Browsing Tag

Covid-19

ଘ୍ରାଣ ଶକ୍ତି କମିଲେ ଓ ଖାଦ୍ୟର ସ୍ବାଦ ପରଖି ନ ପାରିଲେ କରିବାକୁ ପଡ଼ିପାରେ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭୂତାଣୁର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଥଣ୍ଡା, କାଶ, ଜ୍ବର, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଦି କରୋନାର ଲକ୍ଷଣ ବୋଲି କୁହାଯାଇଛି। କିନ୍ତୁ ଏବେ ଅନେକ ମାମଲାରେ ଦେଖାଯାଉଛି…
Read More...

ଭାରତରେ କରୋନା: ୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୩୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ସକାଳ ସାଢ଼େ ୯ଟା ସୁଦ୍ଧା​‌ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୫୭୯ରେ ପହଞ୍ଚିଥିବାବେଳେ…
Read More...

ବିଧାୟକଙ୍କ ମୁଣ୍ଡ ନେଲା କରୋନା; ଜନ୍ମଦିନରେ ଆଖି ବୁଜିଲେ

ଚେନ୍ନାଇ: କରୋନା ଭୂତାଣୁ ଜଣେ ବିଧାୟକଙ୍କ ମୁଣ୍ଡ ନେଇଛି। ତାମିଲନାଡୁର ଡିଏମକେ ବିଧାୟକ ଜେ. ଆନବାଝାଗନ କରୋନାରେ ଆକ୍ରାନ୍ତ ଥିବାବେଳେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି। ନିଜ ଜନ୍ମ ଦିନରେ ବିଧାୟକ ଜଣକ ଆରପାରିକୁ…
Read More...

ଏବେ ଲଢ଼େଇର ବେଳ ନୁହଁ, ଉପରାଜ୍ୟପାଳଙ୍କ ଆଦେଶ ପାଳନ କରାଯିବ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ କେବଳ ଦିଲ୍ଲୀର କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଉପରାଜ୍ୟପାଳ ନିଜର ଭିଟୋ କ୍ଷମତା ବଳରେ ରଦ୍ଦ କରିଦେଇଥିଲେ। ଦିଲ୍ଲୀରେ ଥିବା…
Read More...

ମହାରାଷ୍ଟ୍ରରେ ୯୦ ହଜାର ଡେଇଁଲା କରୋନା: ଜାଣନ୍ତୁ, କେଉଁ ରାଜ୍ୟରେ କେତେ ସଂକ୍ରମିତ ଓ କେତେ ମୃତ ?

ମୁମ୍ବଇ: ମହାରାଷ୍ଟ୍ର ଦେଶର କରୋନା କ୍ୟାପିଟାଲରେ ପରିଣତ ହୋଇଛି। ଏଠାରେ କରୋନା ସଂକ୍ରମିତ ଏବଂ ମୃତୁ୍ୟ ସଂଖ୍ୟା ସବୁଠୁ ଅଧିକ। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଡେଇଁଛି। ବୁଧବାର ସୁଦ୍ଧା ରାଜ୍ୟରେ ୯୦…
Read More...

ରାଜ୍ୟରେ ୧୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା ୩୨୫୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବୁଧବାର ଆଉ ୧୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନେ ୧୭ଟି ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…
Read More...

୨୪ ଘଣ୍ଟାରେ ୯୯୮୫ ନୂଆ ସଂକ୍ରମିତ ଚିହ୍ନଟ, ୨୭୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବୁଧବାର ସକାଳ ସାଢ଼େ ୯ଟା ସୁଦ୍ଧା​‌ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା…
Read More...

ଜୁଲାଇ ସୁଦ୍ଧା ଦିଲ୍ଲୀରେ କରୋନା ୫.୫ ଲକ୍ଷ ଟପିବ: ଶିଶୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଯଦି ଏହି ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ, ତେବେ ଆଗାମୀ ଜୁଲାଇ ଶେଷ ସୁଦ୍ଧା ଏଠାରେ କରୋନା…
Read More...

କେଜ୍ରିୱାଲ ସରକାରକୁ କୋର୍ଟକୁ ଟାଣିଲା ୨ ବର୍ଷର ଶିଶୁ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହା ଭିତରେ ସମସ୍ତ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହୋଇଯାଇଛି। ବଜାରଠାରୁ ଆରମ୍ଭ କରି ମଲ୍‌ ପର୍ଯ୍ୟନ୍ତ ଏବଂ…
Read More...

ସମସ୍ତ ପ୍ରବାସୀଙ୍କୁ ୧୫ ଦିନ ଭିତରେ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ…
Read More...