Browsing Tag

Covid-19

ଲକ୍ଷେ ଟପିଲା ଓଡ଼ିଶାରେ କୋଭିଡ୍‌-୧୯ ପରୀକ୍ଷଣ; ମୋଟ ପଜିଟିଭ୍‌ ୯୭୮, ସୁସ୍ଥ ୩୦୭

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କୋଭିଡ-୧୯ ପରୀକ୍ଷଣ ଏକ ଲକ୍ଷ ଟପିଥିବାରୁ ଖୁସୀ ପ୍ରକଟ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କୋଭିଡ-୧୯ ପରୀକ୍ଷଣ ସଂଖ୍ୟା ବୃଦ୍ଧି…
Read More...

ଓଡ଼ିଶାରେ ୧୦୨ ନୂଆ ସଂକ୍ରମିତ ଚିହ୍ନଟ, ରୋଗୀ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ଵର: ଓଡ଼ିଶାରେ କରୋନା ଭୂତାଣୁ ଚିନ୍ତା ବଢ଼ାଇଛି। ରାଜ୍ୟରେ ମଙ୍ଗଳବାର ୧୦୨ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ନିକଟତର ହୋଇଛି। ଏବେ ମୋଟ ୯୭୮ ଜଣ ସଂକ୍ରମିତ ଚିହ୍ନଟ…
Read More...

କାୟା ବିସ୍ତାର କରି ଚାଲିଛି କରୋନା: ଭାରତରେ ୧ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୩୧୬୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ମଙ୍ଗଳବାର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ବେଗ କମ୍‌ ଥିଲେ ହେଁ ଏହି ଭୂତାଣୁ ଦ୍ବାରା…
Read More...

କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ଘଣ୍ଟାରେ ୮ ମାମଲା, ୪୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମେ’ ୧୭ରୁ ୧୮ ତାରିଖ ସକାଳ ୨୪ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ…
Read More...

କନ୍ଧମାଳକୁ ଡେଇଁଲା କରୋନା, ୨୩ ଜିଲା ପ୍ରଭାବିତ

ଭୁବନେଶ୍ବର: ରାଜ୍ୟରେ ଆଉ ଏକ ଜିଲା କରୋନା ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଛି। ମହାମାରୀ କରୋନା ଭୂତାଣୁ କନ୍ଧମାଳ ଜିଲାକୁ ଡେଇଁଛି। ସୋମବାର ରାଜ୍ୟରେ ୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୨ ଜଣ…
Read More...

ରାଜ୍ୟରେ ଆଉ ୪୮ ସଂକ୍ରମିତ ଚିହ୍ନଟ, ରୋଗୀ ସଂଖ୍ୟା ୮୭୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ୪୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସୋମବାର ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ନୂଆ ୪୮ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ…
Read More...

ଚାକିରି ଛାଡ଼ି ମଣିପୁର ଫେରିଲେ ୧୮୫ ନର୍ସ

କଲକାତା: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ୨୪୬୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟର ରାଜଧାନୀ କଲକାତା ଏହା…
Read More...

ଭାରତରେ କରୋନା: ୮୫ ହଜାର ୯୪୦ ଆକ୍ରାନ୍ତ, ୨୪ ଘଣ୍ଟାରେ ୧୦୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୫ ହଜାର ୯୪୦ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨୭୫୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ…
Read More...

ଆମେରିକାର ପ୍ଲାନ-୧୮: ଭାରତ ସହ ମିଶି ଚୀନକୁ ଶିକ୍ଷା ଦେବାକୁ ଯୋଜନା

ୱାଶିଂଟନ: କରୋନା ସଂକ୍ରମଣ ସହିତ ଲଢୁଥିବା ଆମେରିକାରେ ଚୀନ ବିରୋଧୀ ଆକ୍ରୋଶ ଚରମ ସ୍ତରରେ ପହଞ୍ଚିଛି। ଭାରତ ସହିତ ମିଶି ଚୀନକୁ ଶିକ୍ଷା ଦେବା ଲାଗି ଆମେରିକା ଯୋଜନା କରିଛି। ଏଥିପାଇଁ ପ୍ଲାନ-୧୮ ପ୍ରସ୍ତୁତ କରିଛି…
Read More...

ପୁରୀ ଜିଲାରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତ କଣାସର, ସୁରତରୁ ଫେରି କ୍ବାରେଣ୍ଟାଇନରେ ଥିଲେ

ପୁରୀ: ପୁରୀ ଜିଲାରେ ଶୁକ୍ରବାର ଚିହ୍ନଟ ହୋଇଥିବା ୧୦ କରୋନା ଆକ୍ରାନ୍ତ କଣାସ ବ୍ଲକର। ସେମାନେ ସମସ୍ତେ ସୁରତ ଫେରନ୍ତା। ସୁରତରୁ ଫେରିବା ପରେ ସେମାନେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ବାରେଣ୍ଟାଇନରେ ରହିଥିଲେ।…
Read More...