ତିରୁଅନନ୍ତପୁରମ୍ : ଲବ୍ଧପ୍ରତିଷ୍ଠ ମାଲାୟଲମ୍ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ଲେନିନ୍ ରାଜେନ୍ଦ୍ରନଙ୍କର ସୋମବାର ଚେନ୍ନଇସ୍ଥିତ ଏକ ଘରୋଇ ହସ୍ପିଟାଲାରେ ପରଲୋକ ହୋଇଛି। ତାଙ୍କୁ ୬୭ବର୍ଷ ହୋଇଥିଲା। ନିକଟରେ ତାଙ୍କର ବୃକକ୍ ପ୍ରତିରୋପଣ କରାଯାଇଥିଲା। ସେ କେରଳ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଥିଲେ।
Popular Categories



