Browsing Tag

water problem

ବାଲେଶ୍ଵର ମେଡିକାଲରେ ପାଣି ସମସ୍ୟା, ହନ୍ତସନ୍ତ ରୋଗୀ

ବାଲେଶ୍ଵର: ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା। ବୁଧବାର ରାତିରୁ ମେଡିକାଲରେ ପାଣି ନାହିଁ, ଯାହାଫଳରେ ରୋଗୀ ଏବଂ ସମ୍ପର୍କୀୟ ମାନେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି। ବୁଧବାର ରାତିରୁ…
Read More...

ଆମ୍ବପଡ଼ା ଛକରେ ନଳକୂପ ଓ ବିଶ୍ରାମ ଘର ନିର୍ମାଣ ପାଇଁ ଦାବି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଂଚାୟତ ଅନ୍ତର୍ଗତ ଆମ୍ବପଡ଼ା ଛକରେ ଏକ ବିଶ୍ରାମଗାର ନିର୍ମାଣ ସାଙ୍ଗକୁ ଏକ ନଳକୂପ ଖନନ ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି । ଆମ୍ବପଡ଼ା ଛକ ବା ବିଶିପଡ଼ା ଛକ ଏକ…
Read More...

ପାଣି ପାଇଁ ରାସ୍ତାରୋକ, ଗାଡି ଚଳାଚଳ ଠପ୍

କନ୍ଧମାଳ: ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା । ରାସ୍ତାରେ ଗରା, ବାଲଟି ରଖି ରାସ୍ତାରୋକ କରିଛନ୍ତି କନ୍ଧମାଳ ଜିଲ୍ଲା ମୁଳଗୁଦାରୀ ଗାଁର ମହିଳାମାନେ। ଫୁଲବାଣୀ ଖଜୁରୀପଦା ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ…
Read More...

ପାଣି ପାଇଁ ତାତିଲେ ମହିଳା

ନରସିଂହପୁର: ଦିନକୁ ଦିନ ତାତି ବଢିବାରେ ଲାଗିଛି। ଦିନ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ଏସବୁ ମଧ୍ୟରେ କିଛି ସ୍ଥାନରେ ପାନୀୟ…
Read More...

ଖରାଦିନେ ପାଣି ପାଇଁ ପ୍ରତିବାଦ

ଗଜପତି: ପାଣି ପାଇଁ ଗରା , ବାଲଟି ଧରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି। ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ଛେଳିଗଡ ଗାଁରେ ପାଣି ସମସ୍ୟାକୁ ନେଇ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି ମହିଳାମାନେ ।…
Read More...

ଫେଲ ମାରିଲା ବସୁଧା ଯୋଜନା: ପାଣି ପାଇଁ ଡହଳବିକଳ ଲୋକ

ପଟାଙ୍ଗି: ଗ୍ରାମାଞ୍ଚଳ ଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବସୁଧା ଯୋଜନା ମାଧ୍ୟରେ ଘର ଘରକୁ ପାନୀୟ ଜଳ ଯୋଗାଣ ଲାଗି ପାଇପ ଲାଇନ୍ ସଂଯୋଗ କରାଯାଉଛି। ହେଲେ କିଛି…
Read More...

ପାଣି ସମସ୍ୟା ପ୍ରତିବାଦରେ ମହିଳାଙ୍କ ରାସ୍ତାରୋକ

ପୋଲସରା: ପାଣି ପାଇଁ ରାସ୍ତାରୋକ । ଗଞ୍ଜାମ ପୁରୁଷୋତ୍ତମପୁର ଦାସିଆମାରିପଲ୍ଲୀ ଗାଁରେ ପାଣି ସମସ୍ୟା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଗରା, ବାଲଟି, ହାଣ୍ଡି ମାଠିଆ ଧରି ମହିଳା ମାନେ ରାଜ୍ୟ ରାଜପଥ…
Read More...

ପାଣି ଓ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ

ମୟୁରଭଞ୍ଜ: ପାଣି ଏବଂ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ମୁଖ୍ୟ ରାସ୍ତାରେ ଶତାଧିକ ଲୋକ ଗରା ବାଲଟି ଧରି ଆନ୍ଦୋଳନ କରିଛନ୍ତି। କପ୍ତିପଦା ବ୍ଳକ ଲାବଣ୍ୟଦେଇପୁର…
Read More...

ଉପାନ୍ତରେ ଜଳଯାତନା: ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ଗ୍ରାମବାସୀଙ୍କ ପ୍ରତିବାଦ

ଗୁଣୁପୁର: ଦୁର୍ଗମ ତଥା ଉପାନ୍ତରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଆଜି ବି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ…
Read More...

ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା, ପଂଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ଦାବିରେ ଆଜି ଗ୍ରାମର ମହିଳାମାନେ ଗରା, ବାଲଟି ଆଦି ଧରି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…
Read More...