ଏୟାରଟେଲ୍ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍
ନୂଆଦିଲ୍ଲୀ : ପ୍ରତ୍ୟେକ ମାସରେ ରିଚାର୍ଜ କରିବା ସମସ୍ୟାରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଏୟାରଟେଲର ଏକ ନୂଆ ରିଚାର୍ଜ ପ୍ଲାନ୍ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଏହି ପ୍ଲାନ୍ରେ ଆପଣଙ୍କୁ ପ୍ରାୟ ୩୬୫ ଦିନ ପାଇଁ ଅସୀମିତ କଲିଙ୍ଗ୍ର ସୁବିଧା ମିଳି ପାରିବ। ଏଥିରେ ଲୋକାଲ୍ ଓ ଏସଟିଡି ଉଭୟ କଲିଙ୍ଗ୍ର ସୁବିଧା ରହିଛି । ଅର୍ଥାତ୍ ଆପଣ ଯେକୌଣସି ନେଟ୍ୱାର୍କରେ ବ୍ୟବହାର କରି ପାରିବେ। ଏହି ପ୍ଲାନ୍ରେ ଉପଭୋକ୍ତାଙ୍କୁ ମାଗଣାରେ ୩୬୦୦ଟି … Continue reading ଏୟାରଟେଲ୍ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍
Copy and paste this URL into your WordPress site to embed
Copy and paste this code into your site to embed