୍ବଳ ମନ୍ତ୍ରୀ ଜଗନ୍ନାଥ ମହତୋ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି । ଖୁବ୍ ପରିଶ୍ରମ କରି ପାଠ ପଢ଼ିବେ ବୋଲି କହିଛନ୍ତି । ସ୍ବୟଂ ଜଗନ୍ନାଥ ଏ କଥା ସ୍ବୀକାର କରିଛନ୍ତି । ସେ…
Read More...

୭ ଲକ୍ଷ ଗୃହ ନିର୍ମାଣ ଏବଂ ଦୈନିକ ୧୫ ଲକ୍ଷ ଶ୍ରମ-ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

ଚଳିତ ବର୍ଷ ଗ୍ରାମୀଣ ଆବାସ ଓ ଶ୍ରମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ଅଗ୍ରଗତି ପ୍ରତି ଗ୍ରାମରେ ଅନ୍ୟୂନ ୫ ରୁ ୬ ଟି ନିଯୁକ୍ତି ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଭୁବନେଶ୍ୱର: ବିଶ୍ୱ ମହାମାରୀ କୋଭିଡ଼୍…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫ କୋଟି ଟଙ୍କା ଦାନ କଲେ ବାଗଚୀ ଦମ୍ପତି

ଭୁବନେଶ୍ବର: ‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି ।…
Read More...

ପୁଣି ଆଖି ଖୋଲିଲା ଆଗ୍ନେୟଗିରି; ୫ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ଛାଇଗଲା ଧୂଆଁ, ଅନ୍ଧାର ହୋଇଗଲା ସହର

ମେଡ଼ାନ (ଇଣ୍ଡୋନେସିଆ): ଇଣ୍ଡୋନେସେିଆର ମାଉଣ୍ଟ ସିନାବୁଙ୍ଗ ଆଗ୍ନେୟଗିରି ପୁଣି ଥରେ ଆଖି ଖୋଲିଛି । ସୋମବାର ଆଗ୍ନେୟଗିରିରୁ ବିପୁଳ ପରିମାଣର ପାଉଁଶ, ଧୂଆଁ ଓ ଲାଭା ବିସ୍ଫୋରଣ ହୋଇଛି । ଏପରିକି ଧୂଆଁ ଓ ପାଉଁଶ…
Read More...

ଶାରଜାହା, ଦୁବାଇ ଓ ଆବୁଧାବୀରେ ହେବ ଆଇପିଏଲର ସମସ୍ତ ମ୍ୟାଚ୍

ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼କୁ ଆଇପିଏଲ୍ ଆୟୋଜନ ନିମନ୍ତେ କେନ୍ଦ୍ର ସରକାର ବିଧିବଦ୍ଧ ମଞ୍ଜୁରୀ ଦେବା ପରେ ଲିଗ ଚେୟାରମ୍ୟାନ ବ୍ରିଜେଶ ପଟେଲ ଖେଳକୁ ନେଇ ସୂଚନା ଦେଇଛନ୍ତି । ସୋମବାର ଶ୍ରୀ ପଟେଲ ଦେଇଥିବା…
Read More...

ରାଜସ୍ଥାନ ରାଜନୀତି: ରାହୁଳଙ୍କ ସହ ଆଲୋଚନା ପରେ ଗେହଲଟଙ୍କ ସହ କଥା ହେଲେ ସୋନିଆ

ନୂଆଦିଲ୍ଲୀ: ରାଜସ୍ଥାନରେ ଗତ କିଛି ସପ୍ତାହ ହେଲା ଦେଖା ଦେଇଥିବା ରାଜନୈତିକ ଉତ୍ଥାନ-ପତ୍ତନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ରାଜନୀତି ସ୍ଥିତି । ଆଜି ସକାଳେ ଓ ଅପରାହ୍ନରେ ସଚିନ ପାଇଲଟ୍ କଂଗ୍ରେସ ନେତା ରାହୁଳ…
Read More...

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ: ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦେଲେ ଏମିତି ବୟାନ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ନିୟମିତ ସ୍ବର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଆଜି ଦେଇଛନ୍ତି ଏକ ବଡ଼ ବୟାନ । ସେ ନିଜ ଟ୍ବିଟରରେ ଏ ସମ୍ପର୍କରେ ଉଲ୍ଲେଖ କରି ପୋଷ୍ଟମର୍ଟମ କରିଥିବା…
Read More...

ପାକିସ୍ଥାନରୁ ଆମଦାନୀ ୧୯୧ କିଲୋ ହିରୋଇନ ମୁମ୍ବାଇରୁ ଜବତ, ମୂଲ୍ୟ ୧୦୦୦ କୋଟି ଟଙ୍କା

ମୁମ୍ବାଇ: ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡ଼ିଆରଆଇ) ମୁମ୍ବାଇରୁ ଜବତ କରିଛି ୧୯୧ କିଲୋ ହିରୋଇନ । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୧ହଜାର କୋଟି ଟଙ୍କା ହେବ । ଡ଼ିଆରଆଇର ଜଣେ ଅଧିକାରୀଙ୍କ ସୂତ୍ରରୁ…
Read More...

ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ; ୨ ଦିନ ପରେ ଡ଼ାକ୍ତରଖାନାରୁ ମୁକ୍ତ

ବଲିଉଡ଼୍ ଅଭିନେତା ସଞ୍ଜୟ ଦତ୍ତ ସୁସ୍ଥ ହୋଇଛନ୍ତି । ଏହାପରେ ତାଙ୍କୁ ଡ଼ାକ୍ତରଖାନାରୁ ମୁକ୍ତ କରି ଦିଆଯାଇଛି । ୬୧ ବର୍ଷୀୟ ସଞ୍ଜୟ ଗତ ୮ ତାରିଖରେ ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ଲୀଳାବତୀ ହସ୍ପିଟାଲରେ ଭର୍ତି…
Read More...

ନାଗୁଣୀର ପ୍ରତିଶୋଧ: ୨ ଦିନରେ ଗୋଟିଏ ଗାଁର ୨୬ଲୋକଙ୍କୁ ଦଂଶନ, ଜଣେ ମୃତ

ଲକ୍ଷ୍ନୌ: ସାପ ପ୍ରତିଶୋଧ ନେବା କଥା ଫିଲ୍ମରେ ଦେଖାଯାଇଛି, ଅନେକ କାହାଣୀରେ କୁହାଯାଇଛି । ମାତ୍ର ଏକବିଂଶ ଶତାବ୍ଦୀରେ ଏପରି ଘଟୁଥିବା କଥା କେହି ବିଶ୍ଵାସ କରନ୍ତି ନାହିଁ । ହେଲେ ଉତ୍ତରପ୍ରଦେଶର ଏକ ଗାଁରେ…
Read More...

ରାଜସ୍ଥାନ ରାଜନୀତି: ସଚିନ୍ ପାଇଲଟ-ରାହୁଳ ଆଲୋଚନା; ସୋନିଆଙ୍କୁ ଭେଟିଲେ ପ୍ରିୟଙ୍କା-ରାହୁଳ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଆଉ ଏକ ନୂଆ ମୋଡ଼ । ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭାର ପ୍ରସ୍ତାବିତ ଅଧିବେଶନ ପୂର୍ବରୁ କଂଗ୍ରେସ ରାଜନୀତି ପୁଣି ସରଗରମ ହୋଇଛି । କଂଗ୍ରେସର ବିଦ୍ରୋହୀ ନେତା ସଚିନ…
Read More...

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ନଗଦ ୩.୧ ଲକ୍ଷ ଟଙ୍କା ଜବତ; ୪ ଗିରଫ

ଜୟପୁର: କୋରାପୁଟ ପୁଲିସ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ନଗଦ ୩.୧ ଲକ୍ଷ ଟଙ୍କା ମଧ୍ୟ ପୁଲିସ ଜବତ କରିଛି । ଜବତ ଗଞ୍ଜେଇର ପରିମାଣ ୯୩୭.୨ କେଜି…
Read More...

ଟ୍ରାକ୍ଟର ନେଲା ଜୀବନ

ପାତ୍ରପୁର : ଜମିରେ ଚାଷ କରୁଥିବା ବେଳେ ପୋତି ହୋଇ ଅଟକି ରହିଥିବା ଏକ ଟ୍ରାକ୍ଟରକୁ ବାହାର କରିବା ବେଳେ ଚାପି ହୋଇ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପାତ୍ରପୁର ବ୍ଳକ ଜରଡା ଗ୍ରାମର ଦେବାଶିଷ ପାଢି(ବୁବୁ)…
Read More...

ଖୁଣ୍ଟା ବ୍ଲକର ପ୍ରଥମ କରୋନା ମୃତ୍ୟୁ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଜନୈକ କୋଭିଡ ସଂକ୍ରମିତଙ୍କର ଭୁବନେଶ୍ୱରରେ ମୃତ୍ୟୁ ଘଟିଛି। ତାଙ୍କୁ ପ୍ରଥମେ ବାରିପଦା ନିକଟ ବାଂକିଶୋଳ କୋଭିଡ ଡାକ୍ତରଖାନାରେ ଗତ ୪ ତାରିଖରେ ଭର୍ତ୍ତି କରାଯାଇଥିଲା।  ପରେ…
Read More...

ରାଜ୍ୟରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଚାଲିଛି ବିଚାର- ପ୍ରତାପ ଜେନା

ଭୁବନେଶ୍ବର:କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ଛାଡ଼ିଛନ୍ତି।…
Read More...

ସାନଭାଇର ଛୁରା ମାଡରେ ବଡଭାଇ, ଭାଉଜ ଗୁରୁତର; ମା’ର ମୁଣ୍ଡ ଜାମିନ ରଖି ଘର ଭିତରେ ଲୁଚିଛି ସାନପୁଅ

ପିପିଲି: ପାରିବାରିକ କଳହରୁ ନିଜ ବଡଭାଇ ଓ ଭାଉଜକୁ ଛୁରାଭୁସି ଗୁରୁତର କରିଛି ସାନଭାଇ। ନିଜକୁ ବଞ୍ଚାଇବା ପାଇଁ ନିଜ ମାଆର ମୁଣ୍ଡକୁ ଜାମିନ ରଖି ଘର ଭିତରେ ଲୁଚି ରହିଛି ସାନ ପୁଅ। ଏଣେ ଅଭିଯୁକ୍ତ ସାନପୁଅ କବଳରୁ ମାଆକୁ…
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାରେ ଆକ୍ରାନ୍ତ । ଏ ନେଇ ନିଜେ ପ୍ରଣବ ମୁଖାର୍ଜୀ ଟ୍ବିଟ କରି ସୂଚନା ଦେଇଛନ୍ତି । ୭ ଦିନ ଭିତରେ ଭେଟିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି…
Read More...

ପ୍ଲାଜମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୋପାଳ: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହନା କରୋନାରୁ ସୁସ୍ଥ ହୋଇଛନ୍ତି । ସେ ସୁସ୍ଥ ହେବ ପରେ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଏହା ଦ୍ବାରା କରୋନାରେ ଆକ୍ରାନ୍ତ ଆଉ କାହାର ଜୀବନ…
Read More...

ତଲାବିରା କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ ରିଲେ ଅନଶନ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠିତ ତଲବିରା(୨) ଏବଂ (୩) କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ ସ୍ଥାନୀୟ କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ ସୋମବାର…
Read More...

କୋଭିଡ ହସ୍ପିଟାଲ ସମ୍ପର୍କରେ ଭାଇରାଲ ଅଡିଓ ଘଟଣା; ୨ ଗିରଫ

ଭୁବନେଶ୍ୱର : କୋଭିଡ ହସ୍ପିଟାଲ ସମ୍ପର୍କରେ ଅଡିଓ ଭାଇରାଲ ଘଟଣାରେ ସୋମବାର ଦୁଇଜଣଙ୍କୁ ଗିରଫ କରାଯାଇଛି । ଏ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଦୁଇଜଣ ହେଲେ ବିଶ୍ବଜିତ ମହାନ୍ତି ଓ…
Read More...

ରାଜ୍ୟରେ ଆଜି ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର :ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ୧୦ ଦିନରେ ୧୦୯ ଜଣଙ୍କ ଜୀବନ ନେଲାଣି କରୋନା। ସୋମବାର ଆଉ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ…
Read More...

କରୋନା କାୟା: ଜୀବିକା ପାଇଁ ସାଜିଛନ୍ତି ଶିଶୁ ଶ୍ରମିକ

ସାରନଗରୀ : କାଳରୂପୀ କରେନାର କାୟାରେ ପୁରରୁ ପଲ୍ଲୀ ସମସ୍ତେ ଆତଙ୍କିତ ହୋଇ ପଡ଼ିଛନ୍ତି । ଗ୍ରାମାଞ୍ଚଲ ହେଉକି ସହରାଞ୍ଚଳ ସବୁଠି କରୋନା ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଜୀବନ ଜୀବିକାକୁ ଉଜାଡ଼ି ଦେଇଛି କରୋନା…
Read More...

ଶବର ସାଥୀଙ୍କୁ ମିଳିଲାନି କାନ୍ଧ, ଟ୍ରଲିରେ ବୁହାହେଲା ଶବ

ଗୁଣୁପୁର: ଯିଏ ଥିଲେ ଦିନେ ଶବର ସାଥୀ, ତାଙ୍କରି ମୃତ୍ୟୁ ପରେ ତାଙ୍କର ଶବକୁ ସ୍ମଶାନ ଯାଏଁ ନେବାକୁ ମିଳିଲାନି ଚାରିକାନ୍ଧ। ଶେଷରେ ଟ୍ରଲିରେ ବୁହାହେଲା ଶବ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…
Read More...

