ଅଯଥା ଗପିବା ବନ୍ଦ କରନ୍ତୁ

0

କାର୍ଯ୍ୟାଳୟରେ ନିଜ ସହକର୍ମୀଙ୍କ ସହ କାର୍ଯ୍ୟ ସମ୍ବନ୍ଧୀୟ କଥା ଗପିବା ଉଚିତ। କିନ୍ତୁ କେବେ କୌଣସି ସହକର୍ମୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗପନ୍ତୁ ନାହିଁ।

କୌଣସି ସହକର୍ମୀଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ତାଙ୍କ ବିରୁଧରେ ଗପିବା ଅନୁଚିତ। କେହି ଯଦି ସେହି ସମ୍ବନ୍ଧୀୟ କଥା ହେଉଥାଆନ୍ତି ନିଜକୁ ସେଥିରେ ସାମିଲ କରନ୍ତୁ ନାହିଁ।

କାର୍ଯ୍ୟାଳୟରେ ଅପରାହ୍ନ ଭୋଜନ ସମୟରେ ଅଯଥାରେ ଗପିବା ଅନୁଚିତ। ଶୀଘ୍ର ଭୋଜନ କରି ନିଜ କର୍ମକ୍ଷେତ୍ରକୁ ଫେରି ଆସନ୍ତୁ।

prayash

ସୋସିଆଲ ମିଡିଆ​‌ରେ ବ୍ୟବହାର କରୁଥିବା ଆପ୍ସକୁ ଅଯଥା ଗପିବା ପାଇଁ ବ୍ୟବହାର ନ କରି ମୂଲ୍ୟବାନ ବାର୍ତ୍ତା କିମ୍ବା ସୂଚନା ଆଦାନପ୍ରଦାନ ପାଇଁ ବ୍ୟବହାର କରନ୍ତୁ।

ଅନ୍ୟମାନେ ଆପଣଙ୍କ ବିଷୟରେ ଗପିବା ବେଳେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ସର୍ବଦା ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ।

ସମୟ ନଷ୍ଟ କରି ଅଯଥା କଥା ଗପିବା ଅପେକ୍ଷା କିଛି ଗଠନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ।

 

kalyan agarbati
Leave A Reply