Browsing Tag

Covid-19

୨୯ ସିଆରପିଏଫ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ) ଯବାନମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସିଆରପିଏଫର ପୁଣି ୨୯ ଯବାନ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସୋମବାର ଜଣାପଡ଼ିଛି।…
Read More...

କରୋନା ଭୟ: ଏସିଡ୍‌ ପିଇ ଆଇଆରଏସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହେଉନାହିଁ, ଯେଉଁଥିପାଇଁ ଅନେକଙ୍କ ଜୀବନହାନି ହେଉଛି। କେତେକ ସ୍ଥାନରେ କରୋନା ଭୟରେ ଲୋକେ ଆତ୍ମହତ୍ୟା କରିବାକୁ ପଛଉ ନାହାନ୍ତି। ଦେଶରେ ଏପରି ଅନେକ ଘଟଣା…
Read More...

ଭାରତରେ କରୋନା: ଦିନକରେ ୧୧ ହଜାର ୫୦୨ ସଂକ୍ରମିତ, ୩୨୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଚିନ୍ତା ବଢ଼ାଉଛି। ଏବେ ପ୍ରତିଦିନ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୧୧ ହଜାର ୫୦୨ ନୂଆ…
Read More...

କରୋନା ଟେଷ୍ଟିଂ ବୃଦ୍ଧି ପାଇଁ ଆଇସିଏମଆର ନିୟମ ବଦଳାଇବାକୁ କେନ୍ଦ୍ରକୁ ଚିଠି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ଏହାର ପରୀକ୍ଷା ମଧ୍ୟ ବଢ଼ାଇବା ଜରୁରୀ ହୋଇପଡ଼ିଛି। ଦିଲ୍ଲୀରେ କରୋନା ଟେଷ୍ଟିଂ କମ୍‌ ଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ଏହି…
Read More...

ଏଚସିକ୍ୟୁ ଓ ଆଜିଥ୍ରୋମାଇସିନ ଔଷଧ ମିଶ୍ରଣରେ କରୋନା ଚିକିତ୍ସାର ସମୀକ୍ଷା କରୁଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ନୂଆ ପନ୍ଥା ଅବଲମ୍ବନ କରିବାକୁ ଯୋଜନା ରଖିଛନ୍ତି। ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ(ଏଚସିକ୍ୟୁ) ଏବଂ ଆଣ୍ଟି-ବାୟୋଟିକ ଆଜିଥ୍ରୋମାଇସିନ…
Read More...

ଚିନ୍ତା ବଢ଼ାଉଛି କରୋନା; ୧୧ ହଜାର ଟପିଲା ଦୈନିକ ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର ହୋଇଥିବା​‌ବେଳେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। ଶନିବାର ସକାଳ ସୁଦ୍ଧା…
Read More...

ବିଶ୍ବରେ କରୋନା ସଂକ୍ରମିତ ସଂଖ୍ୟା ୭୬ ଲକ୍ଷ ନିକଟତର; ବ୍ରିଟେନକୁ ପଛରେ ପକାଇ ୪ର୍ଥ ସ୍ଥାନକୁ ଉଠିଲା ଭାରତ

ୱାଶିଂଟନ: ସାରା ବିଶ୍ବରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ନିକଟତର ହୋଇଛି। ବର୍ତ୍ତମାନ ୭୫ ଲକ୍ଷ ୯୭ ହଜାର ୩୪୧ ଜଣ ଏହି ମହାମାରୀ…
Read More...

ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ କରୋନ୍ତାରେ ଆକ୍ରାନ୍ତ

ମୁମ୍ବଇ: ଏନସିପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ମୁଣ୍ଡେଙ୍କୁ ମିଶାଇ ଉଦ୍ଧବ ଠାକରେ ସରକାରର ମୋଟ ୩ ଜଣ ମନ୍ତ୍ରୀ ଏହି ମହାମାରୀ…
Read More...

ଭାରତରେ ୩ ଲକ୍ଷ ନିକଟତର କରୋନା: ଦିନକରେ ୩୯୬ ମୃତ, ୧୦୯୫୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଧୀରେ ଧୀରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରୁଛି। କିଛିଦିନ ଧରି ଦୈନିକ ୮ରୁ ୯ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲାବେଳେ ଶୁକ୍ରବାର ଏହା ୧୦ ହଜାର ଅତିକ୍ରମ କରିଛି। ଅର୍ଥାତ ଗତ ୨୪…
Read More...

ଶେଲ୍‌ଟର ହୋମ୍‌ର ୩୫ ଶିଶୁଙ୍କୁ କରୋନା, ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ: ଚେନ୍ନାଇର ରାୟପୁରମସ୍ଥିତ ଏକ ସରକାରୀ ଶେଲଟର ହୋମ୍‌ରେ ୩୫ ଶିଶୁ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ଶିଶୁମାନଙ୍କର କରୋନା ପରୀକ୍ଷା କରାଯିବା ପରେ ସମସ୍ତ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଏକ…
Read More...