ଦେଶରେ ୨୪ ଘଣ୍ଟାରେ ୬୨ ହଜାର ୬୪ କରୋନା ପଜିଟିଭ‌ , ୧୦୦୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୨ ହଜାର ୬୪କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨…
Read More...

ପୁଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣା; ୩୦ ଅଭିଯୁକ୍ତ ଗିରଫ

କୋଣାର୍କ : ପୁଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାରେ ୩୦ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପୁରୀ ଜିଲାର ଗୋପ ଥାନା ଅନ୍ତର୍ଗତ ରେଢୁଆ ଗାଁରୁ ୨୦ ମହିଳା ଓ ୧୦ଜଣ ପୁରୁଷଙ୍କୁ ପୁଲିସ ଗିରଫ କରିଛି। ଗୋପ ଥାନା…
Read More...

ଚୀନ୍‌କୁ ରୋକିବା ପାଇଁ ଭାରତର ବଡ଼ ରଣନୀତି ୨୦୨୪ ସୁଦ୍ଧା ପୂର୍ଣ୍ଣ ସ୍ବାବଲମ୍ବୀ

ନୂଆଦିଲ୍ଲୀ : ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍‌ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍‌କୁ କେବଳ…
Read More...

ଫୋକସ୍‌ରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବ୍ରାଣ୍ଡ୍‌

ଭୁବନେଶ୍ବର : ଆଜିର ସମୟ ଦକ୍ଷତା ପ୍ରଦର୍ଶନର ସମୟ। ଦକ୍ଷତା, ଆଚାର ବ୍ୟବହାର, ଡିଜିଟାଲ ଏବଂ ସ୍ବାବଲମ୍ବନ‌େ​‌ର ସମନ୍ବୟ ଯିଏ ଆଣିପାରିବ ତା’ଆଗରେ ସାରା ପୃଥିବୀ ମୁଣ୍ଡ ନୁଆଁଇବ। ଆଉ ସେହି ମଣିଷଟିର ଭବିଷ୍ୟତ ହିଁ…
Read More...

ପାକିସ୍ତାନ ବିପକ୍ଷ ଅବଶିଷ୍ଟ ଦୁଇ ଟେଷ୍ଟ ମ୍ୟାଚ ଖେଳିବେନି ଷ୍ଟୋକ୍‌ର୍ସ

ଲଣ୍ଡନ : ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ର୍ସ ପାକିସ୍ତାନ ବିପକ୍ଷ ଅବଶିଷ୍ଟ ଦୁଇ ଟେଷ୍ଟ ମ୍ୟାଚରୁ ଓହରି ଯାଇଛନ୍ତି। ପାରିବାରିକ କାରଣରୁ ଷ୍ଟୋକ୍‌ସ ଉକ୍ତ ଦୁଇ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ। ଇଂଲଣ୍ଡ ଓ…
Read More...

ମୌସୁମିକୁ ସକ୍ରିୟ କରୁଛି ଲଘୁଚାପ

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ର ତଥା ସଂଲଘ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଚଳିତ ମାସ ୧୨ ତାରିଖ ବେଳକୁ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା…
Read More...

ଏ ସପ୍ତାହରେ +୨ ବିଜ୍ଞାନ ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…
Read More...

ରାଜ୍ୟ ତମାମ ଘନଘନ ବିଦ୍ୟୁତ୍‌ କାଟ

ଭୁବନେଶ୍ବର : କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍‌ଲାଇନ୍ ପାଠ ପଢ଼ା ଏକମାତ୍ର ବିକଳ୍ପ ସାଜିଛି। ତେବେ ଅଘୋଷିତ ବିଦ୍ୟୁତକାଟ ପିଲାଙ୍କ ପାଠ ପଢ଼ାରେ ସାଜିଛି ବଡ଼ ପ୍ରତିବନ୍ଧକ।…
Read More...

ପୂଜ୍ୟ ପ୍ରଣାମ; ଆଜି ସୁରମଣି ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ

ଜଣେ ଅଦ୍ବିତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ ଭାବେ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ୧୯୩୪ ମସିହା ଆଜିର ଦିନରେ ପଣ୍ଡିତ ପାଣିଗ୍ରାହୀଙ୍କ…
Read More...

କିଙ୍ଗ୍‍ସ ଏକାଦଶ ପ୍ରଶିକ୍ଷକ ଭାବେ କୁମ୍ବଲେ ସଫଳତା ପାଇବେ : ବ୍ରେଟ୍‍ ଲି

ମେଲବୋର୍ଣ୍ଣ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ। ଆଇପିଏଲ୍‍ର ଚଳିତ ସଂସ୍କରଣରେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବାକୁ…
Read More...

ଅନନ୍ୟାଙ୍କ ସ୍ବାଧୀନତା

ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ବଲିଉଡର ନବାଗତା ଦୌଡ଼ରେ ନିଜକୁ ସାମିଲ କରାଇପାରିଛନ୍ତି। ତାଙ୍କ ଅଭିନୟ ଅନ୍ଦାଜକୁ ନେଇ ଏଯାଏଁ ​‌କେତେଜଣ ଟିପ୍ପଣୀ ଦେଉଥିବାବେଳେ ଅନନ୍ୟାଙ୍କ ପ୍ରଶଂସକଙ୍କ ସଂଖ୍ୟା…
Read More...

ଆଇସିସି ବୋର୍ଡ ବୈଠକ ଆଜି : ନୂଆ ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ଆରମ୍ଭ ହେବ ପ୍ରକ୍ରିୟା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‍ ପରିଷଦ (ଆଇସିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭର୍ଚୁଆଲ୍‍ ଫ୍ଲାଟଫର୍ମରେ ଅନୁଷ୍ଠିତ ହେବ। ଏହି ବୈଠକରେ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହେବ…
Read More...

ନଭେମ୍ବର ୧୯ରୁ ମୁସ୍ତାକ୍‍ ଅଲ୍ଲୀ; ଡିସେମ୍ବର ୧୩ରୁ ରଣଜୀ ଟ୍ରଫି !

ମୁମ୍ବଇ : ଚଳିତବର୍ଷ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିନିୟର ସ୍ତରରେ ଚଳିତ ସିଜିନ୍‍ରେ କେବଳ ୨ଟି ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ- ରଣଜୀ ଟ୍ରଫି ଓ ସୟଦ୍‍ ମୁସ୍ତାକ୍‍ ଅଲ୍ଲୀ ଟ୍ରଫି ଖେଳାଯିବ ବୋଲି…
Read More...

ଫ୍ରିଜ୍‌‌ରେ ଖାଦ୍ୟ କେତେ ସୁରକ୍ଷିତ ?

ଆମେରିକା, ଇୟୁରୋପ ଆଦି ରାଷ୍ଟ୍ରରେ ଥଣ୍ଡା ପାଗ କାରଣରୁ ଲୋକେ ଡିପ୍‌ ଫ୍ରିଜରେ ୨-୩ ସପ୍ତାହ ଧରି ଖାଦ୍ୟପାନୀୟ ମହଜୁଦ୍ ରଖିଥାନ୍ତି। ଆମ ଦେଶର ପରିବେଶ କିନ୍ତୁ ଭିନ୍ନ। ଏଣୁ ଫ୍ରିଜ୍‌‌ରେ ଅଧିକ ଦିନ ରନ୍ଧା ଖାଦ୍ୟ ହେଉ…
Read More...

କେଶର ଯତ୍ନ

ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। କେଶ ଝଡ଼ା, ରୁପି ଅଧିକାଂଶ ଯୁବତୀ ଓ ମହିଳାଙ୍କ ପ୍ରଧାନ ଅସୁବିଧା ବୋଲି ଜଣାପଡ଼ିଛି। କେଶର ଯତ୍ନ ଘରୋଇ ଉପାୟରେ ନେବା ଉଚିତ। - ପ୍ରତି ସପ୍ତାହରେ ଅନ୍ତତଃ ଥରେ…
Read More...

ନେଟୱର୍କ ପାଇଁ ଗଛ ଡାଳ, ପାହାଡ଼ ତଳ ଭରସା

ଦେବଗଡ : ଅନୁନ୍ନତ ଗ୍ରାମାଞ୍ଚଳ ତଥା ଅପହଞ୍ଚ ଅଞ୍ଚଳରେ ଆବଶ୍ୟକ ମୋବାଇଲ ଏବଂ ଇଣ୍ଟରନେଟ ସେବା ଅଭାବରୁ ଅନ୍‌ଲାଇନ ଶିକ୍ଷାଦାନରେ ଘୋର ବ୍ୟଘାତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଅନେକ ସ୍ଥାନରେ ଉପଯୁକ୍ତ ମୋବାଇଲ ଓ ଇଣ୍ଟରନେଟ…
Read More...