ଜାଣନ୍ତୁ ବେଲ ପଣା ପିଇବାର ଲାଭଦାୟକ ଗୁଣ !

0

ଖରା ଦିନେ ବେଲ ପଣା ଶରୀର ପାଇଁ ଲାଭଦାୟକ ଅଟେ । ଏହାକୁ ପିଇବା ଦ୍ବାରା ଆମେ ସତେଜ ଅନୁଭବ କରିଥାଉ । ତେବେ ଆସନ୍ତୁ ଜାଣିବା କେଉଁ ଗୁଣ ରହିଛି, ଯାହା ଶରୀର ପାଇଁ ଉପକାରୀ ।

୧.ଗରମରେ ବେଲ ପଣା ପିଇଲେ ଚେହେରାରେ ଚମକ ଆସିଥାଏ ।

୨.ଅଂଶୁଘାତରୁ ରକ୍ଷା ଦେଇଥାଏ ବେଲ ପଣା ।

୩.ବେଲ ପଣା ମସ୍ତିଷ୍କ ଓ ହୃଦୟକୁ ଶକ୍ତିଶଳୀ କରିଥାଏ ।

୪.ପେଟ ପାଇଁ ମଧ୍ୟ ବେଲ ପଣା ବହୁତ ଲାଭଦାୟକ ଅଟେ ।

୫.ଏଥିରେ ପ୍ରୋଟିନ, ଭିଟାମିନ ବି, ଭିଟାମିନ ସି, କାର୍ବୋହାଇଡ୍ରେଟ୍, ଆଇରନ, କ୍ୟାଲସିୟମ ଆଦି ଭରପୂର ମାତ୍ରାରେ ରହିଥାଏ ।

Leave A Reply