nua o banner

ପାଣି ପିଇବା ସମୟରେ ହାତୀ ଶୁଣ୍ଢକୁ ଭିଡି ଧରିଲା କୁମ୍ଭୀର, ଆଉ ତା ପରେ…

bjd  ek lkhya koti banner

ନୂଆଦିଲ୍ଲୀ : ଜିମ୍ବାଓ୍ବେର ଭିକ୍ଟୋରିଆ ଫଲ୍ସ ସଫାରୀ ଲଜରେ ଲାଗିଥିବା ସିସିଟିଭି ଫୁଟେଜରେ ଏକ ହାତୀକୁ କୁମ୍ଭୀର ଆକ୍ରମଣ କରିବାର ଦୃଶ୍ୟ କଏଦ ହୋଇଛି । ଏହି ଆକ୍ରମଣର ଭିଡିଓ ଏକ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି । ଏଥିରେ ଅନେକ ସମୟରେ ଆଫ୍ରିକାର ବନ୍ୟଜୀବ କ୍ଲିପ୍ ପୋଷ୍ଟ କରାଯାଇଥାଏ ।

ଅନେକ ହାତୀ ଦଳଦଳ ହୋଇ ପାଣି ପିଇବାକୁ ଆସିବା ସମୟରେ କୁମ୍ଭୀର ତାଙ୍କୁ ଆକ୍ରମଣ କରୁଛି । ଏହି ଦୃଶ୍ୟ ଏଥିରେ ଦେଖିବାକୁ ମିଳୁଛି । ଜଳାଶୟରେ ପାଣି ପିଇବା ସମୟରେ କୁମ୍ଭୀର ହାତୀର ଶୁଣ୍ଢକୁ ଭିଡି ଧରୁଛି । ଏହା ପରେ ହାତୀଟି ବହୁ କଷ୍ଟରେ କୁମ୍ଭୀରଠୁ ନିଜକୁ ରକ୍ଷା କରୁଛି । ଏହି ଭିଡିଓକୁ ୟୁଟ୍ୟୁବରେ ବହୁତ ଲୋକ ଦେଖିବା ସହ ପ୍ରତିକ୍ରିୟା ରଖୁଛନ୍ତି ।

Comments are closed.