କେନ୍ଦ୍ର ସରକାର ମୋଗଲ ଶାସକଙ୍କ ଭଳି କ୍ରୁର: ମନୀଷ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରରେ କିଛି ବ୍ୟକ୍ତିଙ୍କର ମୋଗଲ ଶାସକଙ୍କ ଭଳି ଅହଂକାର ରହିଛି। ଏହି ବ୍ୟକ୍ତିମାନେ ଆପ୍‌ ସରକାରଙ୍କୁ କାମ କରାଇ ଦେଉ ନାହାନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଣା ପ୍ରତାପଙ୍କର ଜନ୍ମବାର୍ଷିକ ଉତ୍ସବରେ ଯୋଗଦେଇ ମନୀଷ କହିଛନ୍ତି ଯେ ଏହି ଲଢ଼ୁଆ ରାଜପୁତ ଶାସକଙ୍କ ଭଳି ଆମ ସରକାର ଅନେକ କିଛି ଭଲ କାମ କରିବାକୁ ଚାହୁଁଛନ୍ତି; କିନ୍ତୁ ଦେଶର କ୍ରୁର ଶାସକ ଏହାକୁ କରାଇ ଦେଉ ନାହାନ୍ତି। ଅନେକ ଘଟଣାରୁ ଏବେ ମୋଗଲ ଶାସନ ବିରୋଧରେ ଆମେ ଲଢ଼ିବା ଭଳି ଲାଗୁଛି।

Leave A Reply