Browsing Tag

india

ବାବର ବି ନେପାଳୀ ଥିଲେ ବୋଲି ଦାବି କରିପାରନ୍ତି ଓଲି: ଶିବସେନା

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ପ୍ରକୃତ ଅଯୋଧ୍ୟା ଭାରତରେ ନାହିଁ, ନେପାଳରେ ବୋଲି କହିବା ପରେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଭାରତରେ କଡ଼ା ବିରୋଧ କରାଯାଉଛି। ଭାରତର ହିନ୍ଦୁ ସଂଗଠନଗୁଡ଼ିକ…
Read More...

ଚାଇନିଜ ଆପ୍‌ ନିଷେଧ ଚୀନ ଉପରେ ଭାରତର ‘ଡିଜିଟାଲ ଷ୍ଟ୍ରାଇକ୍‌’: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ୫୯ଟି ଚାଇନିଜ୍‌ ମୋବାଇଲ ଆପ୍‌କୁ ନିଷେଧ କରାଯିବା ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ ଗୁରୁବାର କହିଛନ୍ତି, ଭାରତ ଶାନ୍ତି ଚାହେଁ। କିନ୍ତୁ…
Read More...

କରାଚୀ ଆକ୍ରମଣ ପାଇଁ ଭାରତକୁ ଦୋଷ ଦେଲା ପାକିସ୍ତାନ, ୟୁଏନଏସସିରେ ଚୀନର ଅପଚେଷ୍ଟା ପଣ୍ଡ

ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚିତ ହେବା ପରେ ଚୀନ ଏବଂ ପାକିସ୍ତାନ ପାଇଁ ଅଡୁଆ ବଢ଼ିଯାଇଛି। ତେଣୁ ଭାରତକୁ ୟୁଏନଏସସିରେ ନିନ୍ଦିତ କରିବା ଲାଗି ଏହି ଦୁଇ ଦେଶ…
Read More...

ଭାରତରେ ୫୯ ଆପ୍‌ ନିଷେଧ ହେବା ପରେ ଚିନ୍ତାରେ ଚୀନ; କହିଲା ଘଟଣାର ଅନୁଧ୍ୟାନ କରୁଛୁ

ନୂଆଦିଲ୍ଲୀ: ଭାରତରେ ୫୯ ଚାଇନିଜ ଆପ୍‌ ନିଷେଧ କରାଯିବା ପରେ ଚିନ୍ତାରେ ପଡ଼ିଛନ୍ତି ଚୀନ ସରକାର। ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟାନ ଏହି ମାମଲାକୁ ନେଇ ଚୀନ ବହୁତ ଚିନ୍ତିତ ଅଛି ଏବଂ ସମ୍ପୂର୍ଣ୍ଣ…
Read More...

ଭାରତରେ ଟିକ୍‌ଟକ୍‌ ନିଷେଧ ହେବା ପରେ ଚୀନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଏହି ଖବର

ବେଜିଂ: କେନ୍ଦ୍ର ସରକାର ଟିକ୍‌ଟିକ୍‌, ୱିଚାଟ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍ଲିକେଶନକୁ ଭାରତରେ ନିଷେଧ କରିଛନ୍ତି। ଏହି ଆପ୍‌ଗୁଡ଼ିକ ତଥ୍ୟ ଚୋରି କରୁଥିବା ଅଭିଯୋଗ ଆସିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭାରତ…
Read More...

ଚୀନର ନୂଆ ଚାଲ୍: ନେପାଳ ପରେ ବାଂଲାଦେଶକୁ ମୋହରା କଲା

ବେଜିଂ: ଲଦାଖର ଗଲୱାନ ଘାଟିରେ ସଂଘର୍ଷ ପରେ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହା ଭିତରେ ଚୀନ ଏବେ ଭାରତର ପଡ଼ୋଶୀ ଦେଶ ତଥା ଦୃଢ଼ ସହଯୋଗୀ…
Read More...

ଆଜି ୮ମ ଥର ଲାଗି ୟୁଏନଏସସିର ଅସ୍ଥାୟୀ ସଦସ୍ୟ ହେବ ଭାରତ, ପାକିସ୍ତାନର ଚିନ୍ତା ବଢ଼ିଲା

ନ୍ୟୁୟର୍କ: ଭାରତ ବୁଧବାର ୮ମ ଥର ଲାଗି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ଅସ୍ଥାୟୀ ସଦସ୍ୟ ହେବାକୁ ଯାଉଛି। ଅସ୍ଥାୟୀ ସଦସ୍ୟ ଭାବେ ଭାରତର କାର୍ଯ୍ୟକାଳ ୨୦୨୧-୨୨ ପର୍ଯ୍ୟନ୍ତ ରହିବ। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ…
Read More...

ଭାରତ-ନେପାଳ ସୀମାରେ ଗୁଳିମାଡ଼: ଜଣେ ଭାରତୀୟ ମୃତ, ୨ ଆହତ

ପାଟନା: ବିହାରର ସୀତାମଢ଼ୀ ନିକଟରେ ଭାରତ-ନେପାଳ ସୀମାରେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ବିହାରର ସଶସ୍ତ୍ର ସୀମା ବଳର ଆଇଜି ଏହି ସୂଚନା ଦେଇଛନ୍ତି। ନେପାଳ…
Read More...

ଚାରି ଦଶନ୍ଧିରେ ପ୍ରଥମ ଥର ଭାରତରେ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହ୍ରାସ

ନୂଆଦିଲ୍ଲୀ : ଚାରି ଦଶନ୍ଧି ମଧ୍ୟରେ ଭାରତରେ ପ୍ରଥମ ଥର ପାଇଁ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହ୍ରାସ ଘଟିଛି। ଏହା ସହ ଜୀବାଶ୍ମ ଇନ୍ଧନର ସୀମିତ ବ୍ୟବହାରରୁ ମଧ୍ୟ ପ୍ରତିଯୋଗିତା ଭା​‌​‌ବେ ହ୍ରାସ ପାଇଛି। ମାର୍ଚ୍ଚ…
Read More...

୨ ଥର ସଂଘର୍ଷ ପରେ ଏଲଏସିରେ ହେଲିକପ୍ଟର ଉଡ଼ାଇଲା ଚୀନ ସେନା, ଯୁଦ୍ଧ ବିମାନରେ ଭାରତର କଡ଼ା ପାଟ୍ରୋଲିଂ

ଲେହ: ଭାରତ-ଚୀନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଥର ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଚୀନ ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଲଢୁଆ ହେଲିକପ୍ଟର ଉଡ଼ାଇଛି। ଏହି ଖବର ମିଳିବା ପରେ…
Read More...