ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୁକିବା ମାତ୍ରେ ହେଲା ଏମିତି

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଏଭଳି କିଛି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ ଲାଗିଥାଏ । ଏହାସହ ଲୋକେ ସେଭଳି କିଛି ଭିଡିଓ ଦେଖି ମଜା ମଧ୍ୟ ନେଇଥାନ୍ତି । କିଛି ଭିଡିଓ ସହଜରେ ବିଶ୍ୱାସ କରି ହୁଏ ନାହିଁ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ କଲରାପତରିଆ ଓ କୁକୁର ମଧ୍ୟରେ ଘଟିଥିବା ଘଟଣାକୁ ଲକ୍ଷ ଲକ୍ଷ ଲୋକେ ଦେଖି … Continue reading ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୁକିବା ମାତ୍ରେ ହେଲା ଏମିତି