www.samajalive.in
Sunday, December 14, 2025
17.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ବଜାରକୁ ଆସିବ ଓମଫେଡ୍‌ ବ୍ରାଣ୍ଡ୍‌ର ଚକୋଲେଟ୍‌.. ଓମଫେଡ୍‌ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା.. ୪ ମାସ ମଧ୍ୟରେ ଓମଫେଡ୍‌ ବ୍ରାଣ୍ଡ୍‌ର ପାଣି ମଧ୍ୟ ବଜାରକୁ ଆସିବ ବୋଲି କହିଲେ ବିଜୟ ଅମୃତ କୁଲାଙ୍ଗେ..

୯ ସାଇବର ଠକଙ୍କୁ ଗିରଫ କଲା ରାଉରକେଲା ପୁଲିସ.. ଓଡିଶା-ଛତିଶଗଡରୁ ଗ୍ୟାଙ୍ଗ୍‌ର ୯ ଜଣ ଗିରଫ.. ୧ କୋଟିରୁ ଅଧିକ ଟଙ୍କା ଜବତ.. ସାଇବର ଠକେଇର ମାଷ୍ଟରମାଇଣ୍ଡ୍‌ ୟୁଏଇରେ ଲୁଚିଥିବା ସୂଚନା..

- Advertisement -

ଆଇଏଏସ୍ ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର..

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର ଧଳାଜହର ଜବତ..  ଖଣ୍ଡଗିରି ନାକାଗେଟ୍‌ ଛକ ଅଞ୍ଚଳରୁ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧୫ ଗ୍ରାମ୍‌ ଧଳାଜହର ସହ ୩ ହଜାରୁ ଅଧିକ ଟଙ୍କା ଜବତ କରିଛି ଏକ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌..

କମିଲା ରେପୋ ରେଟ୍.. ୦.୨୫% ରେପୋ ରେଟ୍ କମାଇଲା ଆରବିଆଇ..

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories