www.samajalive.in
Sunday, December 7, 2025
26.1 C
Bhubaneswar

ବଜାରକୁ ଆସିଲା ‘ନାଇକ୍‍’ ର ସ୍ମାର୍ଟ ଜୋତା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ପ୍ରବେଶ କରିଛି ନାଇକ୍ ର ସ୍ମାର୍ଟ ଜୋତା। ଯାହାର ନାମ ନାଇକ୍‍ ‘ଆଡାପ୍ଟ ବିବି’। ଏହାକୁ ସ୍ମାର୍ଟଫୋନ ସାହାର୍ଯ୍ୟରେ ଢିଲା ଏବଂ ଟାଇଟ କରିପାରିବେ।
ଏହାର ମୂଲ୍ୟ ୩୫୦ଡଲାର। ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୨୫,୦୦୦ଟଙ୍କା। ଏହାର ବିଶେଷତ୍ୱ ବିଷୟରେ କହିଲେ ଏହି ଜୋତାକୁ ପାଦରେ ପିନ୍ଧିବା ମାତ୍ରେ ଏହା ଆପେ ଆପେ ଫିଟ୍ ହୋଇଯିବ। ଏଥିିପାଇଁ ଏଥିିରେ ଅଟୋ ଆଡଜଷ୍ଟ ମୋଡ ଦିଆଯାଇଛି।
ଏହାସହିତ ସ୍ମାର୍ଟପୋନ ସାହାର୍ଯ୍ୟରେ ଏହାରକୁ କଣ୍ଟ୍ରୋଲ କରିପାରିବେ। ଏହି ଜୋତାକୁ ବିଶେଷକରି ବାସ୍କେଟବଲ ଖେଳାଳି ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ସମଗ୍ର ବିଶ୍ୱରେ ଏହି ଜୋତାର ବିକ୍ରି ୨୦୧୯ ଫେବ୍ରୁଆରୀ ୧୭ରୁ ହେବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories