ଧଉଳିରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସ୍ବାଦିଷ୍ଟ ପିଠା ଷ୍ଟଲ

ଭୁବନେଶ୍ବର : ଧଉଳି ପାନ୍ଥିକା ପକ୍ଷରୁ ବୁଧବାର ବିଭିନ୍ନ ପର୍ବପର୍ବାଣୀରେ ପ୍ରସ୍ତୁତ ହେଉଥିବା ସ୍ବତନ୍ତ୍ର  ପିଠା ପଣାର ଷ୍ଟଲ ଖୋଲିଥିଲା। ବିଦେଶୀ ପର୍ଯ୍ୟଟକଙ୍କୁ ପର୍ବପର୍ବାଣୀ ବିଷୟରେ ଅବଗତ କରାଇବାସହ ସ୍ବାଦିଷ୍ଟ ପିଠା ଷ୍ଟଲ ମାଧ୍ୟମରେ ଜଣାଇବା ଏହାର ମୁଖ୍ୟ ଉଦେଶ୍ୟ ଥିଲା।

Comments are closed.