୨ ମାସର ଶିଶୁ ପୁତ୍ରକୁ ଚଟାଣରେ ପିଟି ପିଟି ହତ୍ୟା କଲା ବାପା

ପାଟନା : ବିହାରର ପାଟନାରୁ ଏକ ଛାତିଥରା ଘଟଣା ହଇଚଇ ସୃଷ୍ଟି କରିଛି । ଘରୋଇ କଳହରୁ ଜଣେ ଯୁବକ ନିଜର ୨ ମାସର ଶିଶୁକୁ ଚଟାଣରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନାନୁସାରେ ଏହି ଘଟଣା ମସୌଢୀର ଘୋରହୁଆ ଗାଁର । ଯୁବକ ଜଣକଙ୍କର ନିଜ ପତ୍ନୀଙ୍କ ସହ କୌଣସି କାରଣରୁ କଳହ ହୋଇଥିଲା । ସେହି … Continue reading ୨ ମାସର ଶିଶୁ ପୁତ୍ରକୁ ଚଟାଣରେ ପିଟି ପିଟି ହତ୍ୟା କଲା ବାପା