ଅଲିମ୍ପିକ୍ସ ମହିଳା ହକି ସେମିଫାଇନାଲରେ ଭାରତ
ଅଷ୍ଟ୍ରେଲିଆକୁ ୧-୦ ରେ ପରାସ୍ତ କଲା ଭାରତ
ଭାରତ ପକ୍ଷରୁ ଗୁରୁଜିତ୍ କୌର ଗୋଲ ସ୍କୋର କରିଛନ୍ତି
ପୁଣି ନିରାଶ କଲେ ଦୂତୀ
ଦେଶରେ ଗୋଟିଏ ଦିନରେ ୪୦,୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୧୩,୭୧୮
ସେହି ଦିନକ ମଧ୍ୟରେ ଦେଶରେ ୩୬,୯୪୬ ଜଣ କରୋନା ରୋଗୀ ସୁସ୍ଥ ; ମୋଟ ୩,୦୮,୫୭,୪୬୭ ଜଣ କରୋନାରୁ ସୁସ୍ଥ
ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୫%
ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୮୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭%
ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୬.୯୬ କୋଟି ନମୁନା ପରୀକ୍ଷା ; ଦେଶରେ ୪୭.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି
କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଭଳି ଦଶଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୩୩
ଆଜି ପୃଥିବୀର ନିକଟବର୍ତ୍ତୀ ହେବ ଶନି ଗ୍ରହ
ଜମ୍ମୁ କାଶ୍ମୀରରେ ପୁଣି ଉଡିଲା ଡ୍ରୋନ; ୫୬ ଘଣ୍ଟା ମଧ୍ୟରେ ତୃତୀୟ ଘଟଣା
ଚଳିତ ମାସରେ ଆସିବ ତୃତୀୟ ଲହର; ଅକ୍ଟୋବରରେ ଶିଖର ଛୁଇଁବ
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହ୍ରାସ; ଆଉ ୧୦୩୨ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୫୯୮ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪
ରାଜ୍ୟରେ ସଂପ୍ରତି ୧୫୦୫୦ ଜଣ ସକ୍ରିୟ ସଂକ୍ରମିତ
ୟୁଏନ୍ଏସ୍ସି ଅଧ୍ୟକ୍ଷ ପଦରେ ଭାରତ
ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି
ଟିଟିଲାଗଡ଼ ଜାତୀୟ ରାଜପଥରେ ଝାରଦେବନ୍ଧ ଜଙ୍ଗଲ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ



