Browsing Tag

jharsuguda

ରାଉରକେଲା, ଝାରସୁଗୁଡ଼ା ଏବଂ ସମ୍ବଲପୁର ଗସ୍ତରେ ଡିଜିପି ଅଭୟ, କରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା କଲେ

ଭୁବନେଶ୍ୱର: ପୁଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ରାଉରକେଲା, ଝାରସୁଗୁଡ଼ା ଏବଂ ସମ୍ବଲପୁର ଗସ୍ତ କରି କରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି। ଏହାସହିତ ମେ’ ୫ ତାରିଖରୁ ହେବାକୁଥିବା ତାଲାବନ୍ଦକୁ ସେଠାରେ…
Read More...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମାମଲା, ହତ୍ୟା ଅଭିଯୋଗ ଆଣିଲେ ଯୁବତୀଙ୍କ ପରିବାର

https://youtu.be/K1lhXlyoLzE ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିସାନପଡ଼ାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ମାମଲାରେ ଆସିଛି ନୂଆମୋଡ଼। ଯୁବକଙ୍କ ପରିବାର ଏହାକୁ ଏକ…
Read More...

ଠୁଙ୍ଗିଆଡେରା ଅଞ୍ଚଳରୁ ଆହତ ହରିଣ ଉଦ୍ଧାର

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳ ତଥା ବନ ବିଭାଗର ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ଠୁଙ୍ଗିଆଡେରାଠାରେ ଏକ ଆହତ ହରିଣକୁ ଦୁଇ ନାବାଳକ ଭାଇ କୋଶଳ (୧୪) ଓ ହରିଶ (୧୧)  ଗୁରୁବାର ସକାଳେ ଉଦ୍ଧାର…
Read More...

ପୁଣି ତେଜିଲା ବ୍ଲକ ବିଭାଜନ ଓ ସବଡିଭିଜନ ଦାବି

ଲଖନପୁର/ବେଲପାହାଡ଼/କନକତୋରା/ଇବଥର୍ମାଲ: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପୁନର୍ଗଠନ କରି ତିନୋଟି ବ୍ଲକରେ ବିଭାଜନ କରିବା ସହିତ ସବଡିଭିଜନର ମାନ୍ୟତା ପ୍ରଦାନ କରିବା ଦାବି ନେଇ ଲଖନପୁର ନାଗରିକ ପରିଷଦ ପକ୍ଷରୁ ରବିବାର…
Read More...

ଖାଲ ପୋତିବା ନାଁରେ ପାଉଁଶ ପାହାଡ଼: ପାଉଁଶ ପାଣିରେ ପ୍ରାକୃତିକ ନାଳ ପ୍ରଦୂଷିତ

ଝାରସୁଗୁଡ଼ା: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଏକ ଖାଲ ପୋତିବାକୁ ଦିଆଯାଇଥିଲା ଅନୁମତି, ହେଲେ ପାଉଁଶ ମଧ୍ୟସ୍ଥିମାନେ ଖାଲ ତ ପୋତିଲେ, ତା ସାଙ୍ଗକୁ ଗଦା କରିଦେଲେ ପାହାଡ଼ ଉଚ୍ଚତାର ପାଉଁଶ । ଆଉ ଗତ ୨ ଦିନ…
Read More...

ଦେଖନ୍ତୁ ଭିଡ଼ିଓ: ଝାରସୁଗୁଡ଼ାରେ ମାତିଛନ୍ତି ମାଫିଆ, ଜେସିବି ଲଗାଇ ଲୁଟୁଛନ୍ତି ମୋରମ

ମାଫିଆଙ୍କ କବଜାରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର । ଜିଲାର ବିଭିନ୍ନ ସ୍ଥାନରୁ ବେଆଇନ ଭାବରେ ମୋରମ ଖୋଳି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମାଫିଆ । ଏଥିରେ ଖାଲି ମାଫିଆ ନୁହନ୍ତି, କିଛି ସରକାରୀ ବାବୁ ବି…
Read More...

ଏସଏମସି ପାୱାର ପ୍ଲାଣ୍ଟର ୨ ଅଧିକାରୀଙ୍କ ବିରୋଧରେ କୋଭିଡ ଆଇନ ଉଲ୍ଲଂଘନ ମାମଲା

ଝାରସୁଗୁଡ଼ା : ସହର ଉପକଣ୍ଠସ୍ଥ ହିରମା ଠାରେ ଥିବା ଏସଏମସି ପାୱାର ପ୍ଲାଣ୍ଟରେ ଗୋଟିକ ପରେ ଗୋଟିଏ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସୁଥିବା ବେଳେ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ କମ୍ପାନୀର ୨ଜଣ ବରିଷ୍ଠ…
Read More...

ଝାରସୁଗୁଡା:  ଦୁଇଦିନରେ ୬୭ ଆକ୍ରାନ୍ତ ଚିହ୍ନଟ, କୋରୋନା ସଂକ୍ରମିତ ସଂଖ୍ୟା ୪୫୩

ଝାରସୁଗୁଡା ଜିଲାରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୫୩ ରେ ପହଂଚିଛି । କେବଳ  ଗତ ଦୁଇଦିନ ରେ ୬୭ ଜଣଙ୍କ ଠାରେ କୋରୋନା ଭୁତାଣୁ ଚିନ୍ହଟ କରାଯାଇଛି ।  ଗତକାଲି ୩୩ ଓ ଆଜି ୩୪  ଜଣ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାରେ …
Read More...

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କୋରୋନା ସଂକ୍ରମିତ  ଫେରାର

ଝାରସୁଗୁଡ଼ା:  ଝାରସୁଗୁଡା ଜିଲ୍ଲା କୋରୋନା ପରିଚାଳନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସାଢେ ସାତଟା ବେଳକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛପାଖରେ ଥିବା ସ୍ୱାବ କଲେକ୍ସନ…
Read More...

୧୭ ଜୁଆଡି ଗିରଫ, ୧ ଲକ୍ଷ ୮୧ ହଜାର ଟଙ୍କା ଓ ଗାଡି ଜବତ।

ଝାରସୁଗୁଡ଼ା ସହରାଞ୍ଚଳରେ ଆଜି ରାତିରେ ଝାରସୁଗୁଡ଼ା ପୁଲିସ ଏକ ବଡ ଧରଣର  ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା ।ସହରାଞ୍ଚଳର  କାଳୀ ମନ୍ଦିର ରୋଡ଼ ରେ ଥିବା ବିଜେଡି କାର୍ଯ୍ୟଳୟ ପାଖରେ ବିକାଶ ଜୟସ୍ୱାଲ ନାମକ କପଡା…
Read More...