Browsing Tag

Covid-19

କେଜ୍ରିୱାଲଙ୍କର ହେଲା କରୋନା ପରୀକ୍ଷା, ଆସନ୍ତା କାଲି ଆସିପାରେ ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କରୋନା ପରୀକ୍ଷା କରାଯାଇଛି। ମଙ୍ଗଳବାର ତାଙ୍କ ଘରୁ ଏକ ଡାକ୍ତରୀ ଟିମ୍‌ ନମୁନା ସଂଗ୍ରହ କରି ନେଇଛନ୍ତି। ଆସନ୍ତା କାଲି ରିପୋର୍ଟ ଆସିବ ବୋଲି କୁହାଯାଉଛି।…
Read More...

ଭବାନୀପାଟଣାରେ ୨ କରୋନା ସଂକ୍ରମିତ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣାରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନେ ଲାଞ୍ଜିଗଡ଼ ବ୍ଲକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ବାରେଣ୍ଟାଇନରେ ଥିଲେ। ସେମାନେ ତାମିଲନାଡୁରୁ ଫେରିବା ପରେ ୨୮…
Read More...

୨୪ ଘଣ୍ଟାରେ ୯୯୮୭ ନୂଆ ସଂକ୍ରମିତ ଚିହ୍ନଟ, ୨୬୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୬୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟାକୁ ମିଶାଇଲେ…
Read More...

ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ୫୪ ହଜାର, ରେଡ କ୍ରସକୁ ୨୦ ହଜାର ଟଙ୍କା…

ମୁରିବାହାଲ : ମୁରିବାହାଲ ବ୍ଲକ ଅଙ୍ଗନବାଡି କର୍ମୀ ଓ ସହାୟିକା  ସଂଘ ପକ୍ଷରୁ  ସିଡିପିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ଓ ରେଡକ୍ରସକୁ ସହାୟତା ପ୍ରଦାନ କରାଯାଇଛି । ମୁରିବାହାଲ ବ୍ଲକର ସମସ୍ତ ୧୯୮ଜଣ …
Read More...

ନୂଆପଡା ଜିଲାରେ ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ଖଡିଆଳ : ନୂଆପଡା ଜିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସାଧାରଣ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗବାର ନୂଆପଡା ଜିଲାରେ ପୁଣି ୨୨ ଜଣଙ୍କୁ…
Read More...

କୋଭିଡ୍‌-୧୯: ମୋଟ ନମୁନା ପରୀକ୍ଷଣ ୧,୫୨,୧୩୧; ପଜିଟିଭ୍‌ ଚିହ୍ନଟ ୧୯୪୮, ସୁସ୍ଥ ୧୧୨୬

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୫୨,୧୩୧ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୯୪୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୧୨୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ…
Read More...

କୋଭିଡ୍‌-୧୯ ମୋଟ ପରୀକ୍ଷଣ ୧,୩୯,୩୧୧: ପଜିଟିଭ୍‌ ୧୬୬୦, ସୁସ୍ଥ ୮୮୬

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୩୯,୩୧୧ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ୮୮୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ…
Read More...

ମୁରିବାହାଲ ବ୍ଲକରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ମୁରିବାହାଲ : ମୁରିବାହାଲ ବ୍ଲକର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ସୋମବାର ଦିନ ୧୧ଟା ସୁଦ୍ଧା ୭୦୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି। ପ୍ରବାସୀ ଶ୍ରମିକମାନଙ୍କୁ ଯାହାର ସାତ ଦିନରୁ ଅଧିକ ହୋଇଛି।…
Read More...

ମହାରାଷ୍ଟ୍ରରେ ୫୦ ହଜାର ପାର୍‌ ହେଲା କରୋନା, ପଶ୍ଚିମବଙ୍ଗରେ ମୃତ୍ୟୁ ହାର ସର୍ବାଧିକ ୭.୪୧%

ମୁମ୍ବଇ: ମହାମାରୀ କରୋନା ଭୂତାଣୁ ଯୋଗୁ ମହାରାଷ୍ଟ୍ର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଦେଶର ଏକ ତୃତୀୟାଂଶରୁ ଅଧିକ ରୋଗୀ କେବଳ ଏହି ଗୋଟିଏ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ କରୋନା ରୋଗୀ ସଂଖ୍ୟା ୫୦…
Read More...

କରୋନା: ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୬୯୭୭ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ମୃତ୍ୟୁ ସଂଖ୍ୟା ସୋମବାର ୪ ହଜାର ଅତିକ୍ରମ କରି ୪୦୨୧ରେ ପହଞ୍ଚିଛି। ସେହିପରି ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ…
Read More...