www.samajalive.in
Wednesday, November 12, 2025
19.1 C
Bhubaneswar

ତିନି ଦିନ ପାଇଁ ବିଧାନସଭା ଛୁଟି

ଭୁବନେଶ୍ବର : ବିଧାନସଭା ଅଧିବେଶନକୁ ବାଚସ୍ପତି ସୁରମା ପାଢୀ ମାର୍ଚ୍ଚ ୧୭ ପୂର୍ବାହ୍ଣ ସାଢ଼େ ଦଶଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ତେଣୁ ତିନି ଦିନ ପାଇଁ ବିଧାନସଭା ଅଧିବେଶନ ବନ୍ଦ ରହିବ। ଆଜି ଦୋଳ ପୂର୍ଣ୍ଣମା ଛୁଟି ଥିବାବେଳେ ମାର୍ଚ୍ଚ ୧୫ହୋଲି ଛୁଟି ରହିଛି। ମାର୍ଚ୍ଚ ୧୬ ରବିବାର ଥିବାରୁ ଆସନ୍ତା ୧୭ତାରିଖ ପୂର୍ବାହ୍ଣ ସାଢେ ୧୦ଟାରୁ ଗୃହକାର୍ଯ୍ୟ ଚାଲୁ ରହିବ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories