Browsing Tag

water problem

ଗୁଣୁପୁର ୱାର୍ଡ ନମ୍ବର ୩ରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା

ଗୁଣୁପୁର: ମୁଣ୍ଡ ଉପରେ ଡ଼ହଡ଼ହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଏଭଳି ସ୍ଥିତିରେ ତୃଷ୍ଣା ମେଣ୍ଟାଇବା ପାଇଁ ପାଣିର ଆବଶ୍ୟକତା ରହିଥିବା ବେଳେ ଉତ୍କଟ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗୁଣୁପୁର ପୌର ପରିଷଦ…
Read More...

ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳର ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହେଉନଥିବା ଅଭିଯେ।ଗ…
Read More...

ନାଁକୁ ମାତ୍ର ଷ୍ଟାଣ୍ଡ ପଏଣ୍ଟ: ପାଇପରେ ଆସୁନି ପାଣି, ଲୋକେ ଡହଳ ବିକଳ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ । ୩୯ ଟି ପଂଚାୟତକୁ ନେଇ ଗଠିତ । ଏହି ବ୍ଲକ ବହୁ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ । ଏଠିକାର ଗାଁ ଗହଳିର ଜନସାଧାରଣଙ୍କ ମୌଳିକ ସୁବିଧାର…
Read More...

ପାଣି ପାଇଁ ତାତିଲେ ମହିଳା

ଗୁଣୁପୁର: ପାଣି ପାଇଁ ତାତିଲେ ମହିଳା। ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବାରୁ ବାଧ୍ୟହୋଇ ମଙ୍ଗଳବାର ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୬ ରାମକୃଷ୍ଣ ନଗର ଅଞ୍ଚଳର ମହିଳାମାନେ…
Read More...

ଗାଁର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳଭଣ୍ଡାର କିନ୍ତୁ ପାନୀୟ ଜଳ ପାଇଁ ସମସ୍ୟାରେ କଣାସୁକଲି

କଲମପୁର: ଗାଁ ର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳ ଭଣ୍ଡାର। ଏହି ଜଳ ଭଣ୍ଡାର ନିର୍ମାଣ ପାଇଁ ଗାଁର ଅନେକ ଲୋକଙ୍କ ଭିଟାମାଟି ଲୀନ ହେଇ ସାରିଛି। ଜମି ହରାଇ ସର୍ବହରା ହେଇଛନ୍ତି ଗାଁ ଲୋକ। ଏପରିକି ଦୃତ ଗଉଡ ଜଳ…
Read More...

ସରସରା ପଞ୍ଚାୟତର ୩ ଗ୍ରାମରେ ପାନୀୟ ଜଳ ସମସ୍ୟା

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତର ସାନବଙ୍କାପଡା, ବଘାରପାଲି ଓ ବଡବଙ୍କାପଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…
Read More...

ନଳକୂପରୁ ବାହାରୁଛି ଫ୍ଲୋରାଇଡଯୁକ୍ତ ପାଣି, ଅଭିଯୋଗର ବର୍ଷେ ପରେ ମଧ୍ୟ ହୋଇପାରିଲାନି ସମାଧାନ 

ବୌଦ୍ଧ : ବୌଦ୍ଧ ଜିଲ୍ଳାର ଅନେକ ଗ୍ରାମରେ ନଳକୂପ ଗୁଡିକରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବା ନେଇ ଅଭିଯୋଗ ହୋଇଆସୁଅଛି। ଫ୍ଲୋରାଇଡଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଳାରେ କିଡନୀ ରୋଗୀଙ୍କ ସଂଖ୍ୟା…
Read More...

ଦୀର୍ଘ ୧ ମାସ ହେଲା ପାଣି ପାଇ ପାରୁନାହାନ୍ତି ଅରବିନ୍ଦ ନଗରବାସୀ, ପ୍ରଶାସନର ଅଣଦେଖା

ବୁଗୁଡ଼ା : ବୁଗୁଡ଼ା ଏନଏସି ଅନ୍ତର୍ଗତ ଅରବିନ୍ଦ ନଗର ପ୍ରଥମ ଓ ଦ୍ବିତୀୟ ଲେନର ବାସିନ୍ଦା ଆଜକୁ ଦୀର୍ଘ ଏକ ମାସ ହେଲା ପାଇପ୍ ଯୋଗେ ପାନୀୟ ଜଳ ପାଇନପାରି ହନ୍ତସନ୍ତ ହେଉଥିବା ବେଳେ ଜନସ୍ୱାସ୍ଥ୍ୟ ଓ ଏନ୍ଏସି ପ୍ରଶାସନ…
Read More...

ପାଣି ସମସ୍ୟା ଘେରରେ ଅଶନବଣିର ସମରିଆ ସାହି, କୂଅକୁ ଭରସା କରିଛନ୍ତି ୧୮ ପରିବାର

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ପଞ୍ଚାୟତର ଅସନବଣି ଗ୍ରାମରେ ପାଣିର ଅନେକ ସମସ୍ୟା ସୃଷ୍ଟି ହେଇଛି। ପଞ୍ଚାୟତର ୮ ନଂ ୱାର୍ଡ଼ର ସମରିଆ ସାହିରେ ୧୮ଟି ଆଦିବାସୀ ମୁଣ୍ଡା ସଂପ୍ରଦାୟର ପରିବାର ଲୋକେ ବସବାସ…
Read More...

ଏଠାରେ ସରକାରୀ ଯୋଜନା ଅପହଞ୍ଚ ; ପାଇପ୍ ନୁହେଁ ବାଉଁଶରେ ପହଞ୍ଚିଲା ପାଣି

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସୋନପୁର ପଂଚାୟତର ନିସ୍କି ଗ୍ରାମରେ ଗତ ଏକ ବର୍ଷ ତଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ କନ୍ଧମାଳ ସବୁଜ ବୈଦ ସଂଗଂନ ଦ୍ୱାରା ଗ୍ରାମବାସୀଙ୍କ ସହଯୋଗରେ ବାଉଁଶ…
Read More...