Browsing Tag

Covid-19

ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ ମୋଟ ୧,୨୩,୮୩୪ ନମୁନା: ପଜିଟିଭ୍‌ ୧୩୩୫, ସୁସ୍ଥ ହେଲେଣି ୫୫୦

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୩୩୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫୫୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଅର୍ଥାତ୍ ଡାକ୍ତରଖାନାରୁ ଫେରିଛନ୍ତି ଏବଂ ୭ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ…
Read More...

କରୋନା ସଂକ୍ରମଣରେ ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଜେ.ଏନ୍ ପାଣ୍ଡେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସେ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ…
Read More...

ପୁଲିସ, ଅର୍ଦ୍ଧସାମରିକ ବଳ, ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧୀ ଯୁଦ୍ଧର ଆଗଧାଡ଼ିରେ ଛିଡ଼ା ହୋଇଥିବା ଯୋଦ୍ଧାମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଦିଆଯିବ। କରୋନା ଡ୍ୟୁଟିରେ ମୁତୟନ ପୁଲିସ କର୍ମଚାରୀ, ଅର୍ଦ୍ଧସାମରିକ ବଳ ଏବଂ କଣ୍ଟେନମେଣ୍ଟ…
Read More...

ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୬୬୫୪ ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୩୭୨୦

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୬୫୪ ନୂଆ ସଂକ୍ରମିତ ଚିହ୍ନଟ…
Read More...

ରାଜ୍ୟରେ ୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୧୧୮୯କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଶୁକ୍ରବାର ପୁଣି ୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏହି ୮୬ ଜଣଙ୍କ ମଧ୍ୟରୁ ୮୦ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ…
Read More...

କୋଭିଡ୍‌ ନିୟମ ଉଲଙ୍ଘନ: ୨୪ଘଣ୍ଟାରେ ୮ମାମଲା, ବନ୍ଧା ହେଲେ ୨୪

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୨୦ରୁ ମଇ ୨୧ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌…
Read More...

୨୪ ଘଣ୍ଟାରେ ୫୬୦୯ ସଂକ୍ରମିତ ଚିହ୍ନଟ, ୧୩୪ ରୋଗୀଙ୍କ ମୃତ୍ୟୁ: ଜାଣନ୍ତୁ, କେଉଁ ରାଜ୍ୟରେ କେତେ ଆକ୍ରାନ୍ତ ଓ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଗୁରୁବାର ୧ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ…
Read More...

୫୧ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର: ରାଜ୍ୟରେ ଗୁରୁବାର ଚିହ୍ନଟ ହୋଇଥିବା ୫୨ ନୂଆ କରୋନା ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହି ସଂକ୍ରମିତମାନଙ୍କ ମଧ୍ୟରୁ ନୟାଗଡ଼ ଏବଂ କଳାହାଣ୍ଡି ଜିଲାର ୧୧ ଜଣ ଲେଖାଏ ରୋଗୀ…
Read More...

ଓଡ଼ିଶାରେ ୧୧୦୦ ଟପିଲା କରୋନା: ୫୧ ନୂଆ ସଂକ୍ରମିତ ଚିହ୍ନଟ, ଆଉ ଜଣେ ମୃତ

ଭୁବନେଶ୍ଵର: ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବୁଧବାର ଏହି ସଂଖ୍ୟା ୧ ହଜାର ଅତିକ୍ରମ କରିଥିଲାବେଳେ ଗୁରୁବାର ୧୧୦୦ ପାର୍‌ ହୋଇଛି। ରାଜ୍ୟରେ ଗୁରୁବାର ୫୧ ନୂଆ ସଂକ୍ରମିତ ଚିହ୍ନଟ…
Read More...

ଓଡ଼ିଶାରେ ୧ ହଜାର ଟପିଲେ କରୋନା ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ବୁଧବାର ୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ମୋଟ ୧୦୫୨ ଜଣ ଏହି ମହାମାରୀ ଭୂତାଣୁରେ  ସଂକ୍ରମିତ ହୋଇଛନ୍ତି।…
Read More...