www.samajalive.in
Saturday, December 6, 2025
14.1 C
Bhubaneswar

୨୪ ଘଣ୍ଟାରେ ୯୯୮୭ ନୂଆ ସଂକ୍ରମିତ ଚିହ୍ନଟ, ୨୬୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୬୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୫୯୮ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୭୪୬୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୯ ହଜାର ୯୧୭ ଜଣ ଚିକିତ୍ସାଧୀନ ଥିବାବେଳେ ୧ ଲକ୍ଷ ୨୯ ହଜାର ୨୧୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ                  ସଂକ୍ରମିତ              ମୃତ

ମହାରାଷ୍ଟ୍ର                  ୮୮,୫୨୯               ୩୧୬୯

ତାମିଲନାଡୁ               ୩୩,୨୨୯               ୨୮୯

ଦିଲ୍ଲୀ                      ୨୯,୯୪୩               ୮୭୪

ଗୁଜରାଟ                 ୨୦,୫୭୪               ୧୨୮୦

ଉତ୍ତରପ୍ରଦେଶ            ୧୦୯୪୭                  ୨୮୩

ରାଜସ୍ଥାନ                  ୧୦୮୭୬                  ୨୪୬

ମଧ୍ୟପ୍ରଦେଶ               ୯୬୩୮                  ୪୧୪

ପଶ୍ଚିମବଙ୍ଗ                ୮୬୧୩                  ୪୦୫

କର୍ଣ୍ଣାଟକ                  ୫୭୬୦                  ୬୪

ବିହାର                     ୫୨୪୭                   ୩୧

ହରିୟାଣା                  ୪୮୫୪                  ୩୯

ଆନ୍ଧ୍ରପ୍ରଦେଶ              ୪୮୧୩                  ୭୫

ଜାମ୍ମୁକାଶ୍ମୀର             ୪୨୮୫                  ୪୫

ତେଲେଙ୍ଗାନା             ୩୭୪୨                  ୧୪୨

ଓଡ଼ିଶା                     ୩୧୪୦                  ୧୧

ଆସାମ                   ୨୮୩୬                  ୪

ପଞ୍ଜାବ                    ୨୬୬୩                  ୫୩

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories