ବୌଦ୍ଧରେ ଜିଏସଟି ଚଢ଼ାଉ

ବୌଦ୍ଧ: ପୋଡ଼ପୋଡ଼ାସ୍ଥିିତ ରୋଶନି ଟ୍ରେଡର୍ସରେ ଜିଏସଟି ଚଢ଼ାଉ କରାଯାଇଛି। ସମ୍ବଲପୁରର ସିଟି ଜିଏସଟି ପକ୍ଷରୁ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Comments are closed.