www.samajalive.in
Wednesday, December 10, 2025
17.1 C
Bhubaneswar

ହୃଦୟବିଦାରକ.. ଦେଖନ୍ତୁ ଭିଡିଓ; ବିବାହ ବାର୍ଷିକୀରେ ନାଚୁ ନାଚୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବରେଲୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ହସଖୁସିର ବାତାବରଣରେ କିଛି ସମୟରେ ହିଁ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ହସୁଥିବା ଚେହେରା, ଝିଲ୍‌ମିଲ୍‌ ଆଲୁଅ ଓ ଗୀତରେ ନାଚୁଥିବା ବେଳେ ହଠାତ୍‌ ଟଳି ପଡିଥିଲେ ଜଣେ ବ୍ୟବସାୟୀ । କେହି କିଛି ବୁଝିବା ଆଗରୁ ହଠାତ୍‌ ସବୁକିଛି ବଦଳି ଯାଇଥିଲା ।


ଏହି ଘଟଣା ବରେଲୀର । ଜଣେ ଜୋତା ବ୍ୟବସାୟୀ ୫୦ ବର୍ଷୀୟ ୱାସିମ ସରୱାତ ନିଜ ୨୫ ତମ ବିବାହ ବାର୍ଷିକୀ ପାଳନ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ବିବାହ ମଣ୍ଡପରେ ନିଜ ସ୍ତ୍ରୀ ସହ ନୃତ୍ୟୁ ପରିବେଷଣ କରୁଥିବା ବେଳେ ସେ ନାଚୁ ନାଚୁ ହଠାତ୍‌ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଯେଉଁଥିରେ ଦେଖାଯାଉଛି ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସହ ନାଚୁ ଥିବା ବେଳେ ହଠାତ୍‌ ପଡିଯାଇଛନ୍ତି । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକେ ଏକାଠି ହୋଇ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ।

ଟାଟା ଆଣିଲା ଚକ ଥିବା ଏସି ; ମାତ୍ର ୨,୦୨୪ ଟଙ୍କା ଦେଇ ନେଇ ଆସନ୍ତୁ ଘରକୁ

- Advertisement -

ଏୟାରଟେଲ୍‌ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ମହାସଂଯୋଗ ; ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାକୁ ମିଳିବ ନୂଆ ଚାକିରି, ସନ୍ତାନ ସୁଖ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories