Browsing Tag

titlagarh

ସାର ପାଇଁ ହାହାକାର: ମନ୍ତ୍ରୀ ଓ ସାଂସଦ ପ୍ରତିନିଧିଙ୍କୁ ଫେରାଦ ହେଲେ ଚାଷୀ

ଟିଟିଲାଗଡ଼: କୃଷିପ୍ରଧାନ ଦେଶ ଭାରତବର୍ଷର ମୂଳଦୁଆ କୁହାଯାଉଥିବା ଚାଷୀକୂଳ କେବେ ରାହା ପାଉନାହାନ୍ତି। ବନ୍ୟା ମରୁଡି ଚାଷୀଙ୍କୁ ତଳିତଳାନ୍ତ କରିଚାଲିଛି। ମରୁଡି ସହାୟତା, ବୀମା ସହାୟତା ଧୁଆଁବାଣ ପାଲଟିଛି। ଏପରିକି ଚାଷ…
Read More...

ନାବାର୍ଡ ସହାୟତାରେ ଦିବ୍ୟାଙ୍ଗ ଓ ପ୍ରବାସୀ ଶ୍ରମିକଙ୍କୁ ଛେଳି, କୁକୁଡା ବଣ୍ଟନ

ଟିଟିଲାଗଡ଼: ନାବାର୍ଡ ବଲାଙ୍ଗିରଙ୍କ ଜଳବିଭାଜିକା ପ୍ରକଳ୍ପ ଓ ସିବିଏମ ପ୍ରୋଜେକ୍ଟ ମାଧ୍ୟମରେ ଆଶା ଅନୁଷ୍ଠାନ ତରଫରୁ ଆଜି ଟିଟିଲାଗଡ ଦେଶିଲ ସ୍ଥିତ କାର୍ୟ୍ୟାଳୟରେ ଦିବ୍ୟାଙ୍ଗ ଏବଂ ପ୍ରବାସୀ ଶ୍ରମିକଙ୍କୁ ଛେଳି, କୁୁକୁଡା…
Read More...

ସହର ରାସ୍ତା ମପାମପି ନେଇ ଜୋର ଧରିଲା ଚର୍ଚ୍ଚା

ଟିଟିଲାଗଡ଼: ଦୀର୍ଘ ବର୍ଷର ଅନ୍ତରାଳରେ ଟିଟିଲାଗଡ ଉପଜିଲାପାଳ ଭାବରେ ଜଣେ ଯୁବ ଆଇଏଏସ ଅଧିକାରୀ ସୌମେଶ ଉପାଧ୍ୟାୟ ଯୋଗଦେବା ପରେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି। ଏହା ସହ ପୌରପରିଷଦର ନିର୍ବାହି…
Read More...

ପୁଲିସ ହାବୁଡରେ ଶ୍ରମିକ ବସ, ଫେରାର ହେଲେ ଶ୍ରମିକ

ଟିଟିଲାଗଡ଼: ଆସିଲେ ଟେଷ୍ଟ ହେଲେ ଆଉ ଚାଲିଗଲେ। ଗ୍ରାମାଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧରେ ଏଭଳି କଥା ମାନ ସମ୍ପ୍ରତି ଟିଟିଲାଗଡ ଉପଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁର୍ବରୁ ଟ୍ରେନରେ ଚାଲାଣ ହେଉ ଥିବା ଶ୍ରମିକ…
Read More...

୪ ନମ୍ବର ପ୍ଲାଟଫର୍ମ ପାଇଁ କାର୍ଯ୍ୟ ଆଗେଇଲା

ଟିଟିଲାଗଡ଼: ପଶ୍ଚିମ ଓଡିଶାର ଅନ୍ୟତମ ବୃହତ ରେଲବାଇ ଜଙ୍କସନ ଟିଟିଲାଗଡ ଷ୍ଟେସନର ଅପଗ୍ରେଡେସନ କାର୍ଯ୍ୟ ସମ୍ପ୍ରତି ଜୋରଦାର ହୋଇଛି। ବିଶେଷ କରି ତିନୋଟି ପ୍ଲାଟଫର୍ମ ବିଶିଷ୍ଟ ଏହି ଷ୍ଟେସନରେ ଆଉ ଏକ ନୂତନ ପ୍ଲାଟଫର୍ମ…
Read More...

ଘରୋଇ କମ୍ପାନୀ ସମ୍ମୁଖରେ ପ୍ରଶାସନ ନତମସ୍ତ, ବିଭିନ୍ନ ସ୍ତରରେ ନିନ୍ଦା

ଟିଟିଲାଗଡ଼: କିଛି ସ୍ୱାର୍ଥାନ୍ୱେଷି ଅଧିକାରୀଙ୍କ କାରନାମା ନେଇ ଦେଶ ତଥା ରାଜ୍ୟରେ ଖଣିଖାଦାନ ଲୁଟ ହୋଇଚାଲିଥିବା ସହ ସରକାର ବିପୁଳ ପରିମାଣରେ ରାଜସ୍ୱ ହରାଇ ଚାଲିଛନ୍ତି। ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଂଚାୟତ…
Read More...

ସଟଡାଉନରେ ବୁଡିଲା ଜୀବିକା: ଜିଲାପାଳଙ୍କୁ ଘେରିଲେ ବ୍ୟବସାୟୀ, ସଟଡାଉନରେ ପରିବା ବିକ୍ରୀ କରିବେ ଶିକ୍ଷକ

ଟିଟିଲାଗଡ଼: କରୋନା ମହାମାରୀ ନେଇ ଗତ ମାର୍ଚ୍ଚ ୨୪ରୁ ପ୍ରଶାସନ ପକ୍ଷରୁ ମାସ ମାସ ଧରି ଲକଡାଉନ, ସଟଡାଉନ ଜାରି ପରିପ୍ରେକ୍ଷୀରେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇସାରିଥିବା ଅଭିଯୋଗ ହୋଇଛି। ମଧ୍ୟବିତ, ଗରିବ ପରିବାର ଏନେଇ…
Read More...

ଜିଲାରେ ୭ ଦିନ ବ୍ୟାପୀ ହେବ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ

ଟିଟିଲାଗଡ଼: କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ଶାସକ ବିଜେଡି ପକ୍ଷରୁ ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ…
Read More...

ତତଲାଗଡ଼ରେ ରଡ଼ି ଛାଡ଼ୁଛି ତାତି

ଟିଟିଲାଗଡ଼: ଶ୍ରାବଣ ମାସ ଚାଲିଛି। ହେଲେ ଟିଟିଲାଗଡ଼ରେ ଗତ ଗ୍ରୀଷ୍ମ ଋତୁରେ ଜ୍ୟେଷ୍ଠ ମାସର ଖରାର ଅନୁଭୂତି ଲୋକଙ୍କ ସ୍ମୃତିକୁ ପୁଣି ଥରେ ଫେରିଛି। ଗତ ୧୫ ଦିନ ହେଲା ଟିଟିଲାଗଡରେ ତାପମାତ୍ରା ୩୩ରୁ ୩୭ ଡିଗ୍ରୀ…
Read More...

ଜନତାଙ୍କ ପାଇଁ ବନ୍ଦ ହେଲା ସରକାରୀ କାର୍ଯ୍ୟାଳୟ, ହେଲ୍ପଲାଇନ ନମ୍ବର ଜାରି

ଟିଟିଲାଗଡ଼: କରୋନା ମହାମାରୀର ପ୍ରକୋପ ଦୃଷ୍ଟିରୁ ଅଭିଯୋଗ ଦାଖଲ ପାଇଁ ସରକାରୀ କାର୍ୟ୍ୟାଳୟ ପହଞ୍ଚୁଥିବା ସାଧାରଣ ଜନତାଙ୍କୁ ସମ୍ପ୍ରତି ବାରଣ କରାଯାଇଛି। ପ୍ରାୟତଃ ତଳସ୍ତରରେ ନ୍ୟାୟ ପାଇ ପ୍ରତ୍ୟେହ ବହୁ ସଂଖ୍ୟାରେ…
Read More...