www.samajalive.in
Friday, December 5, 2025
20.1 C
Bhubaneswar

ଏୟାରଟେଲ୍‌ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ : ପ୍ରତ୍ୟେକ ମାସରେ ରିଚାର୍ଜ କରିବା ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଏୟାରଟେଲର ଏକ ନୂଆ ରିଚାର୍ଜ ପ୍ଲାନ୍‌ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଏହି ପ୍ଲାନ୍‌ରେ ଆପଣଙ୍କୁ ପ୍ରାୟ ୩୬୫ ଦିନ ପାଇଁ ଅସୀମିତ କଲିଙ୍ଗ୍‌ର ସୁବିଧା ମିଳି ପାରିବ। ଏଥିରେ ଲୋକାଲ୍‌ ଓ ଏସଟିଡି ଉଭୟ କଲିଙ୍ଗ୍‌ର ସୁବିଧା ରହିଛି । ଅର୍ଥାତ୍‌ ଆପଣ ଯେକୌଣସି ନେଟ୍‌ୱାର୍କରେ ବ୍ୟବହାର କରି ପାରିବେ।

ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ମାଗଣାରେ  ୩୬୦୦ଟି ଏସଏମଏସର ସୁବିଧା ମିଳି ପାରିବ । ଏଥିରେ ଇଣ୍ଟରନେଟ୍‌ର ସୁବିଧା ମଧ୍ୟ ମିଳିବ । ମାତ୍ର ଏହି ପ୍ଲାନ୍‌ରେ ବର୍ଷକ ପାଇଁ ଆପଣଙ୍କୁ ୩୦ ଜିବି ଡାଟା ମିଳିବ ।
ଯେଉଁମାନଙ୍କୁ ଅଧିକ ଡାଟାର ଆବଶ୍ୟକତା ନାହିଁ,କେବଳ କଲିଙ୍ଗ୍‌ ଓ ଏସଏମଏସ ଆବଶ୍ୟକ, ସେମାନଙ୍କ ପାଇଁ ଏହି ପ୍ଲାନ୍‌ ଏକ ଉତ୍ତମ ବିକଳ୍ପ ।

- Advertisement -

ଅଧିକ ଡାଟାର ଆବଶ୍ୟକତା ନଥିଲେ, କେବଳ କଲିଙ୍ଗ୍‌ ପାଇଁ ୩୬୫ ଦିନ ପର୍ଯ୍ୟନ୍ତ ଅସୀମିତ କଲିଙ୍ଗ୍‌ର ସୁବିଧା ସହ ଏୟାରଟେଲ୍‌ର ଶସ୍ତା ବାର୍ଷିକ ପ୍ଲାନ୍‌ ୧୮୪୯ ଟଙ୍କାରେ ମିଳିଯିବ।

ଆଉ ୨ ଦିନ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ,ସରକାରୀ ଚାକିରି, ହେବେ ମାଲାମାଲ୍‌..

ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ମହଙ୍ଗା ପଡିଲା ମାଙ୍କଡ ସହ ରିଲ୍ସ, ହେଲା ଏମିତି..

୨ ମାସର ଶିଶୁ ପୁତ୍ରକୁ ଚଟାଣରେ ପିଟି ପିଟି ହତ୍ୟା କଲା ବାପା

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories