Browsing Tag

cyber crime

ଶିଳ୍ପା ଶେଟ୍ଟୀଙ୍କ ନାଁରେ ଲୁଟିନେଲେ ୫.୬୦ କୋଟି

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ନାଁରେ ଜଣେ ବୃଦ୍ଧାଙ୍କଠାରୁ ୫.୬୦ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅବରାଧୀ। ପୁଲିସର ପରିଚୟ ଦେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ନିକଟରେ ହାଇଦରାବାଦରୁ…
Read More...

ଫେସବୁକରେ ମାତୁଛନ୍ତି ସାଇବର ଠକ; ନିବେଶ ଜାଲରେ ପଡ଼ି ୩ କୋଟି ହରାଇଲେ ଦମ୍ପତି

ସମାଜ ଡିଜିଟାଲ ଡେସ୍କ: ବ୍ୟାଙ୍କ ଜମା ତୁଳନାରେ ଶେୟାର ବଜାରରେ ନିବେଶ କଲେ ଅଧିକ ଲାଭ ମିଳିଥାଏ। ତେଣୁ ଅନେକ ଲୋକ ଷ୍ଟକ ବଜାରରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ହେଲେ ଏହାର ଫାଇଦା ଉଠାଉଛନ୍ତି ସାଇବର ଠକ। ଫେସବୁକ,…
Read More...

ସାବଧାନ! ସାଇବର ଠକଙ୍କ ନୂଆ ଚାଲ୍‌: ବିଏସଏନଏଲ୍‌ ନାଁରେ ଆସୁଛି କି ଏଭଳି ନୋଟିସ୍‌

ବାଲେଶ୍ୱର: ଲୋକଙ୍କୁ ଠକିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି ସାଇବର ଠକ । ଗୋଟିଏ ଗୋଟିଏ ଠକେଇକୁ ନେଇ ଲୋକମାନେ ସଚେତନ ହେଉଥିବା ବେଳେ ଠକମାନେ ପୁଣି ନୂଆ ଉପାୟ ଆପଣାଇ ଠକେଇର ଜାଲ ଏଭଳି ବିଛାଉଛନ୍ତି ଯେ ଲୋକେ ସେଥିରେ…
Read More...

ଏସ୍‌‌ଏମ୍‌‌ଏସ୍‌‌ ଠକେଇରେ ସରକାରଙ୍କ ବଡ ଆକ୍ସନ: ବ୍ଲାକଲିଷ୍ଟରେ ୮କମ୍ପାନୀ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଏସ୍‌‌ଏମ୍‌‌ଏସ୍‌‌ ମାଧ୍ୟମରେ ଠକେଇ ମାମଲା ବଢିବାରେ ଲାଗିଛି। ଏହି ଠକେଇ ଉପରେ କଟକଣା ଲଗାଇବାକୁ ଆକ୍ସନ ମୋଡରେ ସରକାର। ଗତ ୩ମାସ ମଧ୍ୟରେ ୧୦ହଜାରରୁ ଅଧିକ ଠକେଇ ମାମଲା ପଛରେ…
Read More...

ଭୁଲରେ ବି ଏହି ନମ୍ବରରୁ କଲ ଆସିଲେ ରିସିଭ୍‍ କରନ୍ତୁ ନାହିଁ, ଆକାଉଣ୍ଟ ହେଇଯିବ ଖାଲି

ଡେସ୍କ: ଯଦି ଆପଣଙ୍କ ପାଖକୁ କୌଣସି ଅଜଣା ନମ୍ବରରୁ ଭିଡ଼ିଓ କିମ୍ବା +୮୪, +୬୨, +୬୦ ନମ୍ବରରୁ କଲ ଆସୁଛି ତେବେ ସାବଧାନ ହୋଇଯାଆନ୍ତୁ । ଏହାକୁ ରିସିଭ୍‍ କରିବାର କୌଣସି ଆବଶ୍ୟକତା ନାହିଁ । ଏହିପରି କଲ୍‍ ଆପଣଙ୍କୁ…
Read More...

ଲୋଭ ଦେଖାଇ ୬୫ ହଜାର ଟଙ୍କା ନେଇଗଲା ସାଇବର ଠକ

ପାଟଣା : ଘଟଗାଁ ବ୍ଲକ ମନୋହରପୁର ଗ୍ରାମର କ୍ଷୀରୋଦ କୁମାର ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ୪୯୯୯ ଟଙ୍କା ର ଲୋଭ ଦେଖାଇ ସାଇବର ଠକ ତାଙ୍କ ବ୍ୟାଙ୍କ ଜମାଖାତା ରୁ ୬୫ ହଜାର ଟଙ୍କା ଠକି ନେଇଛି । କ୍ଷୀରୋଦଙ୍କ ମୋବାଇଲକୁ…
Read More...

ସାଇବର ଅପରାଧ : ଭଡ଼ାରେ ଜମାଖାତା

ଝାରସୁଗୁଡ଼ା : ରୋଜଗାର କିଛି ନାହିଁ, କିନ୍ତୁ ବ୍ୟାଙ୍କ ଜମା ଖାତାରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଦେଣନେଣ ଓ ସେ ଜରିଆରେ ମୋଟା ଅଙ୍କର ଲାଭ । ଏମିତି ଉପୁରି ରୋଜଗାର କରୁଥିବା ଦୁଇ ଯୁବକଙ୍କୁ ଝାରସୁଗୁଡ଼ା ପୁଲିସ ଗିରଫ…
Read More...

ବଢ଼ୁଛି ସାଇବର ଠକେଇ : ଟାର୍ଗେଟରେ ବେକାର ଯୁବକଯୁବତୀ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢ଼ି ଚାଲିଛି। କରୋନା ମହାମାରୀ ପାଇଁ ଲୋକେ ଜୀବନ ଜୀବିକା ପାଇଁ ଛଟପଟ ହେଉଥିବାବେଳେ ଏହାର ସୁଯୋଗ ନେଇ ସାଇବର ଅପରାଧୀମାନେ ମାତିଛନ୍ତି। ବିଭିନ୍ନ ଲୋକଙ୍କୁ ରାତାରାତି…
Read More...

ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ୯୭ କୋଟି ଅତିକ୍ରମ କରିବ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା, ଦ୍ରୁତ ଗତିରେ ବୃଦ୍ଧି…

ନୂଆଦିଲ୍ଲୀ : ଦେଶରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୦ ମସିହାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ୭୦ କୋଟିକୁ ବୃଦ୍ଧି ପାଇଛି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ସଂଖ୍ୟା…
Read More...

ଅନ୍ ଲାଇନ ଗେମରେ ୧୧୦୦ କୋଟି ଟଙ୍କା ଠକେଇ; ଚୀନ ନାଗରିକ ସମେତ ୪ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଚୀନରୁ ନିୟନ୍ତ୍ରିତ ହେଉଥବା ଏକ ବଡ଼ ଠକେଇର ରହସ୍ୟ ଉନ୍ମୋଚନ କରିଛନ୍ତି । ସୂଚନା ଅନୁସାରେ ଜଣେ ଚୀନା ନାଗରିକଙ୍କ ଇଙ୍ଗିତରେ କୋଟି କୋଟି ଟଙ୍କା କାରବାର ହେଉଥିଲା । ଅନଲାଇନ୍…
Read More...