Browsing Tag

india

ରହସ୍ୟମୟ ସ୍ଥାନ : ଯେଉଁଠି ରହିଛି ଭାରତର ଶେଷ ରାସ୍ତା

ଭାରତରେ ଅନେକ ସ୍ଥାନ ରହିଛି, ଯାହା ରହସ୍ୟରେ ପରିପୂର୍ଣ୍ଣ। ଏପରି କେତେକ ରହସ୍ୟମୟ ସ୍ଥାନ ବିଷୟରେ ଖୁବ୍ କମ୍ ଜାଣନ୍ତି। ସେଭଳି କିଛି ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ତାମିଲନାଡୁର ପୂର୍ବ ଉପକୂଳରେ ଥିବା ରମେଶ୍ୱରାମ…
Read More...

କରୋନା ଯୋଦ୍ଧାଙ୍କୁ ଅଭିବାଦନ : ଆସନ୍ତାକାଲି କୋଭିଡ -୧୯ ଡାକ୍ତରଖାନାରେ ଫୁଲ ବର୍ଷା କରିବ ବାୟୁସେନା

ନୂଆଦିଲ୍ଲୀ : ଦେଶର ସୀମାନ୍ତରେ ଲୋକଙ୍କୁ ସୁରକ୍ଷା ଦେଉଥିବା ସେନା ପକ୍ଷରୁ ଶନିବାର କରୋନା ଯୋଦ୍ଧାଙ୍କୁ ଅଭିବାଦନ ଜଣାଯାଇଛି। ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ବିସ୍ତାରରୁ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି,…
Read More...

କରୋନା ଅପଡେଟ୍‌ : ଦେଶରେ ସଂକ୍ରମିତ ସଂଖ୍ୟା ୨୧,୭୦୦ ; ମୃତ୍ୟୁ ସଂଖ୍ୟା ୬୮୬

ନିଆଦିଲ୍ଲୀ : ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…
Read More...

କରୋନା ଯୁଦ୍ଧରେ ବଡ ସଫଳତା; ଭାରତ ତିଆରି କଲା ଆଣ୍ଟିବଡି କିଟ୍

ନୂଆଦିଲ୍ଲୀ : କରୋନାକୁ ମୁକାବିଲା କରିବା ପାଇଁ ଭାରତ ସରକାର ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଯଦିଓ ବିଶ୍ବର ଅନ୍ୟ ଦେଶ ତୁଳନାରେ କରୋନା ଭାରତରେ ସେଭଳି ମହାମାରୀ ରୂପ ଧାରର କରିନାହିଁ, ତଥାପି ଏହାର ମୁକାବିଲା…
Read More...

ଭାରତର ପଦକ୍ଷେପକୁ ହନୁମାନ ଓ ରାମାୟଣ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି; କହିଲେ ଭାରତ ଦେଲା ‘ସଞ୍ଜୀବନି ବୁଟି’

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନା ସଙ୍କଟ ଲାଗିରହିଛି। ଏହା ମଧ୍ୟରେ ବିଶ୍ବର ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ଭାରତ ଏହାର ପ୍ରଭାବ ବିସ୍ତାର କରିଥିବା ଦେଖିବାକୁ ମିଳିଛି। ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ…
Read More...

୨୪ ଘଣ୍ଟାରେ ବଦଳିଗଲା ଟ୍ରମ୍ପଙ୍କ ସ୍ବର; କହିଲେ ମୋଦୀ ଜଣେ ମହାନ ଓ ଚମତ୍କାର ନେତା

ନୂଆଦିଲ୍ଲୀ/ୱାଶିଂଟନ: ଭାରତ ହାଇଡ୍ରୋକ୍ସକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରକୁ କଟକଣା ହଟାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର ବଦଳିଯାଇଛି। ଏହି ଔଷଧ ରପ୍ତାନୀକୁ ନେଇ ଦିନକ ତଳେ ଭାରତକୁ…
Read More...

ସହାୟତା ଆଳରେ ଭାରତକୁ ଟ୍ରମ୍ପଙ୍କ ଚେତାବନୀ; ଔଷଧ ନ ଯୋଗାଇଲେ ଅନୁରୂପ ପଦକ୍ଷେପ ନେବ ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଭୂତାଣୁ ଭୟଙ୍କର ରୂପ ନେଇଛି। ଏଠାରେ ପ୍ରତିଦିନ ୧ ହଜାରରୁ ଅଧିକ ଲୋକ କରୋନା ଭୂତାଣୁ ଯୋଗୁ ପ୍ରାଣ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତର…
Read More...

‘କରୋନା’କୁ ‘ଚୀନ ଭାଇରସ’ ନ କହିବାକୁ ଭାରତକୁ ବେଜିଂର ଅନୁରୋଧ

ନୂଆଦିଲ୍ଲୀ: ‘କରୋନା’ ଭୂତାଣୁ ବିଷୟରେ କହିବା ସମୟରେ ‘ଚୀନ’ର ନାମ ନ ନେବାକୁ ବେଜିଂ ଭାରତକୁ ଅନୁରୋଧ କରିଛି। ଚୀନର ବୈଦେଶିକ ମନ୍ତ୍ରୀ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କୁ କହିଛନ୍ତି, କରୋନା ଭୂତାଣୁର ବର୍ଣ୍ଣନା…
Read More...

କରୋନା ଅପଡେଟ୍ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଲା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି ।ମାର୍ଚ୍ଚ ୧୫ ମଧ୍ୟାହ୍ନ ୧୨ଟା ସୁଦ୍ଧା ଭାରତରେ ୧୦୭ ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ପରିବାର ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରଣାଳୟ…
Read More...

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୯୩କୁ ବୃଦ୍ଧି

ନୂଆଦିଲ୍ଲୀ: ଚୀନ୍‌ର ଉହାନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ଜନିତ ରୋଗ ‘ନଭେଲ କରୋନା’ ବା କୋଭିଡ୍-୧୯ ବର୍ତ୍ତମାନ ୧୨୩ ଟି ଦେଶକୁ ବ୍ୟାପି ସାରିଛି। ଏହି ସଂକ୍ରମଣରେ ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ…
Read More...