www.samajalive.in
Monday, December 15, 2025
24.1 C
Bhubaneswar

ଆଜି ଶପଥ ନେବେ କାନାଡ଼ା ପ୍ରଧାନମନ୍ତ୍ରୀ କାର୍‌ନେ

ଅଟାୱା : କାନାଡାର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମାର୍କ କାର୍‌ନେ ଆଜି ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। କାନାଡା ଗଭର୍ଣ୍ଣର ଜେନେରାଲ ମ୍ୟାରୀ ସାଇମନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। କାର୍ନେଙ୍କ ଶପଥ ଗ୍ରହଣ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଇସ୍ତଫା ଦେବେ ବୋଲି ଜଣାପଡିଛି। ଟ୍ରୁଡୁଙ୍କ କ୍ୟାବିନେଟର କେତେକ ମନ୍ତ୍ରୀ କାର୍ନେଙ୍କ ମନ୍ତ୍ରିମଣ୍ଡଳରେ ସ୍ଥା​‌ନ ପାଇବେ ବୋଲି ଚର୍ଚ୍ଚା ଚାଲିଛି। କାର୍‌ନେ ଦାୟିତ୍ବ ଗ୍ରହଣ କରିବା ପରେ ଭାରତ-କାନାଡା ସମ୍ପର୍କରେ ଉନ୍ନତି ଘଟିବ ବୋଲି କୂଟନୈତିକ ମହଲ ଆଶାବ୍ୟକ୍ତ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories