ହୃଦୟବିଦାରକ.. ଦେଖନ୍ତୁ ଭିଡିଓ; ବିବାହ ବାର୍ଷିକୀରେ ନାଚୁ ନାଚୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବରେଲୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ହସଖୁସିର ବାତାବରଣରେ କିଛି ସମୟରେ ହିଁ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ହସୁଥିବା ଚେହେରା, ଝିଲ୍‌ମିଲ୍‌ ଆଲୁଅ ଓ ଗୀତରେ ନାଚୁଥିବା ବେଳେ ହଠାତ୍‌ ଟଳି ପଡିଥିଲେ ଜଣେ ବ୍ୟବସାୟୀ । କେହି କିଛି ବୁଝିବା ଆଗରୁ ହଠାତ୍‌ ସବୁକିଛି ବଦଳି ଯାଇଥିଲା । बरेली के पीलीभीत बाईपास रोड स्थित एक मैरिज लॉन का है। … Continue reading ହୃଦୟବିଦାରକ.. ଦେଖନ୍ତୁ ଭିଡିଓ; ବିବାହ ବାର୍ଷିକୀରେ ନାଚୁ ନାଚୁ ଚାଲିଗଲା ଜୀବନ