ଦେଖନ୍ତୁ ଭିଡିଓ ; ରୋଷେଇ ଘରେ ପଶିଲା ସିଂହ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହାକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା । ଭିଡିଓଟି ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଜଙ୍ଗଲ ରାସ୍ତାର ବାଟବଣା ହୋଇ ଏକ ସିଂହ କିଭଳି ହଠାତ୍‌ ଜଣଙ୍କ ଘରେ ପଶି ଯାଉଛି … Continue reading ଦେଖନ୍ତୁ ଭିଡିଓ ; ରୋଷେଇ ଘରେ ପଶିଲା ସିଂହ, ଆଉ ତା’ପରେ..