ମନ୍ଦିରର ପୂଜକଙ୍କୁ ନିଶା ଦେଇ ସୁନା ଚେନ୍, ନଗଦ ଟଙ୍କା ଲୁଟ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୂଜାରୀଙ୍କୁ ନିଶା ଦେଇ ଲୁଟି ନେଲେ ସୁନା ଚେନ୍ ଓ ନଗଦ ଟଙ୍କା। ବଡଗଡ ଥାନା ମେଘେଶ୍ୱର ମନ୍ଦିରର ପୂଜକଙ୍କୁ ନିଶା ଦେଇ ଲୁଟେରା ୫ ଭରି ସୁନା ଚେନ୍, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଲୁଟ୍ କରିଛନ୍ତି । ପୂଜକ କ୍ଷୀରୋଦ କୁମାର କର ଲୁଟ୍ର ଶିକାର ହୋଇଥିବା ବେଳେ ଏନେଇ ସେ ବଡଗଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.