MEllora 950×100
Browsing Tag

india

ଚୀନ୍‌କୁ ଟପିଲା ଭାରତ; ଏବେ ୧ନଂ ଜନବହୁଳ ଦେଶ

ନୂଆଦିଲ୍ଲୀ: ଚୀନ୍‌କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ପାଲଟିଛି ଭାରତ। ଜାତିସଂଘ ତଥ୍ୟ ଅନୁଯାୟୀ, ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଛି। ଅପରପକ୍ଷେ, ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି।…
Read More...

ଭାରତରେ ବଢିଲା ଚିତା ବଂଶ – ଦକ୍ଷିଣ ଆଫ୍ରିକାରୁ ଆସିଲେ ୧୨ ଚିତା

ନୂଆଦିଲ୍ଲୀ - ଭାରତରେ ଚିତା ବଂଶ ବୃଦ୍ଧି ପାଇଛି । ପୂର୍ବରୁ ନାମ୍ବିଆରୁ ୮ଟି ଚିତା ଆସିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରୁ ଆହୁରି ୧୨ଟି ଚିତା ବାଘଙ୍କୁ ବାୟୁସେନାର ବିମାନରେ ଭୋପାଳ ଅଣାଯିବା ପରେ ହେଲିକପ୍ଟର ଯୋଗେ…
Read More...

ଦେଖନ୍ତୁ ଭିଡିଓ- ସରକାରୀ ଡାକ୍ତରଖାନାର ଶଯ୍ୟାରେ ଶୋଉଛି ବୁଲା କୁକୁର -ମଧ୍ୟପ୍ରଦେଶର ଘଟଣା

ଭୋପାଳ - ମଧ୍ୟପ୍ରଦେଶର ଗୋଟିଏ ସରକାରୀ ଡାକ୍ତରଖାନାରେ ବୁଲା କୁକୁୁର ରୋଗୀମାନଙ୍କ ପାଇଁ ଉଦିଷ୍ଟ ଶଯ୍ୟାରେ ଶୋଇଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ କୁକୁରଟି ବେଶ୍‌ ନିଶ୍ଚିନ୍ତ ଭାବରେ ଶୋଇଥିବା ଦେଖିବା…
Read More...

ସୁର ସାମଜ୍ଞ୍ରୀ ଲତା ମଙ୍ଗେସକରଙ୍କୁ କରୋନା -କୋଭିଡ୍‌ର ସାମାନ୍ୟ ଲକ୍ଷଣ, ଆଇସିୟୁରେ ଭର୍ତ୍ତି

ମୁମ୍ବଇ - ସୁର ସାମଜ୍ଞ୍ରୀ ଲତା ମଙ୍ଗେସକର କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ଲତାଙ୍କ ଭାଣିଜୀ ରଚନା ଏ ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋଭିଡ୍‌ ଏବଂ ନିମୋନିଆରେ ସଂକ୍ରମିତ ହୋଇଥିବାରୁ ଲତାଙ୍କୁ ଚିକିତ୍ସା…
Read More...

ଦେଶରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୪୧,୮୦୬ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସ୍ତର ଦୁଇ ଦିନ ସାମାନ୍ୟ ହ୍ରାସ ପାଇବା ପରେ ଗତକାଲି ସେଥିରେ ପୁଣି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ…
Read More...

ଦେଶରେ ୩୮,୭୯୨ ନୂଆ ସଂକ୍ରମିତ ଚିହ୍ନଟ; ୬୨୪ ମୃତ

ଦେଶରେ ଗତକାଲି ଗୋଟିଏ ଦିନରେ ଦେଶରେ ଆଉ ୩୮,୭୯୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ଦେଶରେ ୬୨୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ…
Read More...

କାନ୍ଦାହାର ବାଣିଜ୍ୟ ଦୂତାବାସରୁ ୫୦ କର୍ମଚାରୀଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ଦଖଲକୁ ନେଇ ଚାଲିଥିବାବେଳେ ଅନେକ ରାଷ୍ଟ୍ର କାବୁଲରେ ଥିବା ସେମାନଙ୍କର ଦୂତାବାସ ବନ୍ଦ କରିଦେଇଛନ୍ତି। ପରିସ୍ଥିତିକୁ…
Read More...

ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକମାନେ ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର କରିଛନ୍ତି। ଏହାକୁ ‘ବ୍ରାୟମ ଭାରତିଏନ୍‍ସିସ’ ନାମରେ ନାମିତ କରାଯାଇଛି। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର…
Read More...

ଦେଶରେ ଦିନକରେ ଚିହ୍ନଟ ହେଲେ ୪୫,୮୯୨ କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୮୯୨ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ୨୪ ଘଣ୍ଟାରେ ୪୪,୨୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଦେଶରେ ସଂପ୍ରତି ମୋଟ କରୋନା ଆକ୍ରାନ୍ତ…
Read More...

ନିର୍ମାଣ ହେଉଛି ଭାରତର ସର୍ବବୃହତ ଭାସମାନ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: ଭାରତ ନିର୍ମାଣ କରୁଛି ଦେଶର ସର୍ବବୃହତ ଭାସମାନ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର । ତେଲେଙ୍ଗାନାର ପେଡାପାଲ୍ଲି ଜିଲା ଅନ୍ତର୍ଗତ ରାମଗୁଣମ୍‍ଠାରେ ନିର୍ମାଣ କରାଯାଉଛି ଏହି ସୌର ଶକ୍ତି ପ୍ରକଳ୍ପ । ଏହାର…
Read More...