ୟୁକ୍ରେନରେ ଏୟାର ଷ୍ଟ୍ରାଇକ, ୨୧ ମୃତ

ମସ୍କୋ: ଋଷିଆର ବେଲଗୋରୋଡ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ କରାଯାଇଥିବା ସୂଚନା ମିଳିଛି। ୟୁକ୍ରେନର ଆକ୍ରମଣରେ ୨ ଶିଶୁ ସମେତ ୧୯ ଋଷିୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଋଷିଆର ଘନ ଘନ ଏୟାରଷ୍ଟ୍ରାଇକ ପରେ ୟୁକ୍ରେନର ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବେଲଗୋରୋଡ ସହରରେ ୟୁକ୍ରେନ ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ଋଷ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.