www.samajalive.in
Monday, December 15, 2025
15.1 C
Bhubaneswar

ବଜାରକୁ ଆସିବ ଓମଫେଡ୍‌ ବ୍ରାଣ୍ଡ୍‌ର ଚକୋଲେଟ୍‌

ଭୁବନେଶ୍ୱର : ବଜାରକୁ ଆସିବ ଓମଫେଡ୍‌ ବ୍ରାଣ୍ଡ୍‌ର ଚକୋଲେଟ୍‌। ଏନେଇ ବୁଧବାର ଓମଫେଡ୍‌ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚକୋଲେଟ୍‌ ପ୍ଲାଣ୍ଟ ଡିପିଆର ପାଇଁ ଏନଡିଡିବିକୁ ଦାୟିତ୍ୱ ଦିଆଯାଇଛି । ୪ ମାସ ମଧ୍ୟରେ ଓମଫେଡ୍‌ ବ୍ରାଣ୍ଡ୍‌ର ପାଣି ମଧ୍ୟ ବଜାରକୁ ଆସିବ।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ବାସ୍ତୁ.. ଏହି ଦିଗକୁ ମୁଣ୍ଡ କରି ଶୋଇଲେ : ଲାଗି ରହେ ରୋଗ, ଧନର ଅଭାବ, କରଜ, ଘରେ ଅଶାନ୍ତି..

- Advertisement -

ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୁକିବା ମାତ୍ରେ ହେଲା ଏମିତି

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories