ଟାଟା ଆଣିଲା ଚକ ଥିବା ଏସି ; ମାତ୍ର ୨,୦୨୪ ଟଙ୍କା ଦେଇ ନେଇ ଆସନ୍ତୁ ଘରକୁ

ନୂଆଦିଲ୍ଲୀ : ଖରାଦିନ ଆରମ୍ଭ ହୋଇଗଲାଣି। ଗରମ ଅନୁଭବ ହେବା ମାତ୍ରେ ଲୋକେ ଏସିର ଥଣ୍ଡା ପବନରେ ରହିବାକୁ ପସନ୍ଦ କରନ୍ତି। ଟାଟା କ୍ରୋମାରେ ଏଭଳି ଏସି ଉପଲବ୍ଧ, ଯାହାକୁ ଯେକୌଣସି କକ୍ଷକୁ ସହଜରେ ନେଇ ପାରିବେ। ଏଥିପାଇଁ କାନ୍ଥରେ କୌଣସି ଭଙ୍ଗାରୁଜା ମଧ୍ୟ କରିବାକୁ ପଡିବ ନାହିଁ। ଏହି ଏସିକୁ ପୋର୍ଟେବଲ୍‌ ଏସି ବୋଲି କୁହାଯାଉଛି । ଏହି ଏସିରେ ଜବରଦସ୍ତ ଥଣ୍ଡା ପବନ ସହ ଅନେକ ଆକର୍ଷଣୀୟ ଫିଚର୍‌ ମଧ୍ୟ ରହିଛି । ଏହି … Continue reading ଟାଟା ଆଣିଲା ଚକ ଥିବା ଏସି ; ମାତ୍ର ୨,୦୨୪ ଟଙ୍କା ଦେଇ ନେଇ ଆସନ୍ତୁ ଘରକୁ