www.samajalive.in
Tuesday, December 9, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ(୧୧/୦୮/୨୦୨୦)

ମେଷ: ଧନବାନ ହେବେ। ଅପାରଗୁଣର ଆଧାର ହୋଇପାରନ୍ତି। ଉପାର୍ଜନ ଉଣା ହେବ ନାହିଁ। ଶକ୍ତିବାନ୍‌ ହୋଇପାରନ୍ତି। ସ୍ବାସ୍ଥ୍ୟବାନ୍‌ ହେବେ। ଚିନ୍ତାଧାରା ମହତ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ବୃଷ: ଆପଣଙ୍କ ଉନ୍ନତି ମୂଳକ କାର୍ଯ୍ୟରେ କେହି ବାଧା ଘଟାଇପାରନ୍ତି। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବହୁବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ମିତ୍ରହୀନ ହୋଇପାରନ୍ତି। ସୁଭାଷୀ ହେବେ।
ମିଥୁନ: ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା, କାହିଁକି ସଫଳତା ନିଶ୍ଚିତ ମିଳିବ। ସର୍ବସୁଖ ମିଳିପାରେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ପ୍ରସନ୍ନତା ଲାଭ କରିବେ।
କର୍କଟ: ମନରେ ସରସତା ଆସିବ। ଲୋକପ୍ରିୟତା ବୃଦ୍ଧି ହେବ। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ସରକାରୀ ଧନ ମିଳିପାରେ। ଗୃହ ପରିବେଶ ସ୍ବଚ୍ଛ ରହିବ। କୀର୍ତ୍ତିମାନ ହେବେ। ଗୁଣଜ୍ଞ ହେବେ।
ସିଂହ: ସତ୍‌ସଙ୍ଗୀ ହୋଇପାରନ୍ତି। ଦେବପୂଜା ନିରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରୋପକାରୀ ହେବେ। ଶୁଭ ଅନୁଷ୍ଠାନମାନଙ୍କରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ସଙ୍ଗୀତ ପ୍ରିୟ ହେବେ। କର୍ମକ୍ଷେତ୍ରକୁ ଉଳ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ଅର୍ଥ ମିଳିପାରେ। ପ୍ରତିଯୋଗିତାରେ ବିଜୟୀ ହେବେ। ସବୁ ଖାଦ୍ୟଦ୍ରବ୍ୟ ଥାଇ ମଧ୍ୟ ଉପବାସର ସମ୍ମୁଖୀନ ହେବେ।
ତୁଳା: କାର୍ଯ୍ୟରେ ଉତ୍ସାହ ବୃୃଦ୍ଧି ପାଇବ। ବିଳାସ ବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି। କର୍ମତତ୍ପରତା ପ୍ରକାଶ ପାଇବା। ପାରିବାରିକ ସୁଖ ମିଳିବ। ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିବେ। ପତ୍ନୀଙ୍କ କଥା ମାନି ଚଳିବେ।
ବିଛା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଜନ ସମ୍ପର୍କ ଅଧିକତର ହୋଇପାରେ। ଭାଗ୍ୟଶାଳୀ ହେବେ। ରାଜପୂଜିତ ହେବେ। ଯାନବାହାନ ଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହେବା ଆଶା କରାଯାଏ। ବହୁ ପୋଷକ ହେବେ।
ଧନୁ: କାର୍ଯ୍ୟ ହାସଲ କରିବାରେ ସଜାଗ ହେବେ; ମାତ୍ର ବିଳମ୍ବରେ। ପରାମର୍ଶ ନେଇ କାର୍ଯ୍ୟ କଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ। କାର୍ଯ୍ୟରେ ନିଘା ଓ ଏକାଗ୍ରହତା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ଭାଷା-ଶୈଳୀ ଶ୍ରୁତିମଧୁର ହେବ।
ମକର: ସଂଯମୀ ହେଲେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟିତ ହେବେ। ସୁ-ସମାଚାର ପାଇ ପ୍ରଫୁଲ୍ଲିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା​‌ ମିଳୁଛି। ରାଜତୁଲ୍ୟ ହେବେ। ଆଧିପତ୍ୟ ବୃଦ୍ଧି ହେବ।
କୁମ୍ଭ: ଆଞ୍ଚଳିକ ସ୍ତରରେ ଯାତ୍ରା ଯୋଗଅଛି। ଶ୍ରମ ସାର୍ଥକ ହୋଇପାରେ। ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ସମ୍ମାନିତ ହେବେ। ପୁଣ୍ୟକାର୍ଯ୍ୟରେ ନିୟୋଜିତ ହେବେ। ବିବାଦରେ ବିଜୟ ଲାଭ କରିବେ।
ମୀନ: ଉପୁଜି ଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରନ୍ତି। ଯାନବାହାନ ସୁଖ ମିଳିବ। ନିତ୍ୟାନନ୍ଦ ଭୋଗ କରିବେ। ଦେବପୂଜା ନିମଗ୍ନ ହେବେ। ନାନା ସୁଖର ଅଧିକାରୀ ହୋଇପାରନ୍ତି। ମିତ୍ର ଓ କ୍ଷେତ୍ର ଲାଭ ହୋଇପାରେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories