www.samajalive.in
Saturday, December 6, 2025
23.1 C
Bhubaneswar

ଆଶ୍ଚର୍ଯ୍ୟ କରିବ ଭିଡିଓ ; ଘର ଭିତରକୁ ପଶୁଥିଲା ବାଘ, କୁକୁର ଭୁକିବା ମାତ୍ରେ ହେଲା ଏମିତି

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଏଭଳି କିଛି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ ଲାଗିଥାଏ । ଏହାସହ ଲୋକେ ସେଭଳି କିଛି ଭିଡିଓ ଦେଖି ମଜା ମଧ୍ୟ ନେଇଥାନ୍ତି । କିଛି ଭିଡିଓ ସହଜରେ ବିଶ୍ୱାସ କରି ହୁଏ ନାହିଁ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ କଲରାପତରିଆ ଓ କୁକୁର ମଧ୍ୟରେ ଘଟିଥିବା ଘଟଣାକୁ ଲକ୍ଷ ଲକ୍ଷ ଲୋକେ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

- Advertisement -

ଏକ କଲରାପତରିଆ ବାଘ କିଭଳି ଏକ ପୋଷା କୁୁକୁରକୁ ଭୟ କରି ସେଠାରୁ ଦୌଡି ପଳାଉଛି। ଭିଡିଓରେ ଦେଖିପାରିବେ, ଏକ କଲରାପତରିଆ ବାଘ ଜନବସତି ଅଞ୍ଚଳକୁ ପଳାଇ ଆସିଛି। ରାତି ସମୟରେ ଧିରେ ଧିରେ ବାଘ ପାହାଚ ଚଢି ଶିକାର ଉଦ୍ଦେଶ୍ୟରେ ଆଗକୁ ବଢୁଛି। ସେହି ସମୟରେ ଘରେ ଥିବା ଏକ ପୋଷା କୁକୁର ହଠାତ୍‌ ଖୁବ୍‌ ଜୋରରେ ଭୁକିବାକୁ ଲାଗୁଛି। ବାଘ କୁୁକୁରର ଶବ୍ଦ ଶୁଣି ଖୁବ୍‌ ଜୋରରେ ସେଠାରୁ ଦୌଡି ପଳାଉଛି।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories