www.samajalive.in
Monday, December 15, 2025
26.1 C
Bhubaneswar

ପାଣି ପିଇବା ସମୟରେ ହାତୀ ଶୁଣ୍ଢକୁ ଭିଡି ଧରିଲା କୁମ୍ଭୀର, ଆଉ ତା ପରେ…

ନୂଆଦିଲ୍ଲୀ : ଜିମ୍ବାଓ୍ବେର ଭିକ୍ଟୋରିଆ ଫଲ୍ସ ସଫାରୀ ଲଜରେ ଲାଗିଥିବା ସିସିଟିଭି ଫୁଟେଜରେ ଏକ ହାତୀକୁ କୁମ୍ଭୀର ଆକ୍ରମଣ କରିବାର ଦୃଶ୍ୟ କଏଦ ହୋଇଛି । ଏହି ଆକ୍ରମଣର ଭିଡିଓ ଏକ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି । ଏଥିରେ ଅନେକ ସମୟରେ ଆଫ୍ରିକାର ବନ୍ୟଜୀବ କ୍ଲିପ୍ ପୋଷ୍ଟ କରାଯାଇଥାଏ ।

ଅନେକ ହାତୀ ଦଳଦଳ ହୋଇ ପାଣି ପିଇବାକୁ ଆସିବା ସମୟରେ କୁମ୍ଭୀର ତାଙ୍କୁ ଆକ୍ରମଣ କରୁଛି । ଏହି ଦୃଶ୍ୟ ଏଥିରେ ଦେଖିବାକୁ ମିଳୁଛି । ଜଳାଶୟରେ ପାଣି ପିଇବା ସମୟରେ କୁମ୍ଭୀର ହାତୀର ଶୁଣ୍ଢକୁ ଭିଡି ଧରୁଛି । ଏହା ପରେ ହାତୀଟି ବହୁ କଷ୍ଟରେ କୁମ୍ଭୀରଠୁ ନିଜକୁ ରକ୍ଷା କରୁଛି । ଏହି ଭିଡିଓକୁ ୟୁଟ୍ୟୁବରେ ବହୁତ ଲୋକ ଦେଖିବା ସହ ପ୍ରତିକ୍ରିୟା ରଖୁଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories