www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାଦିଷ୍ଟ ପୋଟଳ ଚଟଣି

ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାର ଚଟଣି ଖାଇବା ପସନ୍ଦ । ତେବେ ଟମାଟୋ, ଧନିଆପତ୍ର, ପୁଦିନା ପତ୍ର ଚଟଣି ଅଧିକାଂଶ ପ୍ରସ୍ତୁତ କରନ୍ତି । ମାତ୍ର କେବେ ପୋଟଳ ଚଟଣି ପ୍ରସ୍ତୁତ କରିଛନ୍ତି କି? ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ପୋଟଳ ଚଟଣି..
ଆବଶ୍ୟକ ସାମଗ୍ରୀ
ପୋଟଳ- ଆବଶ୍ୟକ ପରିମାଣରେ
ଅଳ୍ପ କିଛି ରସୁଣ ପାଖୁଡା
କଞ୍ଚା ଲଙ୍କା- ୨ଟି
ଲେମ୍ବୁ ରସ – ୨ ଚାମଚ
ପୁଦିନା ପତ୍ର -ଅଳ୍ପ
ସୋରିଷ ତେଲ
ଲୁଣ- ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୋଟଳକୁ ଦୁଇ ଫାଳ କରି କାଟି ଦିଅନ୍ତୁ । ଏବେ ତାର ଜାଲି ଉପରେ ପୋଟଳରେ ଅଳ୍ପ କିଛି ତେଲ ଲଗାଇ ଗ୍ୟାସରେ ଭଲ ଭାବେ ପୋଡି ଦିଅନ୍ତୁ । ଏବେ ଏହାକୁ ଅଳ୍ପ ଥଣ୍ଡା କରିବା ପରେ ଏଥିରେ ଲୁଣ, କଞ୍ଚାଲଙ୍କା, ରସୁଣ, ପୁଦିନା ପତ୍ର ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏବେ ଏଥିରେ ଅଳ୍ପ ସୋରିଷ ତେଲ ପକାଇ ଭଲ ଭାବେ ପେଷି ଦିଅନ୍ତୁ । ପେଷିବା ପରେ ଏକ ପାତ୍ରକୁ କାଢି ଏହା ଉପରେ ଅଳ୍ପ ଲେମ୍ବୁ ରସ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପୋଟଳ ଚଟଣି ।

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ମହାସଂଯୋଗ ; ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାକୁ ମିଳିବ ନୂଆ ଚାକିରି, ସନ୍ତାନ ସୁଖ..

ହୃଦୟବିଦାରକ.. ଦେଖନ୍ତୁ ଭିଡିଓ; ବିବାହ ବାର୍ଷିକୀରେ ନାଚୁ ନାଚୁ ଚାଲିଗଲା ଜୀବନ

- Advertisement -

ଦେଖନ୍ତୁ ଭିଡିଓ ; ରୋଷେଇ ଘରେ ପଶିଲା ସିଂହ, ଆଉ ତା’ପରେ..

ଖୁସି ଖବର; କମିଲା ସୁନା ଦାମ୍‌, ଜାଣନ୍ତୁ କେତେ

ଏୟାରଟେଲ୍‌ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories