ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡରୁ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୬ ମିନିଟ୍‌ ଓ ୭ଟା ୧୦ ମିନିଟ୍‌ ସମୟରେ ପ୍ରଥମଥର ପାଇଁ ଏକାସାଙ୍ଗରେ ଦୁଇଟି ସ୍ୱଳ୍ପ ଦୂରଗାମୀ…
Read More...

ବଦଳିଲେ ବି.କେ ଶର୍ମା ; ଅଭୟ ନୂଆ ଡ଼ିଜି

ଭୁବନେଶ୍ବର : ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ରାଜ୍ୟ ସରକାର ପୁଲିସ ମହାନିର୍ଦ୍ଦେଶକ ଡ. ବିଜୟ କୁମାର ଶର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି । ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନରେ ଅନିୟମିତତା ଅଭିଯୋଗରେ…
Read More...

ବଦଳିବ ପ୍ରତିଷ୍ଠିତ ଥାନାର ଗଠନ ଶୈଳୀ, ପରିବେଶରେ ହେବ ପରିବର୍ତ୍ତନ, ଦିବ୍ୟାଙ୍ଗଙ୍କ ପାଇଁ ଥାନାରେ ସ୍ବତନ୍ତ୍ର…

ଭୁବନେଶ୍ବର : ରାଜ୍ୟର ପ୍ରତିଷ୍ଠିତ ଥାନାଗୁଡ଼ିକର ଗଠନ ସମ୍ବନ୍ଧୀୟ ରୂପରେଖରେ ପରିବର୍ତ୍ତନ କରାଯିବ। ସହରାଞ୍ଚଳରେ ଥିବା କେତେକ ପ୍ରତିଷ୍ଠିତ ଥାନାଗୁଡ଼ିକର ଗଠନ ସମ୍ବନ୍ଧୀୟ ରୂପରେଖ ବଦଳା ଯିବା ଲାଗି ଯୋଜନା ଆରମ୍ଭ…
Read More...

ବିନିକା ଥାନାରେ ଆମ ପୁଲିସ ସମିତି ବୈଠକ

ବିନିକା : ବିନିକା ଥାନା ଅଭ୍ୟର୍ଥନା କକ୍ଷ ସଭା ଗୃହରେ ବୁଧବାର ସନ୍ଧ୍ୟାରେ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ କୁଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତି ବୈଠକରେ ଡିଏସ୍‍ପି ହେମସାଗର…
Read More...

ଚରଦା ପ୍ରାଥମିକ ସେବା ସମବାୟ ସମିତିରେ ଧାନ କ୍ରୟ ଆରମ୍ଭ

ବିନିକା : ସୁବର୍ଣ୍ଣପୁର ଜିଲା  ବିନିକା ବ୍ଲକ ଚରଦା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ ଖରିଫ୍‍ ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରିଭୁକ୍ତ ଚାଷୀ ମାନଙ୍କ ଠାରୁ ନିର୍ଦ୍ଧାରିତ ସର୍ବ ନିମ୍ନ ସରକାରୀ ସହାୟକ ମୂଲ୍ୟରେ…
Read More...

ଟୋକନ ବ୍ୟବସ୍ଥା ବାତିଲ୍‍ ଦାବି ; ଆସନ୍ତା କାଲି ନବନିର୍ମାଣ କୃଷକ ସଂଗଠନ ତରଫରୁ ନବୀନ ନିବାସ ଘେରାଉ

ଭୁବନେଶ୍ୱର : ଧାନ କିଣା ବ୍ୟବସ୍ଥାକୁ ସରଳୀକରଣ କରିବା ଓ ଭୁବନେଶ୍ୱରରୁ ଟୋକନ ବ୍ୟବସ୍ଥା ବାତିଲ୍‍ କରିବା ଦାବିରେ ଆସନ୍ତା କାଲି ନବନିର୍ମାଣ କୃଷକ ସଂଗଠନ ତରଫରୁ ନବୀନ ନିବାସ ଘେରାଉ କରାଯିବ ବୋଲି ସଂଗଠନର ରାଜ୍ୟ…
Read More...

ଗଜପତି ଜିଲାରେ ୩ ଦିନରେ ୩୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତରେ ଗାଲିମେରା ଓ ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ନିକଟ ଡେଙ୍କା ସିନ୍ଧବା  ନିକଟସ୍ଥ ଦୁର୍ଗମ ଘଞ୍ଚ ପାହାଡ ପରିବେଷ୍ଟିତ ଜଙ୍ଗଲ ଜମିରୁ ୩ଦିନ…
Read More...

ଆଖଣ୍ଡଳମଣିଙ୍କ ପୀଠରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ; ଛାତ୍ରଛାତ୍ରୀମାନେ ପ୍ଲାଗକାର୍ଡ ଧରି ପର୍ଯ୍ୟଟକଙ୍କୁ କଲେ ସଚେତନତା

ଆରଡି :  ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ଧାମକୁ ‘ପ୍ଲାଷ୍ଟିକ ମୁକ୍ତ ଆରଡିଧାମ’ ନିମନ୍ତେ ବୁଧବାର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରର ଛାତ୍ରଛାତ୍ରୀମାନଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର…
Read More...

ଧଉଳିରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସ୍ବାଦିଷ୍ଟ ପିଠା ଷ୍ଟଲ

ଭୁବନେଶ୍ବର : ଧଉଳି ପାନ୍ଥିକା ପକ୍ଷରୁ ବୁଧବାର ବିଭିନ୍ନ ପର୍ବପର୍ବାଣୀରେ ପ୍ରସ୍ତୁତ ହେଉଥିବା ସ୍ବତନ୍ତ୍ର  ପିଠା ପଣାର ଷ୍ଟଲ ଖୋଲିଥିଲା। ବିଦେଶୀ ପର୍ଯ୍ୟଟକଙ୍କୁ ପର୍ବପର୍ବାଣୀ ବିଷୟରେ ଅବଗତ କରାଇବାସହ ସ୍ବାଦିଷ୍ଟ…
Read More...

ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ସାମୁହିକ ପ୍ରଥମାଷ୍ଟମୀ ପାଳନ

ବଡ଼ସାହି : ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଛାତ୍ରାବାସରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠାନର ସମ୍ପାଦକ ଡା. କୁମାର ବାବୁଲିଙ୍କ ସଭାପତିତ୍ୱରେ ବୁଧବାର ସାମୁହିକ ପ୍ରଥମାଷ୍ଟମୀ ପାଳିତ ହୋଇ ଯାଇଛି। ଏଥିରେ…
Read More...

ଆଜି ପ୍ରଥମାଷ୍ଟମୀ

ଭୁବନେଶ୍ବର :  ପ୍ରଥମାଷ୍ଟମୀ-ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି। ଏହି ଦିନ ବଂଶର ପ୍ରଥମ ଜାତ ସନ୍ତାନଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ। ପରିବାରର…
Read More...

‘ଉଜ୍ବଳ’ ବନ୍ଧା ପଡ଼ିଛି ଅନ୍ଧାର ଘରେ ; ବର୍ଷ ସରିବାକୁ ୩ମାସ ବାକି , ପୁସ୍ତକ ‘ବଣ୍ଡଲି’ରୁ ଫିଟିନି ଗଣ୍ଠି

ଭୁବନେଶ୍ୱର : ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାପାଇଁ ସରକାରଙ୍କ ପକ୍ଷରୁ ଗୋଟିକ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗିଦାରୀ…
Read More...

କିଟ୍‌କୁ ଆନ୍ତର୍ଜାତିକ ଆଇଏସ୍‌ଏଏସ୍‌ ବ୍ୟାଜ୍‌

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଛି ସମ୍ମାନଜନକ ଇଣ୍ଟରନ୍ୟାସ୍‌ନାଲାଇଜେସନ୍‌ ଷ୍ଟ୍ରାଟେଜିଜ୍‌ ଆଡଭାଇଜରୀ ସର୍ଭିସ୍‌ (ଆଇଏସ୍‌ଏଏସ୍‌) ବ୍ୟାଜ୍‌। ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକ୍ସିକୋର…
Read More...

ବୁଢ଼ାବଳଙ୍ଗ ନଦୀରୁ ଦିନରାତି ଚୋରି ହେଉଛି ବାଲି

ରେମୁଣା : ବେଆଇନ ଭାବେ ନଦୀଶଯ୍ୟାରୁ ବାଲି ଉଠାଇ ବିକ୍ରି କରିବା କିଛି ଲୋକଙ୍କର ନିଶା ପାଲଟି ଯାଇଛି। ଏପଯେ କେଉଁଠି ନଦୀ କୂଳ ଖାଉଛି ତ କେଉଁଠି ଗୋଷ୍ଠୀ ସଙ୍ଘର୍ଷ ଭଳି ଘଟଣା ଘଟୁଛି। ମାତ୍ର ଏସବୁକୁ ରାଜସ୍ବ ବିଭାଗ ଆଖି…
Read More...

ଶ୍ରୀଲଙ୍କା ସ୍ପିନରଙ୍କ ବୋଲିଂ ଶୈଳୀକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଶ୍ରୀଲଙ୍କା କ୍ରିକେଟ୍‌ ଅନେକ ସମୟରେ କେତେକ ବୋଲରଙ୍କ ନିଆରା ତଥା ଅଜବ ବୋଲିଂ ଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସିଛି। ଖ୍ୟାତନାମା ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ହେଉଛନ୍ତି ଏହାର ଏକ ଉଦାହରଣ।…
Read More...

ବିକାଶ ପାଇଁ ବିନିଯୋଗ ହେଉନି ସ୍ମାର୍ଟ ସିଟି ପ୍ରକଳ୍ପ ଅର୍ଥ : ଜୁଏଲ

ରାଉରକେଲା : ସ୍ମାର୍ଟସିଟି ପ୍ରକଳ୍ପ ବାବଦରେ ଆସୁଥିବା ଟଙ୍କା ପଡ଼ିରହୁଛି। ବର୍ଷ ବର୍ଷ ପଡ଼ି ରହିବା ସତ୍ୱେ ସମ୍ପୂର୍ଣ୍ଣ ବିନିଯୋଗ ହେଉନାହିଁ। ଯେତିକି ଖର୍ଚ୍ଚ ହେଉଛି, ତାହା ବିକାଶ କ୍ଷେତ୍ରରେ ନ ହୋଇ ଅନ୍ୟ ବାବଦରେ…
Read More...

ରେଳ ଷ୍ଟେସନ୍‌ରେ ପାଟ୍ରୋଲିଂ ପାଇଁ ଆସିଲା ସେଗ୍‌ୱେ ସ୍କୁଟର ; ଗୋଟିଏ ସ୍କୁଟର୍‌ର ମୂଲ୍ୟ ୮୨,୦୦୦ ଟଙ୍କା

ଭୁବନେଶ୍ବର : ଅହମଦାବାଦ, ବିଶାଖାପାଟଣା ଭଳି ଦେଶର କିଛି ପ୍ରମୁଖ ରେଳ ଷ୍ଟେସନ୍‌ ଅନୁରୂପ ରାଜ୍ୟର ତିନିଟି ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍‌ରେ ପାଟ୍ରୋଲିଂ ପାଇଁ ଆରପିଏଫ୍‌ କର୍ମଚାରୀ ଏଣିକି ସେଗ୍‌ୱେ ସ୍କୁଟର୍…
Read More...

ଲୋକସଭା ଉପାଧ୍ୟକ୍ଷ ପଦ ଦୌଡ଼ରେ ବିଜେଡି

ନୂଆଦିଲ୍ଲୀ : ସଂସଦର ଚଳିତ ଶୀତକାଳୀନ ଅଧିବେଶନ କାଳରେ ଲୋକସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସମ୍ଭାବନା ରହିଛି। ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ପ୍ରମୁଖ ଆଶାୟୀ ଶିବସେନାର ଦାବୀ ଦୁର୍ବଳ…
Read More...

୩୫ ହଜାର ଟଙ୍କା ପାଇଁ ଫେରାଇଦେଲା ଏମ୍ସ ; ପରଦୁଆରେ କର୍କଟ ପୀଡ଼ିତ ପରିବାର

ବାଲିପଦର : ଚିକିତ୍ସା ବାବଦରେ ମାତ୍ର ୩୫ ହଜାର ଟଙ୍କା ଜମା କରିନପାରିବାରୁ ଜଣେ କର୍କଟ ରୋଗାକ୍ରାନ୍ତଙ୍କୁ ଏମସ୍ ହସପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ନକରାଇ ଫେରାଇ ଦେବା ଏବଂ ସଂପୃକ୍ତ ରୋଗୀ ଏବଂ ତାଙ୍କ ପରିବାର ଏବେ…
Read More...

ବାରବାଟୀ ଭାରତ-ଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ

କଟକ : ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ବିଶେଷକରି ଫଣି…
Read More...

ହକି ଶିବିର ଆରମ୍ଭ ; କଳିଙ୍ଗ ଷ୍ଟାଡ଼ିୟମ ବୁଲିଲେ କମଲ ହାସନ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ଭାରତୀୟ ପୁରୁଷ ହକି ଦଳର ସମ୍ଭାବ୍ୟ ଶିବିର ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ଙ୍କ ନେତୃତ୍ବରେ ପ୍ରଶିକ୍ଷଣ ଶିିବିର ଆରମ୍ଭ ହୋଇଛି। ସକାଳେ ଖେଳାଳିମା​ନେ…
Read More...

ଚିକିତ୍ସା ପାଇଁ ଲଣ୍ଡନ ଗଲେ ସରିଫ

ଲାହୋର : ଗୁରୁତର ଅସୁସ୍ଥ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଙ୍ଗଳବାର ଚିକିତ୍ସା ପାଇଁ ଲଣ୍ଡନ ଯାଇଛନ୍ତି। ଆଇସିୟୁ ତଥା ଅପରେସନ ଥିଏଟର ସମ୍ବଳିତ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଲଣ୍ଡନ…
Read More...

ରାଜସ୍ଥାନ ପୌର ନିର୍ବାଚନରେ କଂଗ୍ରେସର ବାଜିମାତ

ଜୟପୁର : ରାଜସ୍ଥାନ ପୌରାଞ୍ଚଳ (ସହରାଞ୍ଚଳ ସ୍ବାୟତ୍ତ ଶାସନ)ନିର୍ବାଚନରେ ଶାସକ କଂଗ୍ରେସ ବାଜି ମାରି ​ନେଇଛି। ବିଭିନ୍ନ ସହରର ମୋଟ ୨୧୦୫ଟି ୱାର୍ଡରେ ନିର୍ବାଚନ ହୋଇଥିବାବେଳେ କଂଗ୍ରେସ ୯୬୧ଟି ୱାର୍ଡରେ ବିଜୟୀ ହୋଇଛି।…
Read More...

ସ୍ବାମୀ ନିତ୍ୟାନନ୍ଦ ଦୁଇ ଝିଅଙ୍କୁ ବଳପୂର୍ବକ ଆଶ୍ରମରେ ରଖିଥିବା ଅଭିଯୋଗ

ଅହମ୍ମଦାବାଦ : ତଥାକଥିତ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ନିତ୍ୟାନନ୍ଦ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି। ସ୍ବାମୀ ନିତ୍ୟାନନ୍ଦ ତାଙ୍କ ଆଶ୍ରମରେ ଦୁଇ ଯୁବତୀ ଝିଅଙ୍କୁ ଜୋର୍‌ ଜବରଦସ୍ତ ରଖିଥିବା ଅଭିଯୋଗ ପୂର୍ବକ ସେମାନଙ୍କୁ…
Read More...

ବିଜେପି-ଶିବସେନାକୁ ମୋହନ ଭାଗବତଙ୍କ ପରାମର୍ଶ ; ସ୍ବାର୍ଥକୁ ନେଇ ଝଗଡ଼ା ଉଭୟଙ୍କ କ୍ଷତି କରିବ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶରଦ ପୱାର ଓ କଂଗ୍ରେସ ଝୁଲାଇ ରଖିବା ସତ୍ତ୍ବେ ଶିବସେନା ଏଥିପ୍ରତି ଆଶାବାନ୍‌ ରହିଛି। ଶରଦ ପୱାର ଯାହା କୁହନ୍ତୁ ନା କାହିଁକି, ଏନ୍‌ସିପି ଓ କଂଗ୍ରେସ ସମର୍ଥନରେ ଶିବସେନା…
Read More...

ବୁଧବାର ରାଶିଫଳ

ମେଷ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ। ବୃଷ: ଉଦାର…
Read More...

‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ ; ୨୦୧୦ରୁ ୨୦୧୮ ମଧ୍ୟରେ ହ୍ରାସ ପାଇଛି ଦୁର୍ଘଟଣା

ନୂଆଦିଲ୍ଲୀ : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ’ ଜାରି କରାଯାଇଛି। ଏହା ହେଉଛି ମନ୍ତ୍ରଣାଳୟ ଅଧୀନ ପରିବହନ ଗବେଷଣା ଶାଖାର ବାର୍ଷିକ ପ୍ରକାଶନୀ।…
Read More...

୧୭ ବର୍ଷରୁ କମ ଜିଲା ସ୍ତରୀୟ କ୍ରିକେଟ ଖେଳାଳୀ ଚୟନ ଅନୁଷ୍ଠିତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାସିପିଠା ସରକାରୀ ହାଇସ୍କୁଲ ଖେଳପଡିଆରେ ଦୁଇ ଦିନ ଧରି ଚାଲିଥିବା ୧୭ ବର୍ଷରୁ କମ କ୍ରିକେଟ ଖେଳାଳୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଜିଲାର ୨୬ ଗୋଟି ବ୍ଲକରୁ…
Read More...

ଡେଙ୍ଗୁରେ ଯୁବକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ସାନ୍ତରାପୁର ଗ୍ରାମର ବେଲାଲ ଖାନ (୩୫)ଙ୍କର ଗତ ଶୁକ୍ରବାର ରାତି ୨ ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବରର ଆମ୍ରି ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁକୁ ନେଇ ଘଟଗାଁ…
Read More...

ମାନସିକ ରୋଗାକ୍ରାନ୍ତ ବନ୍ଦୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡିଶା ଜେଲରେ ବନ୍ଦୀମାନଙ୍କ ମଧ୍ୟରୁ ଶତକଡା ପାଞ୍ଚ ଭାଗ ମାନସିକ ରୋଗର ଶିକାର ହେବା ଭଳି ଉଦବେଗଜନକ ସ୍ଥିତିର ଅନୁଧ୍ୟାନ ଲାଗି ଏକ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ଗଠନ ପାଇଁ ରାଜ୍ୟ ମାନବିକ ଅଧିକାର…
Read More...

ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜର ସରସ ଦାଦର ଜଙ୍ଗଲରୁ ମଙ୍ଗଳବାର ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଜଙ୍ଗଲ ବିଭାଗ ପକ୍ଷରୁ ହାତୀଟିର ମୃତଦେହ ଉଦ୍ଧାର…
Read More...

୨୦ଲିଟର ମହୁଲି ମଦ ଜବତ, ୪ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅବକାରୀ ବିଭାଗ ପକ୍ଷରୁ ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ବରେ ମଙ୍ଗଳବାର ଚଢାଉ ସମୟରେ ୪ ଜଣ ଚୋରା ମଦ ବିକ୍ରେତା…
Read More...

ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା ବିରୋଧରେ ପଦଯାତ୍ରା

ଭୁବନେଶ୍ୱର : ଶୈଶବର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଶିଶୁମାନେ କୁନି କୁନି ହାତରେ କାମ କରି ନିର୍ଯ୍ୟାତଦାର ଶିକାର ହେବା ବଦଳରେ ଯେଭଳି ପାଠପଢି ଭଲ ମଣିଷ ହେବେ ସେଥିପାଇଁ ଆମେ ସମସ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି…
Read More...

ବିଶ୍ବ ଶୌଚାଳୟ ଦିବସ

ଖାଦ୍ୟ, ବସ୍ତ୍ର, ବାସଗୃହ ପରି ଶୌଚାଳୟ ମଧ୍ୟ ମଣିଷର ଏକ ମୌଳିକ ଆବଶ୍ୟକତା ହୋଇଯାଇଛି। ବିଶ୍ବରେ ଏବେ ବି ପ୍ରତି ୩ଜଣରେ ଜଣେ ମହିଳା ସୁରକ୍ଷିତ ଶୌଚାଳୟ ସୁବିଧା ପାଇବାରୁ ବଞ୍ଚିତ। ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଥିବା…
Read More...

ସୁସ୍ମିତା ସେନ ଓ ତାରା ସୁତାରିଆଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଭାରତୀୟ ପ୍ରଥମ ମହିଳା ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀ (ମିସ୍ ୟୁନିଭର୍ସ) ମୁକଟ ଜିତିଥିବା ବଲିଉଡ ନାୟିକା ସୁସ୍ମିତା ସେନ ମଙ୍ଗଳବାର ୪୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି।…
Read More...

ପହିଲାରୁ ମହଙ୍ଗା ହେବ ମୋବାଇଲ କଲ୍‌ ଦର

ନୂଆଦିଲ୍ଲୀ : ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ା କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ କଲ୍‌ ଦର ା ବ୍ୟବସାୟକୁ ଅନୁକୂଳ କରିବା ପାଇଁ ​‌େ​‌ଦଶର ଦୁଇ ଟେଲିକମ୍‌ କମ୍ପାନୀ ​ଆସନ୍ତା ପହିଲାଠାରୁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମଲ ହସନ : ଦଳ ଚଳାଇବା ନେଇ ଲୋଡ଼ିଲେ ପରାମର୍ଶ

ଭୁବନେଶ୍ବର : ଅଭିନେତାରୁ ରାଜନେତା ବନିଥିବା ତାମିଲ୍ ସୁପର ଷ୍ଟାର କମଲ ହସନ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସ ଠାରେ ଉଭୟ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା…
Read More...

ପେସା ପୁଲିସ ; ନିଶା ଚାଷ

ନିରାକାରପୁର(ରାମନାରାୟଣ ଦାଶ) : ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ। ସାମାଜିକ ଆବଶ୍ୟକତା ଶାନ୍ତି। ମୌଳିକ ଆବଶ୍ୟକତା (ଖାଦ୍ୟ) ପୂରଣ କରିବା ଯାହାର ଦାୟିତ୍ବ, ସେ କୃଷକ ଏବଂ ସାମାଜିକ ସ୍ୱଚ୍ଛନ୍ଦତା ପ୍ରଦାନ ତଥା…
Read More...

ରାଜ୍ୟସଭା ମାର୍ଶାଲଙ୍କ ପୋଷାକ ବଦଳିଲା

ନୂଆଦିଲ୍ଲୀ : ରାଜ୍ୟସଭାର ୨୫୦ତମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗୃହର ମାର୍ଶାଲ (ଅଧ୍ୟକ୍ଷଙ୍କ ସୁରକ୍ଷା ତଥା ସହାୟକ କର୍ମଚାରୀ)ଙ୍କ ପୋଷାକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ…
Read More...

ପ୍ରଦୂଷଣ ମୁକାବିଲା ଲାଗି ଆହ୍ବାନ : ସାଇକଲରେ ସଂସଦକୁ ଆସିଲେ ସାଂସଦ

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାର ସମାଧାନ ଦିଗରେ ସାଧାରଣ ଲୋକଙ୍କୁ ସଚେତନ କରିବା ଲାଗି ସୋମବାର ସାଂସଦ ଓ ମନ୍ତ୍ରୀମାନେ ମୁହଁରେ ମାସ୍କ ଲଗାଇ ସାଇକଲ ଓ…
Read More...

ଗୋଲାପୀ ରଙ୍ଗରେ ରଙ୍ଗୀନ୍ ଖୁସିର ସହର

କଲକାତା : ଏବେ ଖୁସିର ସହର କଲକାତା ପୂରା ଗୋଲାପୀ ଗୋଲାପୀ ଲାଗୁଛି। ଶୁକ୍ରବାର ସ୍ଥାନୀୟ ଇଡେନ୍ ଗାର୍ଡେନ୍‌ସ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜ୍‌ର ୨ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍…
Read More...

ଏଫଆଇଏଚ୍‍ ପ୍ରୋ-ହକି ଲିଗ୍‍ ଜାନୁଆରୀ ୧୧ରୁ : କଳିଙ୍ଗରେ ଭାରତ ଖେଳିବ ୮ ମ୍ୟାଚ୍; ଜାନୁଆରୀ ୧୮ରୁ ଆରମ୍ଭ

ଭୁବନେଶ୍ୱର : ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ପକ୍ଷରୁ ଏଫ୍‍ଆଇଏଚ୍‍ ହକି ପ୍ରୋ-ଲିଗ୍‍ ଜାନୁଆରୀ ୧୧ରୁ ଜୁନ୍‍ ୨୮ ପର୍ଯ୍ୟନ୍ତ ଖେଳାଯିବ। ପ୍ରତିଯୋଗିତାର ମୋଟ ୧୪୪ଟି ମ୍ୟାଚ ୧୧ଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ…
Read More...

ବ୍ରାଜିଲ୍‌ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଚମ୍ପିଆନ୍‌

ବ୍ରାସିଲିଆ : ବ୍ରାଜିଲ୍‌ ଫୁଟବଲ୍‌ ଦଳ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଚମ୍ପିଆନ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ବ୍ରାଜିଲ୍‌ ଦଳ ଫାଇନାଲରେ ମେକ୍ସିକୋକୁ ୨-୧…
Read More...

ରାନୁଙ୍କ ରୂପଚର୍ଯ୍ୟା

ମୁମ୍ବଇ : ଗୀତ ଗାଇ ଷ୍ଟେସନରୁ ବଲିଉଡ୍‍ ପହଞ୍ଚିଯିବା ପରେ ରାନୁ ମଣ୍ଡଳ ବିଭିନ୍ନ ସମୟରେ ଭିନ୍ନଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ହିମେଶ ରେଶମିୟାଙ୍କ ସହ ଗୀତ ଗାଇବା ସହ କେତେକ ରିଅଲିଟି ଶୋ’କୁ ଅତିଥି…
Read More...

ଏନ୍‌ଡିଏ କୌଣସି ଦଳର ସମ୍ପତ୍ତି ନୁହେଁ : ସଞ୍ଜୟ

ନୂଆଦିଲ୍ଲୀ : ସଂସଦରେ ଶିବସେନାର ଆସନ ପରିବର୍ତ୍ତନ ପରିପ୍ରେକ୍ଷୀରେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପିକୁ ଆକ୍ଷେପ କରି କହିଛନ୍ତି ଯେ ଏନ୍‌ଡିଏ କୌଣସି ନିର୍ଦ୍ଦିଷ୍ଟ ଦଳର ଏକକ ସମ୍ପତ୍ତି ନୁହେଁ; କିନ୍ତୁ କେହି କେହି…
Read More...

ମଙ୍ଗଳବାର ରାଶିଫଳ

ମେଷ: ଚିନ୍ତାମୁକ୍ତ ହୋଇପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହେବ। ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନ ଲାଭ ହେବ। ଗୃହ ପରିବେଶ ଠିକ୍‌ ରହିବ। ଭାଇମାନଙ୍କ ମଧ୍ୟରେ…
Read More...

ସିଆଚେନ୍‌ରେ ବରଫ ଅତଡ଼ା ଧସି ୪ ଯବାନ ସହିଦ, ୨ ପୋର୍ଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସିଆଚେନ୍‌ରେ ବରଫ ଅତଡ଼ା ଧସିବା ଫଳରେ ସୋମବାର ଭାରତୀୟ ସେନାର ପାଟ୍ରୋଲିଂ ଦଳରେ ସାମିଲ ଥିବା ୪ଜଣ ଯବାନ ସହିଦ ହୋଇଛନ୍ତି। ଏହା ବ୍ୟତୀତ ୨ ଜଣ ପୋର୍ଟରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ,…
Read More...

ଗାଡି ଚେକିଂ ବେଳେ ବାଇକ୍ ଧକ୍କାରେ ପୁଲିସ୍ ଏସଆଇଙ୍କ ମୃତ୍ୟୁ

ବାରିପଦା : ବିଶ୍ବବିଦ୍ୟାଳୟ ରାସ୍ତାରେ ସୋମବାର ସନ୍ଧ୍ୟାରେ ଗାଡିଂ ଯାଞ୍ଚ ବେଳେ ବାଇକ୍ ଧକ୍କାରେ ଜଣେ ପୁଲିସ୍ ଏସଆଇଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ପୁଲିସ ଜଣଙ୍କ ଟାଉନ ଥାନାର ଏସଆଇ ଦୟାନିଧି ଦାସ। ସୂଚନା…
Read More...

ଭିମସାରର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ପ୍ରଫେସର ପ୍ରଭାତି ଦତ୍ତ

ବୁର୍ଲା : ବୁର୍ଲା ଭିମସାରର କାର୍ଯ୍ୟକାରୀ ନିର୍ଦେଶକ ପ୍ରଫେସର ଧୀରେନ୍ଦ୍ର ନାଥ ମହାରଣା ବିଗତ କିଛିମାସ କାଳ ଅନିର୍ଦ୍ଦିଷ୍ଟ କାଳ ପାଇ ଛୁଟିରେ ଯାଇ ଆଉ ଫେରିନାହାନ୍ତି। ଏହାପରେ ଭାରପ୍ରାପ୍ତ ବ୍ୟବସ୍ତାରେ ନିର୍ଦ୍ଦେଶକ…
Read More...

ବଡ଼ସାହି ବ୍ଲକରେ ବ୍ୟାପୁଛି ଡ଼େଙ୍ଗୁ ଜ୍ୱର : ୫ରୋଗୀ ଚିହ୍ନଟ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହିରେ ଡ଼େଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ସୋମବାର ମାଣତ୍ରୀ ଡ଼ାକ୍ତରଖାନାରେ ଚିହ୍ନଟ ଜଣେ ରୋଗୀଙ୍କୁ ମିଶାଇ ୫ଜଣଙ୍କ ରକ୍ତ ନମୁନାରେ ଡ଼େଙ୍ଗୁ ଜ୍ୱରର ଜୀବାଣୁ ପରିଲକ୍ଷିତ ହୋଇଛି। ରୋଗୀ…
Read More...

ପୁଣି ମାତିଲା ପିଏଲଏଫଆଇ ; ୪ ଗିରଫ, ପିସ୍ତଲ, ଗୁଳି, ନଗଦ ଟଙ୍କା ଜବତ

ସୁନ୍ଦରଗଡ଼ : ପି.ଏଲ.ଏଫ.ଆଇ, ନକ୍ସଲ ଓ ଅନ୍ୟାନ୍ୟ ଗୋଷ୍ଠୀର ଗତିବିଧି ଓ କାର୍ଯ୍ୟକଳାପ ଉପରେ ପୁଲିସ ବିଭିନ୍ନ ଶୈଳୀ ଓ ଉପାୟରେ କଡ଼ା ନଜର ରଖିଥିବା ବେଳେ ତଥ୍ୟ ଓ ସୂଚନାର ଆଦାନପ୍ରଦାନ ପାଇଁ ମଧ୍ୟ ପଡ଼ୋଶୀ ରାଜ୍ୟର ପୁଲିସ…
Read More...

ଆହାର କେନ୍ଦ୍ରରେ ଭୋଜନ କଲେ ଜିଲା ପ୍ରଶାସନର ଅଧିକାରୀ

ଯାଜପୁର : ଆହାର କେନ୍ଦ୍ରରେ ସମବାର ଜିଲା ପ୍ରଶାସନର ଅଧିକାରୀ ଭୋଜନ କରିଛନ୍ତି । ଯାଜପୁର ଉପ ଜିଲାପାଳ ନାରାୟଣ ଧଳ, ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମୀନା, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ସହ…
Read More...

ବିଚାରାଧିନ କଏଦୀର ଆତ୍ମହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲା କାରାଗାରରେ ଏକ ବିଚାରାଧିନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା କଏଦୀ ହେଲେ ତେଲକୋଇ ଥାନା ରାମଚନ୍ଦ୍ରପୁରର ପ୍ରଦୀପ ବେହେରା। ସେ ନାବାଳିକା ବଳତ୍କାର ମାମଲାରେ…
Read More...

ଗଞ୍ଜେଇ ବୋଝେଇ କାର ଜବତ ; ୨ ଗିରଫ

ଯାଜପୁର : କନ୍ଧମାଳରୁ ଭଦ୍ରକ ଯାଉଥିବା ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି ଯାଜପୁର ଅବକାରୀ ବିଭାଗ । ଏଥିରୁ ୩୧କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ସମ୍ପୃକ୍ତ ୨ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ…
Read More...

ଚାଇଲ୍ଡଲାଇନ୍ ପକ୍ଷରୁ ସଚେତନତା ଅଭିଯାନ

ପାଟଣା: କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୋମବାର କେନ୍ଦୁଝର ଚାଇଲ୍ଡଲାଇନ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ  ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା…
Read More...

