BJD Bijuli 480×75 Mob

ବିଶ୍ବର ସବୁଠୁ ଦାମୀ ବଜାର

BJD Bijuli 480×75 Mob
0

ଯେ କୌଣସି ପ୍ରାନ୍ତକୁ ଯିବେ, ସେଠାରେ ଭିନ୍ନଭିନ୍ନ ଦ୍ରବ୍ୟ ଶସ୍ତାଠାରୁ ମହରଗ ମୂଲ୍ୟରେ ମିଳିଥାଏ । ଆମ ଭାରତୀୟ ଲୋକେ ଭଲ ଓ ଦାମୀ ଜିନିଷ କିଣିବା ନିମନ୍ତେ ବିଦେଶ ଯାତ୍ରା କରନ୍ତି । ହେଲେ ଖୁବ୍ କମ୍ ଲୋକେ ଜାଣନ୍ତି ଯେ ବିଦେଶରୁ ପ୍ରତି ବର୍ଷ ଲକ୍ଷାଧିକ ଲୋକେ ଭାରତ କିଣାକିଣି କରିବାକୁ ଆସନ୍ତି।

ଏକ ୱେବସାଇଟର ସର୍ବେକ୍ଷଣରୁ ଏହି ତଥ୍ୟ ହସ୍ତଗତ ହୋଇଛି। ଦିଲ୍ଲୀର କନ୍ନଟପ୍ଲେସ୍ ଅଞ୍ଚଳ ବିଶ୍ବର ଅନ୍ୟତମ ଦାମୀ ବଜାର ଭାବେ ଜଣାଯାଉଛି। ନାମୀ ଦାମୀ କମ୍ପାନୀର ଆଉଟଲେଟ୍ ଏହି ଅଞ୍ଚଳରେ ଅଛି । ଏହା ବାଦ୍ ବିଶେଷ ବିକ୍ରି ତଥା ରିଆତି ବିକ୍ରି ସମୟରେ ଦିଲ୍ଲୀରେ ଖୁବ୍ ଭିଡ଼ ଜମେ । ଭାରତର ବିଭିନ୍ନ ପ୍ରାନ୍ତରୁ ଲୋକେ ଏଠି ଭିଡ଼ ଜମାଇଥିବାବେଳେ ବିଦେଶୀ ରାଷ୍ଟ୍ରରୁ ମଧ୍ୟ ଲୋକେ ଆସୁଥିବାର ପ୍ରକାଶ। ମୁଖ୍ୟତଃ ଶୀତ ଋତୁରେ ହିଁ ଏହି ଅଫର୍ ଚାଲିଥାଏ। ସେସମୟରେ ଅନ୍ତର୍ଜାତୀୟସ୍ତରର କମ୍ପାନୀଗୁଡ଼ିକ ଦିଲ୍ଲୀରେ କୋଟିକୋଟି ଟଙ୍କାର ବ୍ୟବସାୟ କରିଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ ।

Leave A Reply