MEllora 950×100
Browsing Tag

bihar

ଧୋତି କୁର୍ତ୍ତା ପିନ୍ଧିଥିଲେ ବୋଲି ଶିକ୍ଷକଙ୍କୁ ତାଗିଦ୍‌; ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଜିଲାଧିକାରୀ

ପାଟନା: ବିହାରର ଲଖିସରାଇର ଜିଲାଧିକାରୀ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ତାଙ୍କ ବେଶଭୂଷା ପାଇଁ ତାଗିଦ୍‌ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। କିଛି ଇଣ୍ଟରନେଟ୍ ବ୍ୟବହାରକାରୀ…
Read More...

୨୦୨୦ ବିହାର ନିର୍ବାଚନରେ ଭାଜପାର ଖର୍ଚ୍ଚ ୭୧.୭୩ କୋଟି ; ତାରକା ପ୍ରଚାରକଙ୍କ ବିମାନ ଭଡା ୨୪ କୋଟି

ନୂଆଦିଲ୍ଲୀ: ୨୦୨୦ରେ ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତାହାର ତାରକା ପ୍ରଚାରକଙ୍କ ପାଇଁ ୨୪.୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଜେ ପି ନଡ୍ଡା, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ସୁଶିଲ…
Read More...

ମାଛ ଜାଲରେ ଫସିଲା କୁମ୍ଭୀର

ବିହାର : ବିହାରର କଟିହାରରେ ଗଙ୍ଗା ନଦୀର ଶାଖା ନଦୀ ଛାରନରେ କେଉଟମାନେ ମାଛ ଧରିବା ପାଇଁ ଜାଲ ପକାଇଲେ। ମାତ୍ର ସେଥିରେ ମାଛ ବଦଳରେ ଏକ କୁମ୍ଭୀର ଫସିଛି। ଜାଲରେ କୁମ୍ଭୀର ଫସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ…
Read More...

ବିହାରରେ ମାଗଣା ଟିକା

ପାଟନା: ବିହାର ସରକାର ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ଦେବେ। ଏ ନେଇ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ…
Read More...

ବିହାରରେ ଜାରିହେଲା ରାତ୍ରିକାଳୀନ କର୍ଫ୍ୟୁ : ବନ୍ଦ ରହିବ ସ୍କୁଲ, କଲେଜ, ଧାର୍ମିକ ସ୍ଥଳ

ପାଟନା: କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବିହାର ସରକାର ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ସମୁଦାୟ ରାଜ୍ୟରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ…
Read More...

ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କ ସମେତ ୨ ଜଣଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼

ସହର୍ସା: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ଦିନ ଦ୍ୱିପ୍ରହରରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିହାରର ସହର୍ସା ଜିଲ୍ଲାରେ ଶନିବାର ଦିନ ଦ୍ୱିପ୍ରହରେ କିଛି ଦୁର୍ବୃତ୍ତ…
Read More...

ବିହାରରେ ବିଜେପି ମୁଖପାତ୍ରଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାରର ମୁଙ୍ଗେର ଅଞ୍ଚଳରେ ଜଣେ ବିଜେପି ନେତାଙ୍କୁ ଗୁଳିମାଡ଼ ହୋଇଛି। ବୁଧବାର ମୁଙ୍ଗେରସ୍ଥିତ ଇଭନିଂ କଲେଜ ନିକଟରେ ଦୁର୍ବୃତ୍ତମାନେ ବିଜେପି ମୁଖପାତ୍ର ଡା. ଅଜଫର ଶାମ୍‌ସୀଙ୍କୁ ଗୁଳିମାଡ଼ କରିଛନ୍ତି।…
Read More...

ଲକ୍‌ଡାଉନରେ ବାପାଙ୍କୁ ସାଇକେଲରେ ବସାଇ ୧୨୦୦ କି.ମି. ଯାତ୍ରା କରିଥିଲେ ଜ୍ୟୋତି, ଏବେ ହେଲେ ନିଶାମୁକ୍ତି ଅଭିଯାନର…

କରୋନା ସମୟରେ ଲକଡାଉନ ଜାରି ହୋଇଥିବାବେଳେ ବିହାରର ୧୫ ବର୍ଷୀୟା ଝିଅ ଜ୍ୟୋତି କୁମାରୀଙ୍କୁ ନେଇ କେବଳ ଦେଶ ନୁହେଁ, ବିଦେଶରେ ବି ଚର୍ଚ୍ଚା ଜୋର ଦରିଥିଲା। ଜ୍ୟୋତି ନିଜ ରୋଗାକ୍ରାନ୍ତ ବାପାଙ୍କୁ ସାଇକେଲରେ ବସାଇ…
Read More...

‘ନିତିଶ ଜଣେ ଅସହାୟ, ଅତ୍ୟନ୍ତ ଦୁର୍ବଳ ଓ କ୍ଳାନ୍ତ ମୁଖ୍ୟମନ୍ତ୍ରୀ’

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ମ୍ୟାନେଜର ରୁପେଶ କୁମାର ସିଂହ ହତ୍ୟା ମାମଲାରେ ନିତିଶ କୁମାରଙ୍କ ସରକାରକୁ ଆରଜେଡି ନେତା ତଥା ବିରୋଧୀ ଦଳ ନେତା ତେଜ୍ବସୀ ଯାଦବ କଡ଼ା ସମାଲୋଚନା କରିଛନ୍ତି। ନିତିଶ ଜଣେ ଅସହାୟ,…
Read More...

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ…
Read More...