ବିନିକା ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍‍ଧ ଶିତଳୀକରଣ କେନ୍ଦ୍ରରେ ବୋର୍ଡ ବୈଠକ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ସ୍ଥିତ ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍‍ଧ ଶୀତଳିକରଣ କେନ୍ଦ୍ର କାର୍ଯ୍ୟାଳୟରେ ସୋମବାର ବରିଷ୍ଠ ଅଧିକାରୀଙ୍କ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଶତୃଘ୍ନ ସାହୁଙ୍କ…
Read More...

୧୬ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ନିକଟ ଡେଙ୍କା ସିନ୍ଧବା ଜଙ୍ଗଲଜମିରେ ବେଆଇନଭାବେ ଚାଷ କରାଯାଇଥିବା ୮୩ ଏକର ପରିମିତ ଜମିରେ ୧ ଲକ୍ଷ ୬୬ ହଜାର ଗଞ୍ଜେଇ ଗଛକୁ ମୋହନା ପୁଲିସ, ଅବକାରୀ…
Read More...

ଶିଶୁ-କିଶୋର ପତ୍ରିକା ‘ଆଜିର ପିଲା’ ଉନ୍ମୋଚିତ

କଟକ : ଏକ ନୂତନ ଶିଶୁ-କିଶୋର ପତ୍ରିକା ‘ଆଜିର ପିଲା’ କଟକର ଚାଉଳିଆଗଞ୍ଜ ସ୍ଥିତ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରରେ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଜେୟ କେତନ…
Read More...

ଭାରସାମ୍ୟ ହରାଇ ବାଇକ ଚାଳକ ମୃତ

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ଥାନା ନରସିଂହପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ବାଇକ୍ ଖସିପଡିବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ନରସିଂହପୁର ଗ୍ରାମର…
Read More...

କୁନ୍ଦୁଲି ମାମଲା ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ  ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  କୁନ୍ଦୁଲି ପୀଡିତାଙ୍କ ଓକିଲ ଶ୍ରୀ.ଜି ଭାଉସାର ଗରମାଧ୍ୟମକୁ…
Read More...

ମରଣ ଯନ୍ତା ପାଲଟିଛି ଜାତୀୟ ରାଜପଥ

ଲକ୍ଷ୍ମୀପୁର : ମରଣ ଯନ୍ତା ପାଲଟିଛି କୋରାପୁଟ- ରାୟଗଡ଼ା ୩୨୬ ଜାତୀୟ ରାଜପଥ। ଲକ୍ଷ୍ମୀପୁର ଠାରୁ କାକିରିଗୁମା ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗତ୍ର ମାନ ସୃଷ୍ଟି ହୋଇଥିବାରୁ ଯାନ ବହାନ ଚଳାଚଳ ପାଇଁ…
Read More...

 ଭିଜିଲାନ୍ସ ଜାଲରେ ରାଜ୍ୟ ପାଠାଗାର କିରାଣୀ

ଭୁବନେଶ୍ବର :  ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରାର କିରାଣୀ କିଶୋର ଚନ୍ଦ୍ର ସ୍ବାଇଁ ସୋମବାର ମେଡ଼ିକାଲ ବିଲ ଏବଂ ପେନସନ ପେପର କରାଇବା ପାଇଁ ଲାଞ୍ଚ ନେଉଥିବାବେଳେ ଭୁବନେଶ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।…
Read More...

 ହତ୍ୟାକାରୀଙ୍କୁ ଗିରଫ ଦାବି ନେଇ ସ୍ମାରକପତ୍ର

ବଙ୍ଗୋମୁଣ୍ଡା  ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବେଳପଡା ପଞ୍ଚାୟତ ଡଙ୍ଗିଆ ଗ୍ରାମରେ ଚାଉଲିଆ ଗ୍ରାମର ନେତ୍ରମୋହନ ବନଛୋରଙ୍କୁ ହତ୍ୟା କରିବା ଘଟଣା ବହୁଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କୁ ଗିରଫ…
Read More...

ଭାଲିଆଗୁଡା ମିଛ ଏନକାଉଣ୍ଟରକୁ ୭ ବର୍ଷ (୨୦୧୨-୨୦୧୯)

ଭୁବନେଶ୍ୱର : ମାଓବାଦୀ ଆଳରେ କନ୍ଧମାଳ ଜିଲାର ୫ଜଣ ନିର୍ଦ୍ଦୋଷ ଆଦିବାସୀ ଓ ଦଳିତଙ୍କୁ ଗତ ୧୪ ମଭେମ୍ବର, ୨୦୧୨ ରେ ଗଞ୍ଜାମ ପୋଲିସ୍‍ ଓ ଅନ୍ୟ ସୁରକ୍ଷା ବାହିନୀ ମିଳିତ ଭାବେ ନୃଂଶସ ହତ୍ୟାକରିବାର ୭ ବର୍ଷ ବିତିଯାଇଥିଲେ…
Read More...

ଆଜିଠୁ ସଂସଦର ଶୀତ ଅଧିବେଶନ ; ବିଜେଡି ଉଠାଇବ ମହିଳା ସଂରକ୍ଷଣ, ବ୍ୟାଙ୍କିଂ, ଟେଲିଯୋଗାଯୋଗ, ରାଜପଥ ସମ୍ପ୍ରସାରଣ…

ଭୁବନେଶ୍ୱର :  ସୋମବାର ଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେଉଛି। କେନ୍ଦ୍ରରେ ବିଜେପି ନେତୃତ୍ବରେ ଚାଲିଥିବା ଏନଡ଼ିଏ ସରକାର ସହିତ ନିର୍ବାଚନ ପରବର୍ତ୍ତୀ କାଳରେ ଭଲ ସମ୍ପର୍କ ରଖିଥିବା ବିଜୁ ଜନତା ଦଳ ଏଥର…
Read More...

ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅବସର ; ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବ୍‌ଡେ

ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ। ଶେଷ କାର୍ଯ୍ୟ ଦିବସରେ ଅନ୍ତିମଥର ପାଇଁ କୋର୍ଟ ନମ୍ବର ୧ରେ ବସି…
Read More...

ଦାଦନ ଦୁଃଖରେ କାନ୍ଦୁଛି କଳାହାଣ୍ଡି

-୫ ବର୍ଷରେ ୨୦୦ରୁ ଅଧିକ ଶ୍ରମିକଙ୍କ ଶବ ଫେରିଲାଣି -୨୦୧୮ରେ ୨୩ରୁ ଊର୍ଦ୍ଧ୍ବ ମୃତ, ୧୦ରୁ ଊର୍ଦ୍ଧ୍ବ ନିଖୋଜ -୨୦୧୯ ନଭେମ୍ବର ପର୍ଯ୍ୟନ୍ତ ୧୭ ମୃତ, ୮ ନିଖୋଜ -ଦାଦନ ଖଟିଯିବାର ମୁଖ୍ୟ କାରଣ ଏସ୍‌ଏଚ୍‌ଜି ଋଣ…
Read More...

କ୍ୟାପିଟାଲ ହସ୍ପିଟାଲ: ପ୍ରସୂତିଙ୍କ ପେଟରୁ ବାହାରିଲା ଗଜ,‌ ଗ୍ଲୋଭ୍ସ

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗର କରୁଣ ଚିତ୍ର ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ସିଟାଲରେ।  ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗରେ ମୋ ସରକାର ଆରମ୍ଭ କଲେ ଏହି ହସ୍ପିଟାଲରୁ। ଦୀପତଳ ଅନ୍ଧାର ଭଳି ଏଠାରେ ସଠିକ୍‌…
Read More...

ସମାଜକୁ କିଛି ଦେଇ ପାରିବା ହିଁ ଶ୍ରେଷ୍ଠ ପୂଜା: ମୁଖ୍ୟମନ୍ତ୍ରୀ

ଉତ୍ତର ଭୁବନେଶ୍ବର : ଜୀବନର ବଡ଼ ଲକ୍ଷ୍ୟ ହେଉଛି ଶାନ୍ତି। ସତ୍‌ସଙ୍ଗ, ସେବା ଓ ଭଲ ପାଇବାରେ ହିଁ ଶାନ୍ତି ମିଳିଥାଏ। ଏହା ସବୁ ଧର୍ମ ଓ ବିଶ୍ବାସର ଆଧାର। ସମାଜ ଆମକୁ ବହୁତ ଦେଇଛି, ଆମେ ଯଦି କିଛି ଦେଇପାରିବା ତେବେ…
Read More...

ସରିଲା ଅଞ୍ଜଳି ଜାତୀୟ ଶିଶୁ-ଯୁବ ଉତ୍ସବ ; ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ‘ଅଞ୍ଜଳି’ ପ୍ଲାଟଫର୍ମ: ରାଜ୍ୟପାଳ

ଉତ୍ତରଭୁବନେଶ୍ୱର : ସ୍ୱାଭିମାନ ପକ୍ଷରୁ ଗତ ୧୪ ତାରିଖରୁ ୧୮ତମ ଜାତୀୟ ଶିଶୁ-ଯୁବ ଉତ୍ସବ ଅଞ୍ଜଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ରବିିବାର ସନ୍ଧ୍ୟାରେ ଉଦ୍‍ଯାପିତ ହୋଇଛି। ମଞ୍ଚେଶ୍ୱର ରେଳ ଅଡ଼ିଟୋରିୟମରେ…
Read More...

ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି୨୦: ନାଗାଲାଣ୍ଡକୁ ସହଜରେ ହରାଇଲା ଓଡ଼ିଶା

କଟକ, ୧୭। ୧୧ (ନିପ୍ର): ଚଳିତ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ପୁରୁଷ ସିନିୟର ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ୩ୟ ବିଜୟ ହାସଲ କରିଛି। ଉଭୟ ବ୍ୟାଟ୍‌ସମ୍ୟାନ୍ ଓ ବୋଲରଙ୍କ ଚମତ୍କାର…
Read More...

ଆଫ୍‌ଗାନିସ୍ତାନ ଟି-୨୦ ସିରିଜ୍ ବିଜୟୀ

ଲକ୍ଷ୍ନୌ, ୧୭।୧୧: କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିବା ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏଠାରେ ଚାଲିଥିବା ଟ୍ବେଣ୍ଟି୨୦ ସିରିଜ୍‌କୁ ଜିତିନେଇଛି ଆଫ୍‌ଗାନିସ୍ତାନ। ରହମନୁଲ୍ଲା ଗୁର୍‌ବାଜଙ୍କ ଅର୍ଦ୍ଧଶତକ ବଳରେ…
Read More...

ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି-୨୦ ; ଅର୍ଦ୍ଧଶତକ ସହ ପଡ଼ିଆକୁ ଫେରିଲେ ପୃଥ୍ବୀ

ମୁମ୍ବଇ : ଡ୍ରଗ୍‌ସ ନିୟମର ଉଲ୍ଲଙ୍ଘନ ବା ଡୋପିଙ୍ଗ୍ ଲାଗି ବାସନ୍ଦାଦେଶ କାଟିବା ପରେ ରବିବାର ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରିଛନ୍ତି ଟେଷ୍ଟ ଓପ୍‌ନର ପୃଥ୍ବୀ ସ’। ରବିବାର ପୃଥ୍ବୀ ତାଙ୍କ ଦଳ ମୁମ୍ବଇ ପାଇଁ…
Read More...

ଟ୍ରେନରୁ ଖସି ରାଉରକେଲାର ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଧଳ ମୃତ

ଢେଙ୍କାନାଳ : ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ଥିବା ନୟାଭାଗିରଥୀପୁର ଷ୍ଟେସନ ନିକଟରେ ରାଉରକେଲା ଅଭିମୁଖେ ଯାଉଥିବା ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟିରୁ ଖସିପଡ଼ି ଶନିବାର ଅପରାହ୍ଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି।…
Read More...

ହୋଟେଲ ପାର୍କିଂରୁ ଗାଡ଼ି ଚୋରି ହେଲେ କ୍ଷତି ଭରିବେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ :  ପାର୍କିଂଜାଗାରେ ଗାଡ଼ି ରଖି ଏଣିକି ଆରାମ୍‌ରେ ବୁଲି ପାରିବେ। ଆଉ ଗାଡ଼ି ଚୋରି ଚିନ୍ତା ନାହିଁ । କାରଣ ପାର୍କିଂ ଜାଗାରେ ‘ ନିଜ ଦାୟିତ୍ୱରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ସଂପୃକ୍ତ…
Read More...

କାଶ୍ମୀରରେ ରେଳ ସେବା ଆରମ୍ଭ

ଶ୍ରୀନଗର : ଦୀର୍ଘ ତିନିମାସ ପରେ ରବିବାର କାଶ୍ମୀରରେ ରେଳ ସେବା ଆରମ୍ଭ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ସୁରକ୍ଷା କାରଣରୁ କାଶ୍ମୀରରେ ରେଳସେବା ବନ୍ଦ କରାଯାଇଥଇଲା। ସ୍ଥିତି ସ୍ବାଭାବିକ ହେବା ପରେ ରବିବାର ଶ୍ରୀନଗରରୁ…
Read More...

ଚିକିତ୍ସା ପାଇଁ ଅର୍ଥବାଧକ

ବେଗୁନିଆ  : ଅଢ଼େଇ ବର୍ଷର ଶିଶୁ ଦେବବ୍ରତ। ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ। ଦୁନିଆ ଦେଖିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଚିକିତ୍ସା ପାଇଁ ଦିନ ମଜୁରିଆ ବାପା ସମସ୍ତ ସମ୍ବଳ ଲଗାଇ ଦେଇଥିଲେ ହେଁ ଆହୁରି…
Read More...

ସୋମବାର ରାଶିଫଳ

ମେଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ଉପରେ ଧ୍ୟାନ ଦେବେ। ଜଳପ୍ରତି ଆଦର ଓ…
Read More...

ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ

ପିପିଲି : ଜନୈକା ୧୭ ବର୍ଷିୟା ନାବାଳିକାର ଅଶ୍ଳିଳ ଭିଡିଓ ଭାଇରାଲ କରିବା ଘଟଣାରେ ପିପିଲି ପୁଲିସ ରବିବାର ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ସିଦ୍ଧାନ୍ତ ଜେନା। ତାର ଘର ଗଞ୍ଜାମ ଜିଲା ଗାଙ୍ଗପୁର…
Read More...

ମୋଦିପଡା ହତ୍ୟାକାଣ୍ଡ : ମହିଳାଙ୍କ ସ୍ୱାମୀ ଗିରଫ

ସମ୍ବଲପୁର : ସମ୍ବଲପୁରର ଟାଉନ ଥାନା ଅର୍ନ୍ତଗତ ମୋଦିପଡା ସ୍ଥିତ ଜୁଡାବନ୍ଧ ସନ୍ନିକଟ ବସ୍ତିରେ ରହୁଥିବା ବନ୍ଦ ଘର ଭିତରୁ ମହିଳାଙ୍କ ମୃତ୍ୟୁ ଘଟଣା ମାମଲାକୁ ପୁଲିସ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବାରେ ସଫଳତା ଲାଭ…
Read More...

ବାରହା ଧରିବା ପାଇଁ ବ୍ୟବହାର ବୋମା ଫାଟି ବାଳକ ଗୁରୁତର

ପାଟଣା :କେନ୍ଦୁଝର ଜିଲା ଘଟଗାଁ ନିକଟ ଧାଙ୍ଗଡଡିହା ଗ୍ରାମରରେ ବାରହା ଶୀକାର ପାଇଁ ମାଟିରେ ପୋତା ଯାଇଥିବା ବୋମା ଉପରେ ଗୋଡ ପଡିଯିବାରୁ  ଜଣେ ବାଳକ ଗୁରୁତର ହୋଇଛନ୍ତି । ବାଳକ ଜଣଙ୍କ ନାମ ମନୋଜ ପଣ୍ଡା ବୋଲି…
Read More...

କ୍ରସର ବେକରରେ ଚାପିହୋଇ ଜଣଙ୍କର ମୃତ୍ୟୁ

ଲକ୍ଷ୍ମୀପୁର : ମୃତ୍ୟୁ ଏମିତି ବି ଆସେ। ଜଣେ ସମ୍ପର୍କୀୟଙ୍କ ମୃତଦେହ ସତ୍କାର ପାଇଁ ଆସି ଫେରୁଥିବା ବେଳ ଆଶ୍ଚର୍ଯ୍ୟ ଜନକ ଭାବରେ ମୃତ୍ୟୁ ବରଣ କରିଛନ୍ତି ସୁରେନ୍ଦ୍ର କନ୍ଦପାନ ନାମକ ୫୫ ବର୍ଷର ଜଣେ ବ୍ୟକ୍ତି।…
Read More...

ଲଦାଖରେ ଦେଶରେ ପ୍ରଥମ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍‍ ଡିଜେଲ୍‍ ଯୋଗାଣର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍‍ ଡିଜେଲ୍‍…
Read More...

ଏଣିକି ରାଜଧାନୀରେ ଡ୍ରେନ ଜଗିବ ବିଏମସି ସ୍କ୍ଵାର୍ଡ଼

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ଵରକୁ ପରିସ୍କାର ପରିଛନ୍ନ ରଖିବା ନିମନ୍ତେ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ରବିବାର ଏକ ନୂଆ କଟକଣା ଲାଗୁ କରିଛି। ଏଣିକି ରାଜଧାନୀର ଡ୍ରେନଗୁଡିକରେ ବେଆଇନ ଭାବେ ଆର୍ବଜନା ପକାଉଥିବା…
Read More...

ଶ୍ରେଷ୍ଠ ସିଟି ବସ୍ ସେବାପାଇଁ ମୋ ବସ୍ ପୁରସ୍କୃତ

ଭୁବନେଶ୍ୱର : ଶ୍ରେଷ୍ଠ ସିଟି ବସ୍‌ ସେବା ପାଇଁ ରବିବାର ‘ମୋ ବସ୍‌’କୁ ପୁରସ୍କୃତ କରାଯାଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ…
Read More...

ମୟୁରଭଞ୍ଜ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରବିବାର ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଭାବେ ପରିଚିତ ଗଣମାଧ୍ୟମ ହିଁ ଏକ ସମ୍ଭାବନାର ଶ୍ରେଣୀବିହୀନ…
Read More...

ଶହେରୁ ଅଧିକ ଦେଶରେ ରହିଛି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର : ବିଶ୍ୱର ୧୦୨ଟି ଦେଶରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଦ୍ୱାରା ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ଭାରତ ସରକାରଙ୍କ ଭାରତୀୟ…
Read More...

ଗାଁରେ ରାତ୍ରିଯାପନ କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି ବିଧାୟକ ସନ୍ଧ୍ୟାରେ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସମ୍ପର୍କରେ ଆଲୋଚନା…
Read More...

ଓଡ଼ିଆ ହାସ୍ୟ ଅଭିନେତା ପ୍ରେମାନନ୍ଦ ବାରିକଙ୍କ ପରଲୋକ

ଖୋର୍ଦ୍ଧା : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ପ୍ରେମାନନ୍ଦ ବାରିକଙ୍କର ପରଲୋକ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ପ୍ରେମାନନ୍ଦ ତାଙ୍କ…
Read More...

ଓୱେସି ହେଉଛନ୍ତି ଦ୍ବିତୀୟ ଜାକିର ନାଏକ : ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ : ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଓୱେସିଙ୍କୁ ବିବାଦୀୟ ଇସଲାମିକ ପ୍ରଚାରକ ଜାକରି ନାଏକଙ୍କ ସହ ତୁଳନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ। ଓୱେସି ଦ୍ବିତୀୟ ଜାକିର…
Read More...

ଆସନ୍ତାକାଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ ବୋବଡେ

ନୂଆଦିଲ୍ଲୀ : ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଆସନ୍ତାକାଲି(ସୋମବାର) ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ। ପରେ ୬୩ ବୟସ୍କ ବୋବଡେ ୨୦୨୧ ଏପ୍ରିଲ୍‌ ୨୩ରେ ସୁପ୍ରିମ୍‌କୋର୍ଟ ପ୍ରଧାନ…
Read More...