ହାଇଟେକ ମେଡ଼ିକାଲରେ ବିସ୍ଫୋରଣ ଘଟଣା, ଜଣଙ୍କ ମୃତ୍ୟୁ
ଭୁବନେଶ୍ବର: ହାଇଟେକ ମେଡ଼ିକାଲରେ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁତର ୪ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାଇଟେକ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜୋନ-୨ ଏସିପି ସୂଚନା ଦେଇଛି। ଶୁକ୍ରବାର ଏସିରେ ଗ୍ୟାସ ଭର୍ତ୍ତିବେଳେ ହାଇଟେକ ମେଡ଼ିକାଲରେ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ୪ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ।
Comments are closed.