www.samajalive.in
Sunday, December 7, 2025
26.1 C
Bhubaneswar

ଅଯଥା ଗପିବା ବନ୍ଦ କରନ୍ତୁ

କାର୍ଯ୍ୟାଳୟରେ ନିଜ ସହକର୍ମୀଙ୍କ ସହ କାର୍ଯ୍ୟ ସମ୍ବନ୍ଧୀୟ କଥା ଗପିବା ଉଚିତ। କିନ୍ତୁ କେବେ କୌଣସି ସହକର୍ମୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗପନ୍ତୁ ନାହିଁ।

କୌଣସି ସହକର୍ମୀଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ତାଙ୍କ ବିରୁଧରେ ଗପିବା ଅନୁଚିତ। କେହି ଯଦି ସେହି ସମ୍ବନ୍ଧୀୟ କଥା ହେଉଥାଆନ୍ତି ନିଜକୁ ସେଥିରେ ସାମିଲ କରନ୍ତୁ ନାହିଁ।

- Advertisement -

କାର୍ଯ୍ୟାଳୟରେ ଅପରାହ୍ନ ଭୋଜନ ସମୟରେ ଅଯଥାରେ ଗପିବା ଅନୁଚିତ। ଶୀଘ୍ର ଭୋଜନ କରି ନିଜ କର୍ମକ୍ଷେତ୍ରକୁ ଫେରି ଆସନ୍ତୁ।

ସୋସିଆଲ ମିଡିଆ​‌ରେ ବ୍ୟବହାର କରୁଥିବା ଆପ୍ସକୁ ଅଯଥା ଗପିବା ପାଇଁ ବ୍ୟବହାର ନ କରି ମୂଲ୍ୟବାନ ବାର୍ତ୍ତା କିମ୍ବା ସୂଚନା ଆଦାନପ୍ରଦାନ ପାଇଁ ବ୍ୟବହାର କରନ୍ତୁ।

ଅନ୍ୟମାନେ ଆପଣଙ୍କ ବିଷୟରେ ଗପିବା ବେଳେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ସର୍ବଦା ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ।

ସମୟ ନଷ୍ଟ କରି ଅଯଥା କଥା ଗପିବା ଅପେକ୍ଷା କିଛି ଗଠନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories