ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜର ସରସ ଦାଦର ଜଙ୍ଗଲରୁ ମଙ୍ଗଳବାର ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଜଙ୍ଗଲ ବିଭାଗ ପକ୍ଷରୁ ହାତୀଟିର ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Comments are closed.