Browsing Tag

bihar

ବିହାରରେ ବିଜେପି ମୁଖପାତ୍ରଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାରର ମୁଙ୍ଗେର ଅଞ୍ଚଳରେ ଜଣେ ବିଜେପି ନେତାଙ୍କୁ ଗୁଳିମାଡ଼ ହୋଇଛି। ବୁଧବାର ମୁଙ୍ଗେରସ୍ଥିତ ଇଭନିଂ କଲେଜ ନିକଟରେ ଦୁର୍ବୃତ୍ତମାନେ ବିଜେପି ମୁଖପାତ୍ର ଡା. ଅଜଫର ଶାମ୍‌ସୀଙ୍କୁ ଗୁଳିମାଡ଼ କରିଛନ୍ତି।…
Read More...

ଲକ୍‌ଡାଉନରେ ବାପାଙ୍କୁ ସାଇକେଲରେ ବସାଇ ୧୨୦୦ କି.ମି. ଯାତ୍ରା କରିଥିଲେ ଜ୍ୟୋତି, ଏବେ ହେଲେ ନିଶାମୁକ୍ତି ଅଭିଯାନର…

କରୋନା ସମୟରେ ଲକଡାଉନ ଜାରି ହୋଇଥିବାବେଳେ ବିହାରର ୧୫ ବର୍ଷୀୟା ଝିଅ ଜ୍ୟୋତି କୁମାରୀଙ୍କୁ ନେଇ କେବଳ ଦେଶ ନୁହେଁ, ବିଦେଶରେ ବି ଚର୍ଚ୍ଚା ଜୋର ଦରିଥିଲା। ଜ୍ୟୋତି ନିଜ ରୋଗାକ୍ରାନ୍ତ ବାପାଙ୍କୁ ସାଇକେଲରେ ବସାଇ…
Read More...

‘ନିତିଶ ଜଣେ ଅସହାୟ, ଅତ୍ୟନ୍ତ ଦୁର୍ବଳ ଓ କ୍ଳାନ୍ତ ମୁଖ୍ୟମନ୍ତ୍ରୀ’

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ମ୍ୟାନେଜର ରୁପେଶ କୁମାର ସିଂହ ହତ୍ୟା ମାମଲାରେ ନିତିଶ କୁମାରଙ୍କ ସରକାରକୁ ଆରଜେଡି ନେତା ତଥା ବିରୋଧୀ ଦଳ ନେତା ତେଜ୍ବସୀ ଯାଦବ କଡ଼ା ସମାଲୋଚନା କରିଛନ୍ତି। ନିତିଶ ଜଣେ ଅସହାୟ,…
Read More...

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ…
Read More...

୨୦ରୁ ଅଧିକ ହତ୍ୟା କରିଥିବା ସାଇକୋ କିଲର୍ ଗିରଫ, ବାପାଙ୍କ ହତ୍ୟାକାରୀକୁ ମାରିଥିଲା ୩୨ ଗୁଳି

ବିହାର ପୁଲିସ ହାତରେ ଧରାପଡ଼ିଛି ଜଣେ ସାଇକୋ କିଲର୍‌। ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ଭିତରେ ଏହି ସାଇକୋ କିଲର୍‌ ଅବିନାଶ ଶ୍ରୀବାସ୍ତବ ରହିଥିବା ପୁଲିସ ଜାଣିବାକୁ ପାଇଛି। ୨୦ରୁ ଅଧିକ…
Read More...

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦାବି

ପାଟନା: ଜନସଂଖ୍ୟା ନିୟନ୍ତ୍ରଣ ନିହାତି ଜରୁରୀ। ସାମାଜିକ ସ୍ତରରେ ସମନ୍ବୟ ରକ୍ଷା କ୍ଷେତ୍ରରେ ଜନସଂଖ୍ୟା ନିୟନ୍ତ୍ରଣ ଗୁରୁତ୍ଵପୂର୍ଣ୍ଣ। ତେଣୁ ଏଥିପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦାବି…
Read More...

ସ୍ତ୍ରୀଙ୍କୁ ଜୁଆରେ ହାରିଲେ ସ୍ବାମୀ, ଜୁଆଡ଼ିଙ୍କ ସହ ନ ଯିବାରୁ ଏସିଡ୍‌ ଢାଳିଦେଲେ

ଜୁଆ​‌ ଖେଳୁ ଖେଳୁ ଟଙ୍କା ସରିଗଲା। ପରେ ସ୍ତ୍ରୀଙ୍କୁ ଜୁଆରେ ବାଜି ଲଗାଇଦେଲେ। ଶେଷରେ ସ୍ତ୍ରୀଙ୍କୁ ବି ଜୁଆରେ ହାରିଗଲେ। କିନ୍ତୁ ସ୍ତ୍ରୀ ଜୁଆଡ଼ିଙ୍କ ସହିତ ଯିବାକୁ ମଙ୍ଗିଲେ ନାହିଁ। ଫଳରେ ସ୍ବାମୀ ତାଙ୍କ ଉପରେ…
Read More...

ବିହାର ନିର୍ବାଚନ, ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଆସନ୍ତା ମାସ ୨୮ ତାରିଖରୁ ବିହାରରେ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣନା ନଭେମ୍ବର ୧୦ରେ ହେବ। ଆଜି ନୂଆଦିଲ୍ଲୀରେ ଏ ବିଷୟ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା…
Read More...

୧୪ ମାସରେ ୮ ଝିଅଙ୍କୁ ଜନ୍ମ ଦେଇଛନ୍ତି ୬୫ ବର୍ଷୀୟ ମହିଳା, ତଦନ୍ତ ଆରମ୍ଭ

ବିହାର ମୁଜାଫରପୁରରେ ଏଭଳି ଏକ ଦୁର୍ନୀତି ସାମ୍ନାକୁ ଆସିଛି ଯେଉଁଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ ମହିଳାମାନଙ୍କୁ କନ୍ୟା ସନ୍ତାନ ପ୍ରସବ ପାଇଁ ଦିଆଯାଉଥିବା ପ୍ରୋତ୍ସାହନରେ ଜଣେ ୬୫ ବର୍ଷୀୟା ମହିଳାଙ୍କୁ…
Read More...

ଅନ୍ତିମ ସଂସ୍କାରରୁ ବ୍ୟାପିଲା କରୋନା; ୨୦ ସଂକ୍ରମିତ

ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ପ୍ରାୟ ୨୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଣୋ କରାଯାଇଛି । ଘଟଣାଟି ଘଟିଛି ବିହାରର ବିହଟା ନାମକ…
Read More...